ଟେକ୍

ଭୋଡାଫୋନ୍ ଆଇଡିଆ (Vi) ଲଞ୍ଚ୍‌ କଲା ନୂଆ ପ୍ଲାନ୍, ମିଳିବ ଅନଲିମିଟେଡ୍ ଡାଟା ସହ Amazon Prime ର ସୁବିଧା

ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ (VI) ୟୁଜର୍ସଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ୟୁଜର୍ସଙ୍କ ପାଇଁ ଏଣ୍ଟରଟେନମେଣ୍ଟ ପ୍ଲସ୍ ଫ୍ୟାମିଲି ପୋଷ୍ଟ୍‍ପେଡ୍ ପ୍ଲାନ୍ (Entertainment Plus Postpaid Plan) ଆଣିଛି। ତେବେ ଜାଣନ୍ତୁ ଏହି Vodafone Idea Plan ର ମୂଲ୍ୟ କେତେ ରହିଛି ଏବଂ ଏହି ପ୍ଲାନ ସହ ୟୁଜର୍ସଙ୍କୁ କ’ଣ କ’ଣ ଲାଭ ମିଳିବ।

୯୪୮ ଟଙ୍କିଆ ପ୍ଲାନରେ ୨ ଟି କନେକ୍ସନ୍ ଅର୍ଥାତ ପ୍ରାଇମେରୀ ଏବଂ ସେକେଣ୍ଡାରୀ ରହିଛି। ପ୍ରାଇମେରୀ କନେକ୍ସନ୍ ଥିବା ୟୁଜର୍ସଙ୍କୁ ଏହି ପ୍ଲାନରେ ଅନଲିମିଟେଡ୍ ଡାଟା ଏବଂ ସେକେଣ୍ଡାରୀ କନେକ୍ସନ୍ ଥିବା ୟୁଜର୍ସଙ୍କୁ ୩୦ ଜିବି ହାଇ-ସ୍ପିଡ୍ ଡାଟା ମିଳିବ। ଡାଟା ସମାପ୍ତ ହେବା ପରେ ସେକେଣ୍ଡାରୀ ୟୁଜର୍ସଙ୍କୁ ପ୍ରତି ଜିବି ପାଇଁ ୨୦ ଟଙ୍କା ଚାର୍ଜ ଲାଗିବ । ୨ଟି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ ଭଏସ୍ କଲିଂ ସହ ମାସରେ ୧୦୦ଟି ଏସଏମଏସ୍ କରିପାରିବେ।

ଏହି Vi 948 Plan ସହ ୟୁଜର୍ସଙ୍କ ପାଇଁ Amazon Prime ବ୍ୟତୀତ ୧ବର୍ଷର ZEE5 Premium ଏବଂ ୧ ବର୍ଷ ପାଇଁ Vi ମୁଭିସ୍ ଏବଂ ଟିଭିର ଫ୍ରି ସବ୍ସକ୍ରିପ୍ସନ୍ ରହିଛି। କମ୍ପାନୀ ୟୁଜର୍ସଙ୍କୁ ଅଧିକତମ ପାଞ୍ଚଟି କନେକ୍ସନକୁ ଯୋଡ଼ିବା ପାଇଁ ପରାମର୍ଶ ଦେଇଛି। ସୂଚନା ମୁତାବକ, ଏହି କନେକ୍ସନ୍ ପାଇଁ ପ୍ରତିମାସକୁ ୨୪୯ ଟଙ୍କା ଦେବାକୁ ପଡ଼ିବ। ଏହିପ୍ଲାନ୍ ବିଶେଷ ରୂପେ ୟୁପି ଏବଂ ଇଷ୍ଟ ସର୍କଲ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି।

KNews Bureau

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

4 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

7 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

14 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

16 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

52 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago