ଲୋକସଭା ନିର୍ବାଚନ ୨୦୨୪ : ୫୪୩ ସିଟ୍‌ ପାଇଁ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ

ସାରା ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲ, ଦ୍ୱିତୀୟ ପର୍ଯ୍ୟାୟ ଭୋଟ ୨୬ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ଭୋଟ ୭ ମେ, ଚତୁର୍ଥ ପର୍ଯ୍ୟାୟ ଭୋଟ ୧୩ ମେ, ପଞ୍ଚମ ପର୍ଯ୍ୟାୟ ଭୋଟ ୨୦ ମେ, ଷଷ୍ଠ ପର୍ଯ୍ୟାୟ ଭୋଟ ୨୫ ମେ ଏବଂ ସପ୍ତମ ପର୍ଯ୍ୟାୟ ଭୋଟ ଜୁନ୍‌ ୧ ତାରିଖରେ ହେବ ।

ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ୧୯ ଏପ୍ରିଲରୁ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଜୁନ୍‌ ୪ ତାରିଖରେ ଭୋଟ ଗଣତି ହେବ । ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲ, ଦ୍ୱିତୀୟ ପର୍ଯ୍ୟାୟ ଭୋଟ ୨୬ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ଭୋଟ ୭ ମେ, ଚତୁର୍ଥ ପର୍ଯ୍ୟାୟ ଭୋଟ ୧୩ ମେ, ପଞ୍ଚମ ପର୍ଯ୍ୟାୟ ଭୋଟ ୨୦ ମେ, ଷଷ୍ଠ ପର୍ଯ୍ୟାୟ ଭୋଟ ୨୫ ମେ ଏବଂ ସପ୍ତମ ପର୍ଯ୍ୟାୟ ଭୋଟ ଜୁନ୍‌ ୧ ତାରିଖରେ ହେବ ।

ଲୋକସଭା ପାଇଁ ୫୪୩ ସିଟରେ ଭୋଟ ୭ଟି ପର୍ଯ୍ୟାୟରେ ହେବ । ସାରା ଦେଶରେ ଭୋଟ ଗଣତି ଜୁନ୍‌ ୪ରେ ହେବ । ନିର୍ବାଚନ କମିଶନ ଚଳିତ ନିର୍ବାଚନରୁ ୫୩୭ ଟି ରାଜନୈତିକ ଦଳକୁ ବାହାର କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ସିଟରେ ଭୋଟ ହେବ ।
ଦ୍ୱିତୀୟ ପର୍ଯ୍ୟାୟରେ ୨୬ ଏପି୍ରଲରେ ୧୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର୮୯ ଲୋକସଭା ସିଟରେ ଭୋଟ ହେବ ।
ତୃତୀୟ ପର୍ଯ୍ୟାୟରେ ୭ ମଇରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିକ ଅଞ୍ଚଳର ୯୪ ଲୋକସଭା ସିଟରେ ହେବ ।
ଚତୁର୍ଥ ପର୍ଯ୍ୟାୟରେ ୧୩ ମଇରେ ୧୦ଟି ରାଜ୍ୟର ୯୬ ସିଟରେ ଭୋଟ ହେବ ।
ପଞ୍ଚମ ପର୍ଯ୍ୟାୟରେ ୨୦ ମଇରେ ୮ଟି ରାଜ୍ୟରେ ୪୯ ସିଟରେ ଭୋଟ ହେବ ।
ଷଷ୍ଠ ପର୍ଯ୍ୟାୟରେ ୨୫ ମଇରେ ୭ଟି ରାଜ୍ୟର ୫୭ ଲୋକସଭା ସିଟରେ ଭୋଟ ହେବ ।
ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ୮ଟି ରାଜ୍ୟରେ ୫୭ ଲୋକସଭା ସିଟରେ ଭୋଟ ହେବ ।

ପ୍ରଥମ ପର୍ଯ୍ୟାୟ ଭୋଟ :

ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ଡାମନ ଡ୍ଵି ଦାଦା ନଗର ହାବେଳୀ, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ହରିୟାଣା, ଲକ୍ଷଦ୍ୱୀପ, ମିଜୋରାମ, ଲଦାଖ, ମେଘାଳୟ, ନାଗାଲାଣ୍ଡ, ପଡୁଚେରୀ, ସିକ୍କିମ, ତାମିଲନାଡୁ, ପଞ୍ଜାବ, ତେଲେଙ୍ଗାନା, ଉତ୍ତରାଖଣ୍ଡ ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ :

କର୍ଣ୍ଣାଟକ, ରାଜସ୍ଥାନ, ତ୍ରିପୁରା ଏବଂ ମଣିପୁର

ତୃତୀୟ ପର୍ଯ୍ୟାୟ ଭୋଟ :

ଛତିଶଗଡ, ଆସାମ

ଚତୁର୍ଥ ପର୍ଯ୍ୟାୟ ଭୋଟ :

ଓଡିଶା, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ

ପଞ୍ଚମ ପର୍ଯ୍ୟାୟ ଭୋଟ :

ମହାରାଷ୍ଟ୍ର ଏବଂ ଜମ୍ମୁ କଶ୍ମୀର

ଷଷ୍ଠ ପର୍ଯ୍ୟାୟ ଭୋଟ :

ସପ୍ତମ ପର୍ଯ୍ୟାୟ ଭୋଟ :

ଉତ୍ତରପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.