ଟେକ୍

ଆରମ୍ଭ ହେଲା ଜିଓର Exchange To Upgrade ଅଫର, କମଟଙ୍କାରେ କିଣନ୍ତୁ ସ୍ମାର୍ଟ Jio Phone Nexts

ଜିଓ ତାର ଗ୍ରାହକଙ୍କୁ ଖୁସି କରିବା ପାଇଁ ପୁଣି ଏକ ଅଫର ନେଇ ଆସିଛି। ଏଥର ରିଲାଏନ୍ସ ରିଟେଲ ଜିଓଫୋନ ନେକ୍ସଟ ପାଇଁ ଲିମିଟେଡ ଅଫର ପିରିୟଡ ବହାର କରିଛି। ଏବେ ଗ୍ରାହକ ନିଜ 4G ଫିଚରଫୋନ କିମ୍ବା ସ୍ମାର୍ଟଫୋନ କୁ କେବଳ ୪୪୯୯ ଟଙ୍କାରେ ଏକଦମ ନୂଆ ଜିଓ ଫୋନ ନେକ୍ସଟ୍‌ ସହ ବଦଳାଇପାରିବେ।

ଯେଉଁ ଗ୍ରାହକଙ୍କ ପାଖରେ ପୁରଣା ଜିଓଫୋନ ରହିଛି, ସେମାନେ ଏଥିରେ ସର୍ବାଧିକ ୨୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର ହାସଲ କରିପାରିବେ। କିନ୍ତୁ ଏହି ଏକ୍ସଚେଞ୍ଜ ଅଫର ଫୋନର କଣ୍ଡିସନ ଉପରେ ନିର୍ଭର କରୁଛି।

Reliance Jio ତରଫରୁ ଯୁଜର୍ସଙ୍କୁ ଜିଓ ଏବେ ଶାନଦାର ଏକ୍ସଚେଞ୍ଜ ଅଫର ଦିଆଯାଇଛି । ଯେଉଁଥିରେ ଜିଓ ଗ୍ରାହକ ଜିଓଫୋନ ନେକ୍ସଟ କୁ ମାତ୍ର ୪୪୯୯ ଟଙ୍କାରେ ପାଇପାରିବେ। ସାଧାରଣ ଭାବେ କହିବାକୁ ଗଲେ ଯେଉଁ ଗ୍ରାହକଙ୍କ ପାଖରେ ପୁରଣା ଜିଓଫୋନ ରହିଛି, ସେମାନେ ଏଥିରେ ସର୍ବାଧିକ ୨୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର ହାସଲ କରିପାରିବେ। କିନ୍ତୁ ଏହି ଏକ୍ସଚେଞ୍ଜ ଅଫର ଫୋନର କଣ୍ଡିସନ ଉପରେ ନିର୍ଭର କରୁଛି। ଏବେ ଆସନ୍ତୁ ଜାଣିବା ଏହି ଡିଲ୍ ବିଷୟରେ ….

କମ୍ପାନୀ ଅଫର:

ଯଦି ଆପଣ ଜିଓ ଏକ୍ସଚେଞ୍ଚ ଅଫରରେ JioPhone Next ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ଆପଣଙ୍କୁ ୪୪୯୯ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ଯଦି ଆପଣ ବିନା ଏକ୍ସଚେଞ୍ଜ ଅଫରରେ JioPhone Next କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୬୪୯୯ ଟଙ୍କା ଦେବାକୁ ପଡ଼ିବ । ଫୋନ କିଣିବା ସମୟରେ ଏକ୍ସଚେଞ୍ଜ ଅଫର ସହ ଆପଣ ଜିଓ ଫାଇନାନ୍ସ ସ୍କିମର ଲାଭ ଉଠାଇ ପାରିବେ। ଏହାବ୍ୟତୀତ ଗ୍ରାହକ iPhone Next ସ୍ମାର୍ଟଫୋନକୁ ସହଜ କିସ୍ତିରେ କିଣିପାରିବେ। ଏହି କିସ୍ତି ଉପରେ ଫୋନ ସହ ଡାଟା ଓ କଲିଂ ସୁବିଧା ଅଫର କରାଯାଉଛି।

JioPhone Nextର ସ୍ପେସିଫିକେସନ୍ସ: 

ଜିଓ ଫୋନ ନେକ୍ଟ ସ୍ମାର୍ଟଫୋନରେ ୫.୪୫ ଇଞ୍ଚର ଟଚ୍ ସ୍କ୍ରିନ HD Display ଦିଆଯାଇଛି। ଏହାର ସ୍କ୍ରିନ ରିଜୋଲ୍ୟୁସନ ୭୨୦ x ୧୪୪୦ Pixel ରହିଛି । ଜିଓଫୋନର ରିୟର ପ୍ୟାନେଲରେ ସିଙ୍ଗଲ ୧୩ MP କ୍ୟାମେରା ଓ ସେଲ୍ଫି ପାଇଁ ଫ୍ରଣ୍ଟସାଇଡରେ ୮ MP କ୍ୟାମେରା ଦିଆଯାଇଛି। JioPhone Next ସ୍କାର୍ଟଫୋନରେ ୨ GB ରାମ୍ ଓ ୩୨ GB ଇନବିଲ୍ଟ ଷ୍ଟୋରେଜ ରହିଛି। ଫୋନରେ ପ୍ରୋସେସର Qualcomm Snapdragon – 215 ଚିପସେଟ ସପୋର୍ଟ ଦିଆଯାଇଛି। JioPhone Next ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ଜିଓ ସିମ୍ ବ୍ୟବହାର କରିବା ଜରୁରୀ ।

D Sonali

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

19 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

24 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

25 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

31 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

48 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

53 mins ago