ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା, ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍ ?

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା । ବାଲିକୁଦା ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କଠାରୁ ପରାଜୟ ହୋଇଛନ୍ତି ଦାମ ରାଉତ । ଅନ୍ୟପଟେ ପାରାଦୀପରେ ବିଜୟ ଶଙ୍ଖ ଫୁଙ୍କିଛନ୍ତି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ।ଦାମ ରାଉତ ୨୦୯୨୯ ଭୋଟ ପାଇଥିବା ବେଳେ ସମ୍ବିତ ପାଇଛନ୍ତି ୬୯୩୪୪ ଭୋଟ ପାଇଛନ୍ତି । ଏହି ବାପ ପୁଅ ଯୋଡିଙ୍କ ଉପରେ ଥିଲା ରାଜ୍ୟବାସୀଙ୍କ ନଜର । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.