Browsing Tag

nirbhaya

ଫାଶୀ ପରେ ନିର୍ଭୟାଙ୍କ ପୈତୃକ ଗାଁରେ ଖେଳିଲା ଖୁସିର ମାହୋଲ, ମିଠା ଖୁଆଇ କଲେ ସେଲିବ୍ରେସନ

ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଜଣ ଦୋଷୀ ଅକ୍ଷୟ, ମୁକେଶ, ବିନୟ ଓ ପବନଙ୍କୁ ଦିଲ୍ଲୀ ସ୍ଥିତ ତିହାର ଜେଲ ଆଜି ରାତି ୫ ଟା ୩୦ ମିନିଟରେ ଫାଶୀ ଦିଆଯାଇଛି । ଫାଶୀ ପରେ ପରେ ହିଁ ଉତ୍ତରପ୍ରଦେଶ ରାଜ୍ୟର…

ସକାଳର ସୂର୍ଯ୍ୟଦ୍ବୟ ଦେଖିପାରିବେ ନାହିଁ ନିର୍ଭୟା ପିଶାଚ, ଭୋର ୫.୩୦ରେ ଝୁଲିବେ ଫାଶୀ ଖୁଣ୍ଟରେ

କେନ୍ୟୁଜ୍(ବ୍ୟୁରୋ): ଶେଷରେ ନିର୍ଭୟାକୁ ମିଳିବ ନ୍ୟାୟ। ଆସନ୍ତାକାଲି ତିହାର ଜେଲରେ ଝୁଲିବେ ୪ ଦୋଷୀ । ସକାଳ ସାଢେ ୫ଟାରେ ଅକ୍ଷୟ ଠାକୁର, ପଓ୍ଵନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ଫାଶୀ ଅଟକାଇବାକୁ ନିର୍ଭୟା ଦୋଷୀଙ୍କ ଶେଷ ଉଦ୍ୟମ ବିଫଳ ହୋଇଛି।…

ନିର୍ଭୟା ଦୋଷୀଙ୍କ ଓକିଲର ଦଲିଲ ଦେଖି କ୍ଷୁବ୍ଧ ହେଲେ କୋର୍ଟ, ଜେଲ ଭିତରର କଥା ମୁକେଶର ଭାଇ କେମିତି ଜାଣିଲେ ବୋଲି କଲେ…

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ପିଟିସନ୍‌ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି ଅବସରରେ ତାଙ୍କ ଓକିଲ ମନୋହରଲାଲ ଶର୍ମା ଦଲିଲ ଦାଖଲ କରିଥିଲେ ଯେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ନ୍ୟାୟ ମିତ୍ର ଓକିଲ ବୃନ୍ଦା ଗ୍ରୋଭର ଅପରାଧିକ ଯୋଜନା କରି ତାଙ୍କ ଦସ୍ତଖତ ନେଇଥିଲେ। ମାତ୍ର…

ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ, ଗଳାବାଟ ଖୋଜି ଚାଲିଛନ୍ତି ନିର୍ଭୟା ପିଶାଚ

ଦିଲ୍ଲୀ: ପୁଣି ଘୁଞ୍ଚିବ କି ଫାଶୀ ତାରିଖ ? ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଅନୁମତି ମାଗିଛି ଅନ୍ୟତମ ଦୋଷୀ ମୁକେଶ ସିଂ। ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଂକା…

ମୁହଁ ଖୋଲିଲେ ନିର୍ଭୟା ମାମଲାର ତଦନ୍ତରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା IPS, କହିଲେ …

ନିର୍ଭୟା କେସ୍‌ର ଦୋଷୀଙ୍କ ଫାଶୀ ବାରମ୍ବାର ଘୁଞ୍ଚୁଛି। ବାରମ୍ବାର ଡେଥ୍‌ ଓ୍ଵାରେଣ୍ଟ ଜାରି ହେଉଥିଲେ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲୁନାହାନ୍ତି ୪ ନର ରାକ୍ଷସ। ତେବେ ଝିଅର ଦୋଷୀକୁ ତୁରନ୍ତ ଦଣ୍ଡ ମିଳୁ ବୋଲି ନିର୍ଭୟାଙ୍କ ମା’ ଦାବି କରୁଥିବା ବେଳେ ଏଭଳି ତାରିଖ ଘୁଞ୍ଚିବା ଯୋଗୁ ସେ ନିରାଶ…

