trailer released

ସାମ୍ନାକୁ ଆସିଲା ଫିଲ୍ମ ‘କଲ୍‌କୀ 2898 AD’ର ଦ୍ୱିତୀୟ ଟ୍ରେଲର, ଦମଦାର ଲୁକ୍‌ରେ ନଜର ଆସିଲେ ପ୍ରଭାସ

ଫିଲ୍ମ ‘କଲ୍‌କୀ 2898 AD’ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଉତ୍ସାହ ବହୁତ ବଢିଯାଇଛି । ତେବେ ନିର୍ମାତାମାନେ ଫିଲ୍ମକୁ ନେଇ…

16 hours ago

ସାମ୍ନାକୁ ଆସିଲା ଫିଲ୍ମ ‘ମିର୍ଜାପୁର’ର ଟ୍ରେଲର, ଜବରଦସ୍ତ ଭୂମିକାରେ ନଜର ଆସିଲେ ପଙ୍କଜ ତ୍ରିପାଠୀ

ସାମ୍ନାକୁ ଆସିଲା ଫିଲ୍ମ 'ମିର୍ଜାପୁର' ର ଜବରଦସ୍ତ ଟ୍ରେଲର । ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହ ବଢିବାରେ ଲାଗିଛି ।…

2 days ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା ଜୁଲାଇ ୧୨ ରେ ରିଲିଜ ହେବାକୁ…

5 days ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଷ୍ଟାର କାଷ୍ଟର ଦମଦାର ଲୁକ୍…

2 weeks ago

ସାମ୍ନାକୁ ଆସିଲା ଫିଲ୍ମ ‘ସାବି’ର ଟ୍ରେଲର, ଦେଖିବାକୁ ମିଳିଲା ଅନିଲ କପୁରଙ୍କ ଦମ୍‌ଦାର ଲୁକ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାବି’ ପାଇଁ ବଲିଉଡର ଭେଟେରାନ ଅଭିନେତା ଅନିଲ କପୁର ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦିବ୍ୟା ଖୋସଲା ଏବଂ ହର୍ଷବର୍ଦ୍ଧନ…

1 month ago

ରିଲିଜ୍‌ ହେଲା ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲର, ଦେଖିବାକୁ ମିଳିଲା ଜାହ୍ନବୀ ଓ ରାଜକୁମାରଙ୍କ ଭିନ୍ନ କେମେଷ୍ଟ୍ରି

ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ‘ମିଷ୍ଟର ଆଣ୍ଡ ମିସେସ ମାହି’ର ଟ୍ରେଲର ରିଲିଜ ହେବା ମାତ୍ରେ ଫ୍ୟାନ୍ସଙ୍କ ପାଖରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି ।…

1 month ago

ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’ର ଟ୍ରେଲର, ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍‌

ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍‌ଡେଟ୍‌ ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ…

3 months ago

ସାମ୍ନାକୁ ଆସିଲା ବିକ୍ରାନ୍ତ ମେସୀଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର, ଜାଣନ୍ତୁ ରିଲିଜ୍‌ ଡେଟ୍‌

ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହି ଅଭିନେତା ତାଙ୍କ ଅପ୍‌କମିଂ ଫିଲ୍ମ ‘ସାବରମତି…

3 months ago

ଅଜୟ ଦେବଗନଙ୍କ ଫିଲ୍ମ ‘ମଇଦାନ’ର ଟ୍ରେଲର ଆଉଟ୍‌, ଜାଣନ୍ତୁ କେବେ ମୁକ୍ତିଲାଭ କରିବ ସିନେମା ହଲ୍‌ରେ

ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ମଇଦାନ’ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ୍‌ ହେବାକୁ ଯାଉଛି । ବର୍ତ୍ତମାନ ଅଜୟ ଦେବଗନ ଷ୍ଟାରର ବାୟୋପିକର ଟିଜର ଏବଂ ପୋଷ୍ଟର…

4 months ago

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ର ଟ୍ରେଲର, ଜାଣନ୍ତୁ ସିନେମା ହଲ୍‌ରେ କେବେ ହେବ ରିଲିଜ୍‌

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ପୁଣି ଏକ ଭୂତ ଫିଲ୍ମର ଜାଦୁ ଦେଖିବାକୁ ମିଳିବ। ତେବେ ଅଜୟ ଦେବଗନ ଓ ଆର ମାଧବନ୍‌ଙ୍କ ଫିଲ୍ମ ‘ସୈତାନ’ ର ଝଲକ୍‌…

4 months ago

ପ୍ରଥମ ଥର ପାଇଁ ଏକା ସହିତ ବଡ଼ ପରଦାରେ ନଜର ଆସିବେ ସାହିଦ ଓ କ୍ରିତି, ଜାଣନ୍ତୁ କେବେ ହେବ ଫିଲ୍ମ ରିଲିଜ୍‌

ବଲିଉଡ ଅଭିନେତା ସାହିଦ କପୁର ଏବଂ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ସେମାନଙ୍କ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ କୁ…

5 months ago

ବହୁଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’ର ଟ୍ରେଲର ରିଲିଜ୍‌; ଦେଶ ପାଇଁ ଲଢ଼ୁଥିବାର ଦେଖାଗଲେ ଶାହରୁଖ ଖାନ, ଫ୍ୟାନ୍ସଙ୍କ ମନ ଜିତିଲା ଜବରଦସ୍ତ ଆକ୍ସନ

ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ 'ପଠାନ'ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ ତାରିଖର କିଛି ଦିନ…

1 year ago