ନିର୍ବାଚନ ୨୦୧୯

ନବୀନଙ୍କ ଶପଥ ସମାରୋହ ପାଇଁ କସରତ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌

ଭୁବନେଶ୍ୱର : ନବୀନଙ୍କ ଶପଥ ସମାରୋହ ପାଇଁ କସରତ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମନାରେ…

5 years ago

ଯାଜପୁର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜେଡି

ଯାଜପୁର ଟାଉନ : ସରିଲା ନିର୍ବାଚନ ଏବେ ଆତ୍ମସମୀକ୍ଷାର ବେଳ । ଯାଜପୁର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ…

5 years ago

ଗୁଜବରୁ କ୍ଷାନ୍ତ ରୁହନ୍ତୁ, ରାହୁଲଙ୍କ ଇସ୍ତଫା ପ୍ରସଙ୍ଗରେ ଏଆଇସିସିର ସ୍ପଷ୍ଟୀକରଣ

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ନେଇ ଗୁଜବ ଥମିବାରେ ଲାଗୁ ନାହିଁ । ଏହାକୁ ନେଇ ଏଆଇସିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସିଡବ୍ଲୁସିର…

5 years ago

ନବୀନଙ୍କ ଶପଥ ଗ୍ରହଣକୁ ନେଇ ପ୍ରସ୍ତୁତି ଜୋରଦାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବହୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ପଞ୍ଚମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶପଥ…

5 years ago

ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି ବିଜେପି, କେନ୍ଦ୍ରମନ୍ତ୍ରୀ ହେବା ରେସରେ ଆଗରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍ : ବିଜେପି ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି । ୩୦ତାରିଖରେ କେନ୍ଦ୍ରରେ ମୋଦି ସରକାର ଗଠନ ହେବ । ଓଡିଶାକୁ ଏହି ସରକାରରେ…

5 years ago

କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ଓ ୮ ସାଂସଦ? ଖୋଜାଚାଲିଛି ଚଳିତ ନିର୍ବାଚନରେ ପରାଜୟର କାରଣ

ଭୁବନେଶ୍ବର(କେନ୍ୟୁଜ୍) : ପରାଜୟର ପୋଷ୍ଟମର୍ଟମ। କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ପ୍ରାର୍ଥୀ ଓ ୯ ଲୋକସଭା ପ୍ରାର୍ଥୀ? ଏହା ପଛର କାରଣ କଣ ହୋଇପାରେ। ଫଳାଫଳ…

5 years ago

ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ…

5 years ago

ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କଣ ରହିବ ମାପକାଠି ?

ଆସନ୍ତା ୨୯ରେ ଶପଥ ନେବେ ନବୀନ। ତାଙ୍କ ସାଙ୍ଗରେ କିଏ କିଏ ମନ୍ତ୍ରୀପଦ ଭାବେ ନେବେ ଶପଥ। କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ଲାଗି ରହିଛି କଳ୍ପନା…

5 years ago

ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ନେବେ ଶପଥ

ଭୁବନେଶ୍ବର : ନବ ନିର୍ବାଚିତ ବିଜେଡି ବିଧାୟକ ଦଳଙ୍କ ବୈଠକ। ବିଜେଡି କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଗଲା । ପ୍ରଥମେ…

5 years ago

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି, ଲଗାତାର ଦ୍ୱିତୀୟ ଥର ସମ୍ଭାଳିବେ ଦାୟିତ୍ୱ

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଲଗାତାର ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ…

5 years ago