Below header
Browsing Category

ନିର୍ବାଚନ ୨୦୧୯

ଦଳ ବଦଳାଇ କିଏ ପାଇଲେ ଫାଇଦା, କାହାର ହେଲା ଘାଟା ?

ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଥିଲା ଦଳ ଡିଆଁ ପର୍ବ। ଅନ୍ୟ ରାଜନୈତିକ ଦଳରୁ ଆସି ଅନେକ ଟିକେଟ ନେଇଥିଲେ। ସେହିପରି କାହାକୁ ଟିକେଟ ନମିଳିବାରୁ କିଏ ଦଳ ସହ ସମ୍ପର୍କ କାଟିବା ଘଟଣା ନଜରକୁ ଆସିଥିଲା। ଏମାନଙ୍କ ଭିତରୁ କିଛି ଜିତିଲେ କିଛି ପରାଜିତ ହେଲେ। ନଜର ପକାନ୍ତୁ ଦଳ ବଦଳ…

କାହିଁକି ଏତେ ବଡ଼ ବିପର୍ଯ୍ୟୟର ସାମ୍ନା କଲା କଂଗ୍ରେସ ? ଆଜି ହେଉଛି ମାନସ ମନ୍ଥନ

କେନ୍ୟୁଜ୍ : ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ମାନସମନ୍ଥନ ଆରମ୍ଭ। ନୂଆଦିଲ୍ଲୀରେ ଏନେଇ ଚର୍ଚ୍ଚା ପାଇଁ ଦଳର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି

କେନ୍ୟୁଜ୍ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫାପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବାକୁ ମୋଦିଙ୍କୁ କହିଛନ୍ତି ରାମନାଥ । ରାଷ୍ଟ୍ରପତି ଭବନରେ…

ହାର୍‌ଜିତରେ ରାଜାରାଣୀ ଓ ରାଜଜେମା

ଚଳିତ ନିର୍ବାଚନରେ ରାଜ ପରିବାରକୁ ଜୋରଦାର ଝଟକା ଲାଗିଛି। ଓଡ଼ିଶା ରାଜନୀତିରେ ସବୁବେଳେ ପ୍ରଭାବ ରଖୁଥିବା ରାଜ ପରିବାର ଲୋକପ୍ରତିନିଧିଙ୍କଠାରୁ ଏଥର ମୁହଁ ଫେରାଇ ନେଇଛନ୍ତି ସାଧାରଣ ଭୋଟର। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ରାଜ ପରିବାର ସଦସ୍ୟ ନିର୍ବାଚଣ ରଣାଙ୍ଗନାକୁ…

କର୍ଣ୍ଣାଟକ ରାଜନୀତି ଏବେ ସରଗରମ, ବିଜେପି ୨୫ଟି ସଂସଦୀୟ କ୍ଷେତ୍ରରେ ଜିତିବା ପରେ ପୁଣି ସରକାର କରିବାକୁ ଦୃଢ଼ୋକ୍ତି

ବେଙ୍ଗାଲୁରୁ (କେ ନ୍ୟୁଜ୍‌) :  ଚଳିତ ସାଧାରଣ ନିର୍ବାଚନରେ କର୍ଣ୍ଣାଟକ ରାଜ୍ୟରେ ବାଜିମାତ କରିଛି ବିଜେପି । କର୍ଣ୍ଣାଟକରେ ସଂସଦୀୟ କ୍ଷେତ୍ରରେ ମୋଟ ୨୮ଟି ଆସନ ଥିବା ବେଳେ ବିଜେପି ୨୫ଟିରେ ବାଜିମାତ୍‌ କରିଛି । କଂଗ୍ରେସ ଗୋଟିଏ ଓ ଜେଡିଏସ୍ ଗୋଟିଟି ଆସନ ଜିତିଥିବା ବେଳେ ସ୍ୱାଧୀନରୁ ଜଣେ…

କନ୍ଧମାଳରେ ବିଜେଡିର କ୍ଲିନ୍‌ ସୁଇପ୍‌, ପୋଛି ନେଲା ଲୋକସଭା ସହ ସମସ୍ତ ୭ଟି ଯାକ ବିଧାନସଭା ଆସନ

କନ୍ଧମାଳ ରାଜନୀତିରେ ବିଜେଡିର ବିପୁଳ ବିଜୟ । ପ୍ରତ୍ୟକ୍ଷ ରାଜନୀତିରେ ଡେବ୍ୟୁ କରି ଲୋକସଭା ଆସନରେ ବାଜିମାତ କରିଛନ୍ତି ସମାଜସେବୀ ତଥା ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତ। ଖୁବ ଭଲ ବ୍ୟବଧାନରେ ବି ଜିତିଛନ୍ତି। ୧ ଲକ୍ଷ ୪୯ ହଜାର ୨୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଖାରବେଳ…

