ରାଜସ୍ଥାନ ରାଜନୀତିରେ ହଲଚଲ, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ କିରୋଡୀ ଲାଲ ମୀଣା
ରାଜସ୍ଥାନ ରାଜ୍ୟ ଗ୍ରାମ୍ୟ ବିକାଶ ଓ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିରୋଡ଼ୀ ଲାଲ ମୀଣା । ଶ୍ରୀ ମୀଣା ୧୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ନେତାମାନେ ଲଗାତର ଭାବେ ଶ୍ରୀ ମୀଣାଙ୍କ ଇସ୍ତଫା ଦାବି କରି ଆସୁଥିଲେ । ତେଣୁ…