’ପରମ ସୁନ୍ଦରୀ’ ଟ୍ରେଲର ରିଲିଜ, ଧମାଲ ମଚାଉଛି ସିଦ୍ଧାର୍ଥ-ଜାହ୍ନବୀଙ୍କ କେମେଷ୍ଟ୍ରି
ନିକଟରେ ’ପରମ ସୁନ୍ଦରୀ’ ଟ୍ରେଲର ରିଲିଜ୍ ହୋଇଛି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଦମଦାର କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ । ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଟ୍ରେଲର ରିଲିଜ ପରେ ଦର୍ଶକ ଫିଲ୍ମ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି…