ନବୀନଙ୍କ ନୂଆ ଟିମରେ ୯ ନୂଆ ଚେହେରା, ଜାଣନ୍ତୁ କିଏ ପାଇଲେ ମନ୍ତ୍ରିମଣ୍ଡଳରେ ସ୍ଥାନ

ଭୁବନେଶ୍ବର : ପ୍ରଥମ ଥର ନବୀନଙ୍କ କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି ୯ ଜଣ ବିଧାୟକ। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ହେବେ ମନ୍ତ୍ରୀ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ଦାଶ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଷମକଟକ ବିଧାୟକ ଜଗନ୍ନଥ ସାରକା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ ମଧ୍ୟ ପ୍ରଥମ ଥର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.