Below header
Browsing Category

ନିର୍ବାଚନ ୨୦୧୯

ନବୀନଙ୍କ ଶପଥ ସମାରୋହ ପାଇଁ କସରତ, ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌

ଭୁବନେଶ୍ୱର : ନବୀନଙ୍କ ଶପଥ ସମାରୋହ ପାଇଁ କସରତ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତ ହେଉଛି ଅଭିଷକ ହଲ୍‌। ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମନାରେ ଶପଥ ନେବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ପଞ୍ଚମ ଥର ରାଜ୍ୟ ଭାର ସମ୍ଭାଳିବେ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ଉତ୍ସବରେ…

ଯାଜପୁର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜେଡି

ଯାଜପୁର ଟାଉନ : ସରିଲା ନିର୍ବାଚନ ଏବେ ଆତ୍ମସମୀକ୍ଷାର ବେଳ । ଯାଜପୁର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରିଛି ବିଜେଡି । ଜିଲ୍ଲା ସଭାପତି ସରୋଜ ମହାପାତ୍ର ଆଜି ଦଶରଥପୁର ବ୍ଲକ ବିଜେଡି ସଭାପତି ସୁବାସ ଚନ୍ଦ୍ର…

ଗୁଜବରୁ କ୍ଷାନ୍ତ ରୁହନ୍ତୁ, ରାହୁଲଙ୍କ ଇସ୍ତଫା ପ୍ରସଙ୍ଗରେ ଏଆଇସିସିର ସ୍ପଷ୍ଟୀକରଣ

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ନେଇ ଗୁଜବ ଥମିବାରେ ଲାଗୁ ନାହିଁ । ଏହାକୁ ନେଇ ଏଆଇସିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସିଡବ୍ଲୁସିର ରୁଦ୍ଧଦ୍ୱାର ବୈଠକ ବସିଥିଲା । ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତାହା ସାର୍ବଜନୀନ କରାଯାଇଛି। ଏହା ସତ୍ୱେ ଇସ୍ତଫା ଗୁଜବ ଠିକ୍‌…

ନବୀନଙ୍କ ଶପଥ ଗ୍ରହଣକୁ ନେଇ ପ୍ରସ୍ତୁତି ଜୋରଦାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବହୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ପଞ୍ଚମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ଜୋରସୋରରେ ଚାଲିଛି । ଶପଥ ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…

ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି ବିଜେପି, କେନ୍ଦ୍ରମନ୍ତ୍ରୀ ହେବା ରେସରେ ଆଗରେ ଜୁଏଲ ଓରାମ ଓ…

କେନ୍ୟୁଜ୍ : ବିଜେପି ଓଡିଶାରେ ୮ଟି ଲୋକସଭା କ୍ଷେତ୍ରରେ ବିଜୟୀ ହୋଇଛି । ୩୦ତାରିଖରେ କେନ୍ଦ୍ରରେ ମୋଦି ସରକାର ଗଠନ ହେବ । ଓଡିଶାକୁ ଏହି ସରକାରରେ କେତେ ଗୁରୁତ୍ୱ ମିଳିବ । କେତେ ଜଣ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୋଟା ମୋଟି ଭାବେ କିଏ କେନ୍ଦ୍ର…

କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ଓ ୮ ସାଂସଦ? ଖୋଜାଚାଲିଛି ଚଳିତ ନିର୍ବାଚନରେ ପରାଜୟର କାରଣ

ଭୁବନେଶ୍ବର(କେନ୍ୟୁଜ୍) : ପରାଜୟର ପୋଷ୍ଟମର୍ଟମ। କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ପ୍ରାର୍ଥୀ ଓ ୯ ଲୋକସଭା ପ୍ରାର୍ଥୀ? ଏହା ପଛର କାରଣ କଣ ହୋଇପାରେ। ଫଳାଫଳ ପରେ ଏବେ ଚାଲିଛି କାରଣ ଖୋଜା। ପରାଜିତ ନେତାଙ୍କୁ ଭେଟୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେମାନଙ୍କ ସହ ଆଲୋଚନା…

ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା…

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ପ୍ରଥମ ଥର ରାଜଭବନ ବାହାରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଛି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୯ ତାରିଖ ସକାଳ ସାଢ଼େ ୧୦ଟାରେ ଶପଥ…

ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କଣ ରହିବ ମାପକାଠି ?

ଆସନ୍ତା ୨୯ରେ ଶପଥ ନେବେ ନବୀନ। ତାଙ୍କ ସାଙ୍ଗରେ କିଏ କିଏ ମନ୍ତ୍ରୀପଦ ଭାବେ ନେବେ ଶପଥ। କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ଲାଗି ରହିଛି କଳ୍ପନା ଜଳ୍ପନା। ଏଥର ଭେଟରାନଙ୍କ ସହ କିଛି ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ଦଳ ପ୍ରତି ଆନୁଗତ୍ୟ ଓ ନିର୍ବାଚନରେ ପ୍ରଭାବୀ…

ବିଜେଡି ବିଧାୟକ ଦଳର ନେତା ଭାବେ ବାଛିଥିବାରୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ନେବେ ଶପଥ

ଭୁବନେଶ୍ବର : ନବ ନିର୍ବାଚିତ ବିଜେଡି ବିଧାୟକ ଦଳଙ୍କ ବୈଠକ। ବିଜେଡି କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଗଲା । ପ୍ରଥମେ ବିକ୍ରମ ଆରୁଖ ନବୀନଙ୍କ ନାଁ ପ୍ରସ୍ତାବ କରିଥିଲେ । ୯ ବିଧାୟିକା ନବୀନଙ୍କ ନାଁକୁ ସମର୍ଥନ କରିଥିଲେ। ଏହାପରେ ଅନ୍ୟ ସମସ୍ତ…

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି, ଲଗାତାର ଦ୍ୱିତୀୟ ଥର ସମ୍ଭାଳିବେ ଦାୟିତ୍ୱ

୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଲଗାତାର ଦ୍ୱିତୀୟ ଥର ଦାୟିତ୍ୱ ସମ୍ଭାଳିବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ପଦ ଓ…

ନବୀନ ପଟ୍ଟନାୟକ ବିଧାୟକ ଦଳ ନେତା ନିର୍ବାଚିତ, ୨୯ରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳୀୟ କାର‌୍ୟ୍ୟାଳୟରେ ବସିଥିବା ବିଧାୟକ ଦଳ ବୈଠକରେ ନବୀନଙ୍କ ନାଁକୁ ସମର୍ଥନ କରାଯାଇଛି। ବିଧାୟକ ବିକ୍ରମ ଆରୁଖ ନବୀନଙ୍କ ନାଁକୁ ପ୍ରସ୍ତାବ ରଖିବା ପରେ ଏହାକୁ ସମସ୍ତ ମହିଳା ବିଧାୟିକା ସମର୍ଥନ କରିଥିଲେ। ପରେ…

ଆଜି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ, ନବୀନ ନିବାସରେ ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ

ଆଜି ବସୁଛି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ । ଦିନ ୧୦ଟା ୩୦ରେ ନବୀନ ନିବାସରେ ଦଳର ନବ ନିର୍ବାଚିତ ଲୋକସଭା ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ । ଭର୍ତ୍ତୃହରି ମହତାବଙ୍କୁ ଲୋକସଭା ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇପାରେ । ସେହିପରି ପିନାକୀ ମିଶ୍ରଙ୍କୁ ଚିଫ୍‌ ହ୍ଵିପ୍‌…