ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ

ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ । ଅମ୍ଳଜାନ ଅଭାବରୁ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ହିମାଳୟରେ ଶିଖରରୁ ପାଦଦେଶକୁ ଓହ୍ଲାଇବା ବେଳେ କଳ୍ପନା ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୮ ହଜାର ଫୁଟ ଉପରେ କଳ୍ପନାଙ୍କ ମରଶରୀର ରହଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୪୯ ବର୍ଷ ବୟସ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.