Below header

କାହାର ହାର, କାହାର ସରକାର ? ଦେଖନ୍ତୁ କିଏ ମାରିଲା ବାଜି ଆଉ କାହାର ହେଲା ପରାଜୟ

ନିର୍ବାଚନ ଫଳାଫଳ ପାଇଁ ମତଗଣନା ଜୋରସୋରରେ ଚାଲିଛି । କିନ୍ତୁ ରାଜ୍ୟରେ ପୁଣି ଶଙ୍ଖନାଦ ଶୁଭିଛ । ବିଜେଡି ସରକାର କରିବା ନିଶ୍ଚିତ ହୋଇଛି । ତେବେ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀରୁ ହାରିଛନ୍ତି ନିରଞ୍ଜନ ।

ହିଞ୍ଜିଳି ଏବଂ ବିଜେପୁର : ନବୀନ ପଟ୍ଟନାୟକ

ଖଣ୍ଡପଡା : ସୌମ୍ୟରଞ୍ଜନ ପଟ୍ଟନାୟକ

ବଡ଼ଚଣା : ଅମର ଶତପଥୀ

ଚମ୍ପୁଆ : ମୀନାକ୍ଷୀ ମହାନ୍ତ

ନବରଙ୍ଗପୁର : ସଦାଶିବ ପ୍ରଧାନୀ

ଘଷିପୁରା : ବଦ୍ରି ପାତ୍ର

ଚିଲିକା :  ପ୍ରଶାନ୍ତ ଜଗଦ୍ଦେବ

ଝାରସୁଗୁଡା : ନବ ଦାସ

ଗୁଣୁପୁର : ରଘୁନାଥ ଗମାଙ୍ଗ

କୋରେଇରେ : ଆଶୋକ ବଳ

ନିମାପଡାରେ : ସମୀର ରଞ୍ଜନ ଦାସ

ବାଲିଗୁଡାରେ : ଚନ୍ଦ୍ରମଣି କହଁର ବିଜୟୀ

ବାଙ୍ଗିରିପୋଷି : ସୁଦାମ ମାରାଣ୍ଡି

ଫୁଲବାଣୀରେ : ଅଙ୍ଗଦ କହଁର

ଖଲ୍ଲିଖୋଟ : ସୂର‌୍ୟ୍ୟମଣି ବୈଦ୍ୟ

କୋରାପୁଟରେ : ରଘୁରାମ ପଢାଲ

ଭଦ୍ରକ : ସଞ୍ଜୀବ ମଲ୍ଲିକ

ଆନନ୍ଦପୁର : ଭାଗୀରଥି ସେଠି

ସୁକିନ୍ଦା : ପ୍ରୀତି ରଞ୍ଜନ ଘଡାଇ

ମାହାଙ୍ଗା : ପ୍ରତାପ ଜେନା

ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ବାକା

ଯାଜପୁର : ପ୍ରଣବ ପ୍ରକାଶ ଦାସ

ବରଗଡ : ଦେବେଶ ଆଚାର୍ଯ୍ୟ

ପାରାଦୀପ : ସମ୍ବିତ ରାଉତରାୟ

ପିପିଲି : ପ୍ରଦୀପ ମହାରାଥୀ

କାକଟପୁର : ତୁଷାରକାନ୍ତି ବେହେରା

ପୋଲସରା : ଶ୍ରୀକାନ୍ତ ସାହୁ

କବିସୂର‌୍ୟ୍ୟନଗର : ଲତିକା ପ୍ରଧାନ

ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି

ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ

ବୀରମହାରାଜପୁର : ପଦ୍ମନାଭ ବେହେରା

ବାଲିକୁଦା – ଏରସମା : ରଘୁନନ୍ଦନ ଦାସ

ରେଙ୍ଗାଲୀ : ନାଉରୀ ନାୟକ (ବିଜେପି)

ଦେବଗଡ : ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ବିଜେପି)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.