Browsing Tag

Loksabha election

ନବୀନଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ଗୁରୁତ୍ୱ

ଭୁବନେଶ୍ବର : ନବୀନଙ୍କ ନୂଆ ଟିମ୍‌ । ପୁରୁଣା ଓ ନୂଆ ଚେହେରାଙ୍କୁ ନବୀନ ତାଙ୍କ ପଞ୍ଚମ ପାଳି କ୍ୟାବିନେଟରେ ସାମିଲ କରିବାକୁ ଯାଉଛନ୍ତି। ମନ୍ତ୍ରୀ ହେବେ ଭଟଲି ବିଧାୟକ ସୁଶାନ୍ତ ସିଂ। ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ମନ୍ତ୍ରୀ ଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସଂସ୍କୃତି ମନ୍ତ୍ରୀ…

୨୦୧୪ଠୁ ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ, ତଥାପି ଏହା ୧୪.୬ ପ୍ରତିଶତରେ ସୀମିତ

ଏଥର ଲୋକସଭାରେ ଓଡ଼ିଶାର ୨୧ ସାଂସଦଙ୍କ ମଧ୍ୟରୁ ୭ ମହିଳା। ଅର୍ଥାତ ପ୍ରତିଶତ ହିସାବରେ ଓଡ଼ିଶା ଆସନ ସଂଖ୍ୟାର ୩୩ ପ୍ରତିଶତ ମହିଳା, ଲୋକସଭାକୁ ଯାଇଛନ୍ତି। ବିଜେଡିର ୫ ଓ ବିଜେପିର ୨। ବିଜେଡିରୁ ସବୁଠାରୁ ବୟସ୍କା ପ୍ରମିଳା ବିଷୋୟୀ, ଆଉ ସବୁଠାରୁ କନିଷ୍ଠା ଚନ୍ଦ୍ରାଣି ମୁର୍ମୁ। ଚନ୍ଦ୍ରାଣୀ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ତାପୂର୍ବରୁ ସେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ପୁରୀ ଯାଇଥିଲେ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ।…

ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା…

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ପ୍ରଥମ ଥର ରାଜଭବନ ବାହାରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଛି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୯ ତାରିଖ ସକାଳ ସାଢ଼େ ୧୦ଟାରେ ଶପଥ…

୪ ଥର ଶାସନରେ ରହିବା ପରେ ପଞ୍ଚମ ଥର ପାଇଁ ନବୀନଙ୍କୁ ମିଳିଛି ଗୁରୁ ଦାୟିତ୍ୱ : ଏଥର କିନ୍ତୁ ବିଜୟ ପଥ ନଥିଲା ଏତେ ସହଜ

ଲେଖକରୁ ରାଜନେତା । ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିରେ ପାଦ ରଖିଥିଲେ ନବୀନ ପଟ୍ଟନାୟକ। ସେତେବେଳେ କେହି ବି ଭାବି ନଥିଲେ ନବୀନ ଏତେ ଲମ୍ବା ଇନିଂସ ଖେଳିବେ । କୁହାଗଲା, ରାଜନୀତିରେ ନବୀନଙ୍କ କ୍ୟାରିୟର ସ୍ୱଳ୍ପ ସମୟ ପାଇଁ । କିନ୍ତୁ ସେ ନୂଆ ଦଳ ଗଢିଲେ । ୨୦୦୦ ମସିହାରେ…

କାହାର ହାର, କାହାର ସରକାର ? ଦେଖନ୍ତୁ କିଏ ମାରିଲା ବାଜି ଆଉ କାହାର ହେଲା ପରାଜୟ

ନିର୍ବାଚନ ଫଳାଫଳ ପାଇଁ ମତଗଣନା ଜୋରସୋରରେ ଚାଲିଛି । କିନ୍ତୁ ରାଜ୍ୟରେ ପୁଣି ଶଙ୍ଖନାଦ ଶୁଭିଛ । ବିଜେଡି ସରକାର କରିବା ନିଶ୍ଚିତ ହୋଇଛି । ତେବେ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ହାରିଛନ୍ତି ନିରଞ୍ଜନ । ହିଞ୍ଜିଳି ଏବଂ ବିଜେପୁର : ନବୀନ ପଟ୍ଟନାୟକ ଖଣ୍ଡପଡା : ସୌମ୍ୟରଞ୍ଜନ…

