Below header

ଅମିତ ଶାହଙ୍କୁ ମିଳିପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କିଏ ହେବେ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

କେନ୍ୟୁଜ୍ :  ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଧର୍ମେନ୍ଦ୍ର ପ୍ରଧାନ ଓ ଜେ. ପି ନଡ୍ଡାଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ର ମନ୍ତ୍ରୀ ହୋଇପାରନ୍ତି । ସୂଚନା ଅନୁସାରେ ଅମିତ ଶାହଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟତ୍ୱ ମିଳିପାରେ ।

Dharmendra-Pradhanଗୃହ କିମ୍ବା ଅର୍ଥ ବିଭାଗର ମନ୍ତ୍ରୀ ହୋଇପାରନ୍ତି ଶାହ । ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥ ଥିବାରୁ, ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳନପାରେ । ଅମିତ ଶାହ ମନ୍ତ୍ରୀ ହେଲେ, ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଛାଡିବାକୁ ହେବ । ଶାହ ଅଧ୍ୟକ୍ଷ ପଦ ଛାଡିଲେ, ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଜେ.ପି ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏନ୍‌ଡିଏ-୧ରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍‌ ମନ୍ତ୍ରୀ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.