Browsing Category

ନିର୍ବାଚନ ୨୦୧୯

ନବୀନଙ୍କ ପଞ୍ଚମ ଇନିଂସ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

କେନ୍ୟୁଜ୍ : ଓଡ଼ିଶା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ୨୦୧୯ ମେ ୨୯ ତାରିଖ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଥମ କାର୍ଯ୍ୟକାଳ ଥିଲା ୨୦୦୦ ମସିହାରୁ ୨୦୦୪। ସେତେବେଳେ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନ ଶପଥ ପାଠ…

ନବୀନଙ୍କ ନୂଆ ଟିମ୍, ବିଧାନସଭାର ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ। ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥରକୁ ମିଶାଇ ସପ୍ତମ ଥର ପାଇଁ ବିଧାୟକ ଭାବେ ଜିତିଛନ୍ତି । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ…

ନବୀନଙ୍କ ନୂଆ ଟିମରେ ୯ ନୂଆ ଚେହେରା, ଜାଣନ୍ତୁ କିଏ ପାଇଲେ ମନ୍ତ୍ରିମଣ୍ଡଳରେ ସ୍ଥାନ

ଭୁବନେଶ୍ବର : ପ୍ରଥମ ଥର ନବୀନଙ୍କ କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି ୯ ଜଣ ବିଧାୟକ। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ହେବେ ମନ୍ତ୍ରୀ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ଦାଶ, ଟିଟିଲାଗଡ଼ ବିଧାୟିକା ଟୁକୁନି…

ନବୀନଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ଗୁରୁତ୍ୱ

ଭୁବନେଶ୍ବର : ନବୀନଙ୍କ ନୂଆ ଟିମ୍‌ । ପୁରୁଣା ଓ ନୂଆ ଚେହେରାଙ୍କୁ ନବୀନ ତାଙ୍କ ପଞ୍ଚମ ପାଳି କ୍ୟାବିନେଟରେ ସାମିଲ କରିବାକୁ ଯାଉଛନ୍ତି। ମନ୍ତ୍ରୀ ହେବେ ଭଟଲି ବିଧାୟକ ସୁଶାନ୍ତ ସିଂ। ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ମନ୍ତ୍ରୀ ଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସଂସ୍କୃତି ମନ୍ତ୍ରୀ…

ଖାଲି ହେବାକୁ ଯାଉଛି ଓଡ଼ିଶାର ୪ ରାଜ୍ୟସଭା ଆସନ, ସେମାନଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ ଓ କେତେ ଦିନ ରହିବ…

ଏଥର ନିର୍ବାଚନ ଲଢୁଥିଲେ ୬ ରାଜ୍ୟସଭା ସଦସ୍ୟ। କନ୍ଧମାଳ ଲୋକସଭା ପାଇଁ ଡ଼. ଅଚ୍ୟୁତ ସାମନ୍ତ, କେନ୍ଦ୍ରାପଡ଼ା ଲୋକସଭା ପାଇଁ ଅନୁଭବ ମହାନ୍ତି, ବରଗଡ଼ ଲୋକସଭା ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ଆଳି ବିଧାନସଭା ପାଇଁ ପ୍ରତାପ ଦେବ, ଖଣ୍ଡପଡା ବିଧାନସଭା ପାଇଁ ସୌମ୍ୟରଂଜନ ପଟ୍ଟନାୟକ ଓ ବାରିପଦା ବିଧାନସଭା…

୨୦୧୪ଠୁ ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ, ତଥାପି ଏହା ୧୪.୬ ପ୍ରତିଶତରେ ସୀମିତ

ଏଥର ଲୋକସଭାରେ ଓଡ଼ିଶାର ୨୧ ସାଂସଦଙ୍କ ମଧ୍ୟରୁ ୭ ମହିଳା। ଅର୍ଥାତ ପ୍ରତିଶତ ହିସାବରେ ଓଡ଼ିଶା ଆସନ ସଂଖ୍ୟାର ୩୩ ପ୍ରତିଶତ ମହିଳା, ଲୋକସଭାକୁ ଯାଇଛନ୍ତି। ବିଜେଡିର ୫ ଓ ବିଜେପିର ୨। ବିଜେଡିରୁ ସବୁଠାରୁ ବୟସ୍କା ପ୍ରମିଳା ବିଷୋୟୀ, ଆଉ ସବୁଠାରୁ କନିଷ୍ଠା ଚନ୍ଦ୍ରାଣି ମୁର୍ମୁ। ଚନ୍ଦ୍ରାଣୀ…

ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ, ସୁରକ୍ଷା ପାଇଁ ନିୟୋଜିତ ହେବେ ୨୫ ପ୍ଲାଟୁନ ପୋଲିସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା, ଟ୍ରାଫିକ୍‌ ଓ ପାର୍କିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ମୁତୟନ ହେବେ ୨୫ ପ୍ଲାଟୁନ୍‌ ଫୋର୍ସ, ସାଦା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗସ୍କ୍ଵାଡ । ଶପଥ ଗ୍ରହଣ ସମାରୋହ ସ୍ଥଳରେ…

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧି, ମନାଇବାରେ ଲାଗିଛନ୍ତି ନେତୃବୃନ୍ଦ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ସଙ୍କଟ ଜାରି। କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି। ସେପଟେ ନିଜ ନିଷ୍ପତ୍ତିରୁ ଓହରିବାକୁ ତାଙ୍କୁ ବୁଝେଇବାକୁ ବରିଷ୍ଠ ନେତାମାନେ ଉଦ୍ୟମ ଚଳାଇଛନ୍ତି। ଦଳ ମହାସଚିବ…

ଆସନ୍ତାକାଲି ନବୀନଙ୍କ ଶପଥ ସମାରୋହ, ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ। ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ତା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ।…

ଅମିତ ଶାହଙ୍କୁ ମିଳିପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କିଏ ହେବେ ପରବର୍ତ୍ତୀ ବିଜେପି…

କେନ୍ୟୁଜ୍ :  ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଧର୍ମେନ୍ଦ୍ର ପ୍ରଧାନ ଓ ଜେ. ପି ନଡ୍ଡାଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ର ମନ୍ତ୍ରୀ ହୋଇପାରନ୍ତି । ସୂଚନା ଅନୁସାରେ ଅମିତ…

ହିଞ୍ଜିଳି ନା ବିଜେପୁର, କେଉଁ ଆସନ ଛାଡିବେ ନବୀନ : ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର, କହିଲେ ହୋଇନି…

କେନ୍ୟୁଜ୍ : ହିଞ୍ଜିଳି ଓ ବିଜେପୁର ଆସନରୁ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଏହି ଦୁଇ ଆସନରୁ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାକ୍ଷାତକାର ଦେଇ କହିଛନ୍ତି, କେଉଁ ଆସନ…

ମୋଦି କ୍ୟାବିନେଟରେ ଓଡ଼ିଶାରୁ କାହାକୁ ଓ କେତେ ଜଣଙ୍କୁ ମିଳିବ ସ୍ଥାନ : ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜୁଏଲ୍‌ ଏବଂ ସୁରେଶ…

ଆସନ୍ତା ୩୦ ତାରିଖରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ଓଡ଼ିଶାରୁ କେତେ ରହିବେ। ଅଧିକ ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ସୁରେଶ ପୂଜାରୀ । ଏହାରି ଭିତରେ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଉଠୁଛି। ପ୍ରତାପଙ୍କର ଆରଏସ୍‌ଏସ୍‌ ସମର୍ଥନ ଥିବା ଚର୍ଚ୍ଚା…