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କ’ଣ ରହିବ…

ଓଡ଼ିଶା ରାଜନୀତିରେ ରେକର୍ଡ । ଲଗାତାର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆ ସରକାର ସହ ମନ୍ତ୍ରିମଣ୍ଡଳ ବି ଶପଥ ନେବ। ନବୀନଙ୍କ କ୍ୟାବିନେଟ୍‌ରେ କାହାକୁ ମିଳିବ ସ୍ଥାନ ଆରମ୍ଭ ହୋଇଛି ଅଙ୍କକଷା। କୁହାଯାଉଛି, ଏଥର ଭେଟରାନଙ୍କ ସହ…

ଫେଲ୍‌ ମାରିଲା ବିଜେପିର ୧୨୦ ପ୍ଲସ ମିଶନ, ୨୩ ଆସନରେ ଦଳ ସୀମିତ

ବିଜେପିର ମିଶନ ୧୨୦ ପ୍ଲସ ଫେଲ । ଏଥର ନିର୍ବାଚନରେ ୧୪୬ଟି ବିଧାନସଭା ଆସନରୁ ମାତ୍ର ୨୩ଟିରେ ବିଜୟୀ ହୋଇ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । ସେଭିତରୁ କେବଳ ଗୋଟିଏ ଆସନ ମାଲକାନଗିରିରେ ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢ଼ୀ ୨୫ ହଜାର ୫୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ୧୫ ହଜାରରୁ ୨୦ହଜାର…

ଢିଲା ହେଉଛି ହାତମୁଠା, ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଓଡ଼ିଶାରେ ଧରାଶାୟୀ

ରାଜ୍ୟରେ ଖସୁଛି କଂଗ୍ରେସ । ଏଥର ନିର୍ବାଚନରେ କଂଗ୍ରେସ ଖାତାରେ ପଡ଼ିଛି ମାତ୍ର ୯ଟି ବିଧାନସଭା ସିଟ୍‌ । ୨୦୧୪ରେ ଜିତିଥିବା ୧୬ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ପରାଜୟର ମୁହଁ ଦେଖିଛନ୍ତି। କେବଳ ବଲାଙ୍ଗିରରେ ନରସିଂହ ମିଶ୍ର ଓ ଜୟପୁରରେ ତାରାପ୍ରସାଦ ବାହିନୀପତି ଜିତିଛନ୍ତି। ସାନଖେମୁଣ୍ଡିକୁ…

୪ ଥର ଶାସନରେ ରହିବା ପରେ ପଞ୍ଚମ ଥର ପାଇଁ ନବୀନଙ୍କୁ ମିଳିଛି ଗୁରୁ ଦାୟିତ୍ୱ : ଏଥର କିନ୍ତୁ ବିଜୟ ପଥ ନଥିଲା ଏତେ ସହଜ

ଲେଖକରୁ ରାଜନେତା । ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିରେ ପାଦ ରଖିଥିଲେ ନବୀନ ପଟ୍ଟନାୟକ। ସେତେବେଳେ କେହି ବି ଭାବି ନଥିଲେ ନବୀନ ଏତେ ଲମ୍ବା ଇନିଂସ ଖେଳିବେ । କୁହାଗଲା, ରାଜନୀତିରେ ନବୀନଙ୍କ କ୍ୟାରିୟର ସ୍ୱଳ୍ପ ସମୟ ପାଇଁ । କିନ୍ତୁ ସେ ନୂଆ ଦଳ ଗଢିଲେ । ୨୦୦୦ ମସିହାରେ…

ଗଠନ ହେବ ନୂଆ ସରକାର, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି…

କନ୍ଧମାଳ ଲୋକସଭାରେ ଡକ୍ଟର ଅଚ୍ୟୁତ ସାମନ୍ତ ବିପୁଳ ଭୋଟରେ ବିଜୟୀ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି । ଏହା ପରେ ଆଜି ସେ ଫୁଲବାଣୀ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହା ସହ ଦଳୀୟ କର୍ମକର୍ତ୍ତା ଓ ସହରର…