ମାୟାବତୀଙ୍କ ଜନ୍ମ ଦିନରେ ଫୁଟିଲା ଗୁଳି, ଲୁଟିଲେ କେକ୍
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କର ଆଜି ହେଉଛି ୬୩ତମ ଜନ୍ମ ଦିବସ । ଆଗାମୀ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହ ତାଙ୍କ ଦଳର ମେଣ୍ଟ ହୋଇ ସାରିଛି । ଏହି ଖୁସିରେ ସାରା ରାଜ୍ୟରେ ତାଙ୍କ ସମର୍ଥକମାନେ ମିଠା ଖୁଆଖୁଇ ହୋଇଥିଲେ । ତେବେ ଆଜି ମାୟାବତୀଙ୍କ ଜନ୍ମଦିନକୁ…