Browsing Category

ନିର୍ବାଚନ ୨୦୧୯

ଦିଲ୍ଲୀରେ ରାହୁଲ-ନିରଞ୍ଜନ ଭେଟଘାଟ, ନିର୍ବାଚନ ପ୍ରସ୍ତୁତି ନେଇ କଲେ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍) : ମୋଦିଙ୍କ ପରେ ରାହୁଲଙ୍କ ଫୋକସରେ ଓଡ଼ିଶା । ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ରାହୁଲ । ସଂଗଠନ ମଜଭୁତ କରିବାକୁ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଏହାପୂର୍ବରୁ ଆଜି ଦିଲ୍ଲୀରେ ରାହୁଲଙ୍କୁ ଭେଟି ଆଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।…

୨୦୧୯ରେ ମୋଦିଙ୍କୁ ଦିଅନ୍ତୁ ଭୋଟ୍‌ , ବିବାହ କାର୍ଡରେ ଅତିଥୀଙ୍କୁ ମାଗିଲେ ନିଆରା ଉପହାର

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଯାହାକୁ ନେଇ ବଢିଚାଲିଛି ରାଜନୈତିକ ଉଷ୍ମତା । ଭିନ୍ନ ଭିନ୍ନ ଉପାୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇସାରିଲାଣି । ସମର୍ଥକମାନେ ନିଜ ପସନ୍ଦର ନେତା ଏବଂ ଦଳ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଖବର ସେୟାର୍‌ କରୁଛନ୍ତି । ଏବେ ସେମିତି ଏକ ବିବାହ କାର୍ଡ…

ଫୋକସରେ ମୟୂରଭଞ୍ଜ, ଦିନକ ପରେ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର : ଖୋର୍ଦ୍ଧା ପରେ ମୟୂରଭଞ୍ଜ । ୫ରେ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି । ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ବିଜେପି ଫୋକସରେ ମୟୂରଭଞ୍ଜ କାହିଁକି ? ଆଦିବାସୀବହୁଳ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ କ୍ଲିନସୁଇପ୍‌ କରିଥିଲା…

ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ବୃଦ୍ଧି ହୋଇଛି ସଂଶୋଧନ ଅବଧି

ଭୁବନେଶ୍ବର (କେନ୍ଯୁଜ୍) : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ…

ଲୋକସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ,୨୦୧୯ରେ ଜନତା ବନାମ ମେଣ୍ଟର ହେବ ଲଢ଼େଇ

ନୂଆଦିଲ୍ଲୀ (କେନ୍ଯୁଜ୍) : ଲୋକସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ୨୦୧୯ରେ ଜନତା ବନାମ ମେଣ୍ଟର ହେବ ଲଢ଼େଇ । ସେ କହିଛନ୍ତି, ମୋଦି ଲୋକଙ୍କ ଭଲପାଇବା ଓ ଆଶୀର୍ବାଦର ଅଭିବ୍ୟକ୍ତି । କିଏ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରୁଛି ଓ କିଏ ବାଧା ସୃଷ୍ଟି କରୁଛି…

ମାତ୍ର ସାଢେ ଚାରିବର୍ଷର କାର୍ଯ୍ୟକାଳ ! ବିଦେଶ ଗସ୍ତରେ ମୋଦି ଖର୍ଚ୍ଚ କରିସାରିଲେଣି ୨୦୨୧ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ । ଆଉ ଏହି ସମୟ ମଧ୍ୟରେ ସଫଳ ହେଉ ବା ବିଫଳ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ କେବେ ଛୁଟି ନେଉନଥିବା ମୋଦିଙ୍କ ବିଦେଶ ଗସ୍ତ ସର୍ବଦା ଥାଏ ଚର୍ଚ୍ଚାରେ । ସାଧାରଣ ଜନତାଙ୍କ ମନରେ ଗୋଟିଏ…

ଏବେ ବିହାର ପରେ ୟୁପିରେ ମଧ୍ୟ ନଇଁ ପାରେ ବିଜେପିର ମୁଣ୍ଡ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ଏନଡିଏରେ ବିଦ୍ରୋହର ସ୍ୱର ସେତେ ଦୃଢ ହେବାରେ ଲାଗିଛି । ପ୍ରଥମେ ଆସନ ବଣ୍ଟନକୁ ନେଇ ରାଲେସପା ଏନଡିଏକୁ ଆଶ୍ରା କରିଥିଲା । ପରେ ଲୋକ ଜନଶକ୍ତି ଦଳ ମଧ୍ୟ ବିହାର ଆସନ ବଣ୍ଟାକୁ ନେଇ ବିଜେପି ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛି । ଯାହା…

ମୋଦି ସରକାରଙ୍କ ବଡ଼ ଯୋଜନା, ଏଣିକି ବେରୋଜଗାରଙ୍କୁ ବି ମିଳିବ ଦରମା

ମୋଦିଙ୍କ ମାଷ୍ଟରପ୍ଲାନ୍ । ନୂଆ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା । ବେରୋଜଗାର ଥିଲେ ବି ମିଳିବ ଦରମା । ଏହି ଯୋଜନାର ନାଁ ହେଉଛି ୟୁନିଭର୍ସାଲ୍ ବେସିକ୍ ଇନକମ୍ । ଏହି ଯୋଜନା ଅନୁଯାୟୀ ପ୍ରତିମାସରେ ୨୦୦୦ ରୁ ୨୫୦୦ ଟଙ୍କା ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ରାଶି ବେରୋଜଗାର ଯୁବକ ଯୁବତୀଙ୍କୁ…