Below header

ଆଇପିଏଲ : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ୱିକେଟରେ ଜିତିଲା ଲକ୍ଷ୍ନୌ ସୁପରଜିଆଣ୍ଟସ

୪ ୱିକେଟରେ ଲକ୍ଷ୍ନୌ ବିଜୟୀ । ମାର୍କସ ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ପଏଣ୍ଟ ତାଲିକାରେ ତୃତୀୟକୁ ଉନ୍ନୀତ ହୋଇଛି ।

(କେନ୍ୟୁଜ): ୪ ୱିକେଟରେ ଲକ୍ଷ୍ନୌ ବିଜୟୀ ।  ମାର୍କସ ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ପଏଣ୍ଟ ତାଲିକାରେ ତୃତୀୟକୁ ଉନ୍ନୀତ ହୋଇଛି ।  ଏକାନ୍ନା ଷ୍ଡାଡିୟମରେ ଅନୁଷ୍ଠିତ ୪୮ତମ ଲିଗ ମ୍ୟାଚରେ ଦଳ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା ।  ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ ବିନିମୟରେ ୧୪୪ ରନ୍ ସଂଗ୍ରହ କରିଥିଲା ।  ଜବାବରେ ସୁପରଜାଏଣ୍ଟସ ୧୯.୨ ଓଭରରେ ୬ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ।  ଷ୍ଟୋଇନିସ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଏହା ସପ୍ତମ ପରାଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.