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି, ପଶ୍ଚିମବଙ୍ଗରେ ମୋଦି ସୁନାମୀ

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ଜୋରଦାର ହମଲା କରିଛି ବିଜେପି । ମମତାଙ୍କ ଟିଏମସି ଏବଂ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ବିଜେପି ୧୯ଟି ଆସନରେ ଆଗକୁ ଚାଲିଥିବା ବେଳେ ଟିଏମସି ୨୨ଟି ଆସନରେ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନ ହାସଲ କରିଛି । ଆସନସୋଲରୁ…

ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ, ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ

ନବରଙ୍ଗପୁର : ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ…

ଗଣତିର ପୂର୍ବରୁ ଜୋର ଧରିଲା ଇଭିଏମ୍‌ ବିବାଦ : ବିରୋଧୀଙ୍କ ଦାବି, ଗଣତି ଆରମ୍ଭରୁ ୫ ଇଭିଏମ୍‌ ସହ ଭିଭିପାଟ୍‌ ଟାଲି

ଭୋଟ ଗଣତି ବେଳେ ପ୍ରତି ବିଧାନସଭା କ୍ଷେତ୍ରର ୫ଟି ବୁଥ୍‌ର ଇଭିଏମ୍‌ ସହ ଭିଭିପାଟ ସ୍ଲିପ୍‌ର ଟାଲି ହେବ। କୌଣସି ସନ୍ଦେହ ଦୂର କରିବାକୁ ଏପରି କରାଯିବ। ଟାଲି ବେଲେ ଯଦି ଇଭିଏମ୍‌ ଭୋଟ ଓ ଭିଭିପାଟ୍‌ ସ୍ଲିପ ମଧ୍ୟ ତାଳମେଳ ନ ରହିଲା, ତେବେ କଣ ହେବ? ଏହାକୁ ନେଇ ନିର୍ବାଚନ କମିଶନ କୌଣସି ସ୍ପଷ୍ଟ…

ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନରେ ପଡ଼ିଲା ଭୋଟ୍‌ ! ଲାଗିଛି ବିଜେପିର ବାଜି, ଚ୍ୟାଲେଞ୍ଜ ଦେଉଛି କଂଗ୍ରେସ

ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଆସନ ପାଇଁ ହେଲା ଭୋଟିଂ। ଏଥିରେ ରହିଛି ରାଜସ୍ଥାନର ୨୫ ଆସନ। ସେଥିରୁ ଆଜି ୧୩ଟି ଆସନ ପାଇଁ ଭୋଟିଂ ହୋଇଛି। ୨୦୧୪ରେ ଏଠାରୁ ବିଜେପି ୨୫ରୁ ୨୫ ଆସନ ଜିତିଥିଲା। କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିଲା ବିଜେପି। ଏଠାକାର ଗଣିତ କହୁଛିି, ଯେଉଁ…

ବୈଜୟନ୍ତଙ୍କ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ଇମ୍ଫା କର୍ମଚାରୀ ଏବଂ ଓଟିଭି, ପ୍ରେସମିଟ୍‌ରେ ଅଭିଯୋଗ ଆଣିଲା ବିଜେଡି

ଖୋଲୁଛି ବୈଜୟନ୍ତଙ୍କ କାରନାମା ଗୁମର । ପୁଣି ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡାରେ ନିଜ ପାଇଁ ନିର୍ବାଚନ ପ୍ରଚାର ପ୍ରସାରରେ ବୈଜୟନ୍ତ ଇମ୍ଫା କର୍ମଚାରୀଙ୍କୁ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି । କଂପାନୀର ନିବେଶକଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ…

ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍: ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନ ପାଇଁ ସେ ନିଜର ପ୍ରାର୍ଥିପତ୍ର ଭରିଛନ୍ତି । ନାମାଙ୍କନ ବେଳେ ଏନ୍‌ଡିଏର ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏହା ସହ ବିଜେପିର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ପୂର୍ବରୁ ମୋଦି ବୁଥ୍‌…