ଜାଣନ୍ତୁ କିଏ ଏହି ଏପି ସିଂହ, ଯିଏ ନିର୍ଭୟା ଦୋଷୀଙ୍କ ଫାଶୀକୁ ବାରମ୍ବାର ଘୁଞ୍ଚାଇବାରେ ହେଉଛନ୍ତି ସଫଳ

ଗଡ଼ି ଚାଲିଛି ନିର୍ଭୟା ଦୋଷୀଙ୍କ ଫାଶୀର ଦିନ । ଫାଶୀର ଦିନ ଧାର୍ଯ୍ୟ କରୁଛନ୍ତି କୋର୍ଟ । ହେଲେ ତାକୁ ବଦଳାଇ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ଥର ଘୁଞ୍ଚୁଛି ତାରିଖ। ଶେଷରେ ଆଜି ମଧ୍ୟ ହେବାକୁ ଥିବା ଫାଶୀ ଘୁଞ୍ଚିଛି। ଏହାକୁ ମିଶାଇ ତୃତୀୟ ଥର ପାଇଁ ନିର୍ଭୟା ବଳାତ୍କାରୀଙ୍କ ମୃତ୍ୟୁର ଦିନ…

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ବି ସୋମବାର ଜାରି ହୋଇପାରିବ ନାହିଁ ଡେଥ୍‌ ଓ୍ଵାରେଣ୍ଟ, ଜାଣନ୍ତୁ ନିର୍ଭୟା ଦୋଷୀଙ୍କ…

ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚିଯାଉଛି। ଟ୍ରାଏଲ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିପାରିବେ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଘୋଷଣା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ଅନେକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା…

ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ, ତିହାର ଜେଲ…

କେନ୍ୟୁଜ୍(ବ୍ୟୁରୋ):  ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସକୋର୍ଟ । ତିନି ଜଣ ଦୋଷୀଙ୍କ ଦୟା ଆବେଦନ ଖାରଜ ହୋଇ ସାରିଥିବା ବେଳେ ବର୍ତ୍ତମାନ…

ନିର୍ଭୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି, କୋର୍ଟ ଗଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ମାମଲାରେ ଆସନ୍ତାକାଲି ପୁଣି ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଟ୍ରାଏଲ କୋର୍ଟଙ୍କ ଡେଥ୍‌…

ନିର୍ଭୟା ପିଶାଚଙ୍କ ଫାଶୀ ତାରିଖ ଟଳିବା ନେଇ କିନ୍ନର ସମାଜର ଅଭିନବ ପ୍ରତିବାଦ, ଶିବ ମନ୍ଦିରରେ କଲେ ତାଣ୍ଡବ ନୃତ୍ୟ

ଉତ୍ତରପ୍ରଦେଶ: ନିର୍ଭୟା କାଣ୍ଡର ଦୋଷୀମାନଙ୍କ ଫାଶୀର ତାରିଖ ଘୁଞ୍ଚିବା ନେଇ ଗର୍ଜିଲେ ବଲିଆର କିନ୍ନର ସମାଜ। ଏହି ଫାଶୀ ତାରିଖ ଘୁଞ୍ଚିବା କଥା ଶୁଣି ଏହାକୁ ନାପସନ୍ଦ କରିବା ସହ ମାଲଗୋଦାମ ରୋଡ ସ୍ଥିତ ଶିବ ମନ୍ଦିରରେ ପହଞ୍ଚି ଶିବ ତାଣ୍ଡବ ନୃତ୍ୟ କରିଥିଲେ। ଏହାକୁ ଦେଖି ଶିବ ମନ୍ଦିରରେ ଅନେକ…

ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ

କେନ୍ୟୁଜ୍(ବ୍ୟୁରୋ): ତାରିଖ ପରେ ତାରିଖ । ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ଵନ ଗୁପ୍ତାର ଫାଶୀ ଉପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ରାତି ପାହିଲେ ନିର୍ଭୟା ଦୋଷୀ ଝୁଲିଥାନ୍ତେ…

ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ?, କିଛି ସମୟ ପରେ ଆସିବ ରାୟ

କେନ୍ୟୁଜ୍(ବ୍ୟୁରୋ):   ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ହେବ ନା ଘୁଞ୍ଚିବ । ଆଉ କିଛି ସମୟ ପରେ ଆସିବ ରାୟ । ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ପାଇଁ ଦାୟର ଆବେଦନର ଆଜି ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ତାପୂର୍ବରୁ ତିହାର୍‌ ଜେଲ୍‌…