Below header
Browsing Tag

Loksabha election

ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ, ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ

ନବରଙ୍ଗପୁର : ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ…

ଗଣତିର ପୂର୍ବରୁ ଜୋର ଧରିଲା ଇଭିଏମ୍‌ ବିବାଦ : ବିରୋଧୀଙ୍କ ଦାବି, ଗଣତି ଆରମ୍ଭରୁ ୫ ଇଭିଏମ୍‌ ସହ ଭିଭିପାଟ୍‌ ଟାଲି

ଭୋଟ ଗଣତି ବେଳେ ପ୍ରତି ବିଧାନସଭା କ୍ଷେତ୍ରର ୫ଟି ବୁଥ୍‌ର ଇଭିଏମ୍‌ ସହ ଭିଭିପାଟ ସ୍ଲିପ୍‌ର ଟାଲି ହେବ। କୌଣସି ସନ୍ଦେହ ଦୂର କରିବାକୁ ଏପରି କରାଯିବ। ଟାଲି ବେଲେ ଯଦି ଇଭିଏମ୍‌ ଭୋଟ ଓ ଭିଭିପାଟ୍‌ ସ୍ଲିପ ମଧ୍ୟ ତାଳମେଳ ନ ରହିଲା, ତେବେ କଣ ହେବ? ଏହାକୁ ନେଇ ନିର୍ବାଚନ କମିଶନ କୌଣସି ସ୍ପଷ୍ଟ…

ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନରେ ପଡ଼ିଲା ଭୋଟ୍‌ ! ଲାଗିଛି ବିଜେପିର ବାଜି, ଚ୍ୟାଲେଞ୍ଜ ଦେଉଛି କଂଗ୍ରେସ

ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଆସନ ପାଇଁ ହେଲା ଭୋଟିଂ। ଏଥିରେ ରହିଛି ରାଜସ୍ଥାନର ୨୫ ଆସନ। ସେଥିରୁ ଆଜି ୧୩ଟି ଆସନ ପାଇଁ ଭୋଟିଂ ହୋଇଛି। ୨୦୧୪ରେ ଏଠାରୁ ବିଜେପି ୨୫ରୁ ୨୫ ଆସନ ଜିତିଥିଲା। କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିଲା ବିଜେପି। ଏଠାକାର ଗଣିତ କହୁଛିି, ଯେଉଁ…

ବୈଜୟନ୍ତଙ୍କ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି ଇମ୍ଫା କର୍ମଚାରୀ ଏବଂ ଓଟିଭି, ପ୍ରେସମିଟ୍‌ରେ ଅଭିଯୋଗ ଆଣିଲା ବିଜେଡି

ଖୋଲୁଛି ବୈଜୟନ୍ତଙ୍କ କାରନାମା ଗୁମର । ପୁଣି ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡାରେ ନିଜ ପାଇଁ ନିର୍ବାଚନ ପ୍ରଚାର ପ୍ରସାରରେ ବୈଜୟନ୍ତ ଇମ୍ଫା କର୍ମଚାରୀଙ୍କୁ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି । କଂପାନୀର ନିବେଶକଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ…

ବାରାଣସୀ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍: ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନ ପାଇଁ ସେ ନିଜର ପ୍ରାର୍ଥିପତ୍ର ଭରିଛନ୍ତି । ନାମାଙ୍କନ ବେଳେ ଏନ୍‌ଡିଏର ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏହା ସହ ବିଜେପିର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ପୂର୍ବରୁ ମୋଦି ବୁଥ୍‌…

ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ କେଉଁଠି ? ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ଖୋଜୁଛି ପୋଲିସ

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାର ଦୁଇ ଅଭିଯୁକ୍ତ ମାନସ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏମାନଙ୍କୁ ବାନ୍ଧିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ ଓ ୬ ରାଉଣ୍ଡ ଗୁଳି। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କ୍ୟାମ୍ପେନ ପାଇଁ ହାତରେ ଆଉ ୨ ଦିନ : ସଭା, ଶୋଭାଯାତ୍ରା ଓ ରୋଡ ସୋରେ କମ୍ପୁଛି ଚାରିଆଡ଼

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର। ୬ଟି ଲୋକସଭା ଆସନ ଓ ୪୧ଟି ବିଧାନସଭା ଆସନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ନିର୍ବାଚନ ପ୍ରଚାରରେ ଓହ୍ଲାଇଛନ୍ତି ଦଳର ହେଭିୱେଟ ନେତା । ବଡ଼ଚଣା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ମାରାଥନ…

କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ବନାମ ମୁଖ୍ୟମନ୍ତ୍ରୀ, ପଢନ୍ତୁ କିଏ କାହାକୁ କେମିତି କଲା ସମାଲୋଚନା

କେନ୍ଦ୍ରପଡ଼ା : ଓଡ଼ିଶା ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ରପଡ଼ା ସଭାରେ ପ୍ରଥମ ଥର ନାଁ ନେଇ ନବୀନଙ୍କୁ କଲେ ଟାର୍ଗେଟ। ଏଥର ବିଜେଡି ସରକାର ହଟିବା ନିଶ୍ଚିତ। ମୋଦି କହିଥିଲେ, ପୂର୍ବ ୨ ପର୍ଯ୍ୟାୟରେ ନବୀନ ବାବୁଙ୍କୁ ସମାଲୋଚନା…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀ : ଗଣତନ୍ତ୍ରର ମହାପର୍ବ ପାଇଁ ମହିଳା ଭୋଟରଙ୍କ…

ଭୁବନେଶ୍ବର : ଗଣତନ୍ତ୍ରର ମହାପର୍ବ ପାଇଁ ବିଭିନ୍ନ ବୁଥରେ ଲାଗିଥିଲା ଲମ୍ବାଲାଇନ । ଉତ୍ସାହର ସହ ମତଦାନ କରିଛନ୍ତି ନେତା, କର୍ମୀ ଓ ଭୋଟର ସଭିଏଁ । ଭୋଟ୍‌ ଦେବା ପାଇଁ ଭୁବନେଶ୍ୱର ଏରୋଡ୍ରମ କଲୋନୀ ବୁଥ୍‌ ନମ୍ବର ୧୧୨ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ପାଳି ପଡ଼ିବା ଯାଏ ଲାଇନ୍‌ରେ ଅପେକ୍ଷା…

ତୃତୀୟ ପର୍ଯ୍ୟାୟ ମତଦାନ ପରେ ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌, ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ

ଭୁବନେଶ୍ବର : ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭାରେ ସରିଛି ଭୋଟ୍‌ । ସଂଧ୍ୟା ୫ଟା ୩୦ ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ ୪୩ରୁ ୪୪ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ତେବେ ଭିଭିପାଟ ତ୍ରୁଟି…

ଧୋକା ଦେଇଛନ୍ତି ଭରସା ଭାଙ୍ଗିଛନ୍ତି, ବିଜୁ ବାବୁଙ୍କ ପ୍ରତି ହୋଇଛି ଅପମାନ : ବୈଜୟନ୍ତଙ୍କୁ ଉଚିତ ଜବାବ ଦେବାକୁ…

କେନ୍ଦ୍ରାପ଼ଡା : କେନ୍ଦ୍ରାପ଼ଡା ଆସନ ଲାଗି ପୂରା ଦମ ଲଗାଇଛି ବିଜେଡି। କାରଣ ଏହି ଆସନ ବିଜୁ ବାବୁଙ୍କ ସହ ଜଡ଼ିତ। ଆଜି ମାହାଙ୍ଗା ଓ ସାଲେପୁରରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ସାଲେପୁରରେ ନବୀନ ନାଁ ନନେଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଉପରେ ପ୍ରବଳ ବର୍ଷିଥିଲେ। କହିଥିଲେ…

ଦ୍ୱିତୀୟ ପର୍ଯ୍ୟାୟରେ ରୋଚକ ପ୍ରତିଦ୍ୱନ୍ଦ୍ୱିତା, ବଲାଙ୍ଗୀର ରାଜପରିବାରର ଭାଇ-ଭାଇ, ପତି-ପତ୍ନୀ, ବାପା-ପୁଅଙ୍କ ଭାଗ୍ୟ…

ଭୁବନେଶ୍ବର : ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇଟି ଯାକ ବିଧାନସଭା ଆସନ ହିଞ୍ଜିଳି ଓ ବିଜେପୁରରେ ହୋଇଛି ମତଦାନ । ଏବେ ଫଳାଫଳ ଉପରେ ନଜର । ସେହିପରି ବହୁଚର୍ଚ୍ଚିତ ଲୋକସଭା ଆସନ ମଧ୍ୟରେ ରହିଛି ଆସିକା । ଏଠାରୁ ବିଜେଡିର ପ୍ରମିଳା ବିଷୋୟୀ,…