school

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଅନୁଯାୟୀ…

6 days ago

ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଶ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତାକାଲି ଖୋଲିବ ସ୍କୁଲ…

6 days ago

ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ, ୬ରୁ ସାଢ଼େ ୧୦ଟା ଯାଏଁ ରହିବ ଖୋଲା

ସମ୍ୱଲପୁର (କେନ୍ୟୁଜ): ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ…

3 months ago

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର, ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ

ଜଳେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର । ବହି ପଢିବା ବଦଳରେ ୟୁଟ୍ୟୁବରୁ ପଢି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପ୍ରଥମରୁ…

3 months ago

ଶିଶୁକୁ ୬ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ

ନୂଆଦିଲ୍ଲୀ : ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯…

4 months ago

ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା (କେନ୍ୟୁଜ): ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମନକରପୁର ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁ…

5 months ago

ସ୍କୁଲରେ ବୁଲୁଛି ଭୂତ, ଭୟରେ ଛାତ୍ରଛାତ୍ରୀ

ବାସୁଦେବପୁର (କେନ୍ୟୁଜ): ସ୍କୁଲରେ ଭୂତ ଆତଙ୍କ । ଭୟରେ ଛାତ୍ରଛାତ୍ରୀ । କ୍ଲାସରୁମରେ ପାଠ ପଢୁଥିବା ବେଳେ ହଠାତ୍ କାନ୍ଦି ଉଠୁଛନ୍ତି । ପାଠପଢା ଛାଡି ସ୍କୁଲ…

8 months ago

ଆଫଗାନିସ୍ତାନରେ ୮୦ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇ ଆକ୍ରମଣ

(କେନ୍ୟୁଜ ବ୍ୟୁରୋ): ଆଫଗାନିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର…

1 year ago

ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷାକ୍ତ ସାପ, ଅସୁସ୍ଥ ହେଲେ ଅନେକ ଛାତ୍ରଛାତ୍ରୀ

(କେନ୍ୟୁଜ ବ୍ୟୁରୋ): ବିହାରର ଏକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ବିଷାକ୍ତ ସାପ ବାହାରିଛି । ଫଳରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି…

1 year ago

ବ୍ୟାଗରେ ବନ୍ଧୁକ ଏବଂ ଲଞ୍ଚ୍‌ ବକ୍ସରେ ଗୋଳା ବାରୁଦ ଧରି ସ୍କୁଲରେ ପହଞ୍ଚିଲେ ୧୫ ବର୍ଷିୟ ଛାତ୍ର

(କେନ୍ୟୁଜ ବ୍ୟୁରୋ): ଛାତ୍ରଛାତ୍ରୀମାନେ ସାଧାରଣତଃ ବ୍ୟାଗରେ ବହି ଖାତା ଧରି ସ୍କୁଲ ଆସିଥାନ୍ତି । ବିଦ୍ୟାଳୟରେ ସାଙ୍ଗସାଥୀମାନଙ୍କ ସହ ପାଠ ପଢନ୍ତି ଏବଂ ସାଙ୍ଗରେ ଆଣିଥିବା ଟିଫିନକୁ…

1 year ago

ଅସହ୍ୟ ହେଲାଣି ତାତି, ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ସ୍କୁଲ ଓ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି…

1 year ago

ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ପରୀକ୍ଷା ପୂର୍ବରୁ ଆସିଲାନି ପ୍ରଶ୍ନପତ୍ର। ଶ୍ରେଣୀରେ କଳାପଟା ନାହିଁ। ଶେଷରେ ଶ୍ରେଣୀ କବାଟରେ ଚକରେ ଲେଖାଗଲା ପ୍ରଶ୍ନ। ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା…

2 years ago