Browsing Category

ନିର୍ବାଚନ ୨୦୧୯

ଆଜି ମୋଦି ସରକାରଙ୍କ ଶେଷ ବଜେଟ୍‌ , ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ବଡ଼ ସୁଯୋଗ

ନୂଆଦିଲ୍ଲୀ : ଆଜି ମୋଦି ସରକାରଙ୍କ ଶେଷ ବଜେଟ୍‌ । ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ବଡ଼ ସୁଯୋଗ । ହାତ ଛଡ଼ା କରିବାକୁ ଚାହୁନାହାନ୍ତି ସରକାର । ତିନି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ହାରିବା ପରେ, ବିରୋଧୀ ସୁଦୃଢ଼ ହୋଇଛନ୍ତି । ଚାଷୀ ଓ ରୋଜଗାର ପ୍ରସଙ୍ଗରେ ତୁହାକୁ…

ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଦେଶ ପଛୁଆ ରହିଛି : ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ବର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ କହିଛନ୍ତି, ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଦେଶ ପଛୁଆ ରହିଛି। ଭାରତ ପରେ ସ୍ୱାଧୀନତା ଲାଭ କରିଥିବା…

ଦିନକ ପରେ ବଜେଟ୍‌, ମୋଦି ସରକାରଙ୍କ ଶେଷ ବଜେଟକୁ ଦେଶବାସୀଙ୍କ ଅପେକ୍ଷା

ଦିନକ ପରେ ବଜେଟ୍‌ । ସଂସଦରେ ମୋଦି ସରକାର ଆଣିବେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌। ସରକାର ଦେଶବାସୀଙ୍କୁ କଣ ଭେଟି ଦେବେ ? ଅର୍ଥମନ୍ତ୍ରୀଙ୍କ କୁହୁକ ପେଡ଼ିରେ ଟିକସଦାତାଙ୍କୁ ରିହାତି ମିଳିବ କି ?  ଆଶା କରାଯାଉଛି, ଏଥର ମଧ୍ୟବିତ୍ତଙ୍କ ପାଇଁ ଖାସ୍‌ ଘୋଷଣା କରି ପାରନ୍ତି…

ନୋଟିସକୁ ନେଇ ବିଜେଡି-ବିଜେପି ମହାଯୁଦ୍ଧ

ବିଜେଡି ବନାମ ବିଜେପି । ମୋଦି ବନାମ ନବୀନ। ସିବିଆଇ ବନାମ ଓଡ଼ିଶା ପୋଲିସ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଲଢେଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇ ମାମଲାରେ ବିଜେଡିର ଦୁଇ ହେଭିୱେଟ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ…

ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ : ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ବର୍ତ୍ତମାନର ମୋଦି ସରକାରଙ୍କ ଏହା ଶେଷ ଅଧିବେଶନ । ତା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଓ ସରକାର । ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିଛି । ଏହାପରେ ଆସନ୍ତା ୧ ତାରିଖରେ କେନ୍ଦ୍ର ସରକାର…

ବିନା ବିରୋଧି ଦଳ ନେତାରେ ବିଧାନସଭାକୁ ଆସିବ କଂଗ୍ରେସ ?

ଭୁବନେଶ୍ବର (କେନ୍ୟୁଜ୍) : ଆଗକୁ ବିଧାନସଭା ବଜେଟ ଅଧିବେଶେନ। ତା ପୂର୍ବରୁ ବିରୋଧୀ ଦଳ ନେତା ମାନ୍ୟତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ ବିଧାନସଭାର ଏକ ଦଶମାଂସ ଅର୍ଥାତ ଅତିକମରେ ୧୫ ଜଣ ବିଧାୟକଙ୍କ ସମର୍ଥନ…

କାଲି ଆସୁଛନ୍ତି ଅମିତ ଶାହ : ଫୋକସରେ କଟକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆସନ୍ତାକାଲି କଟକ ଜିଲ୍ଲା ସାଲେପୁରରେ ତାଙ୍କର ଦଳୀୟ କାର‌୍ୟ୍ୟକ୍ରମ ରହିଛି। ୪ଟି ଲୋକସଭା କ୍ଷେତ୍ରର ବୁଥ୍ସ୍ତରୀୟ କର୍ମକର୍ତ୍ତା ଏବଂ ମଣ୍ଡଳ ସଭାପତିଙ୍କ ସହ…

୧୯’ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ : ଦେଶବାସୀଙ୍କୁ ପ୍ରତିଶ୍ରୁତି, କଂଗ୍ରେସ କ୍ଷମତାକୁ…

ଭୁବନେଶ୍ବର (କେନ୍ୟୁଜ୍) : କୃଷି ଋଣ ଛାଡ଼ ପରେ କଂଗ୍ରେସ ଖେଳିଲା ରୋଜଗାର ଗ୍ୟାରେଣ୍ଟି କାର୍ଡ। ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିଲେ ଗରିବଙ୍କୁ ସର୍ବନିମ୍ନ…

ଜଟିଳ ହେଉଛି କର୍ଣ୍ଣାଟକ ରାଜନୀତି : କଂଗ୍ରେସ ବୟାନ ନେଇ ଅସନ୍ତୁଷ୍ଟ କୁମାରସ୍ୱାମୀ

ନୂଆଦିଲ୍ଲୀ : ମହାମେଣ୍ଟ ଫର୍ମୁଲାରେ ଗଠନ ହୋଇଥିବା କଂଗ୍ରେସ ଓ ଜେଡିଏସ୍ ସରକାର ପ୍ରତି ବଢୁଛି ସଂକଟ । ଲଗାତାର ଲାଗିରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସେ କହିଛନ୍ତି କଂଗ୍ରେସ ସୀମା ଲଂଘନ କରୁଛି ।…

ପ୍ରିୟଙ୍କା ଗାନ୍ଧି ଆମେଥିରୁ ପ୍ରାର୍ଥୀ ହେବେ !

ନୂଆଦିଲ୍ଲୀ : ଆଗରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକା ଲଢୁଥିଲେ । ଏବେ ଭଉଣୀ ପ୍ରିୟଙ୍କା ଆସିଯିବା ପରେ ଦୁଇ ଜଣ ପୂରା ଦମ୍‌ରେ ମୋଦିଙ୍କୁ ମାତ୍‌ ଦେବାକୁ ଅଣ୍ଟା ଭିଡ଼ିବେ । ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ପ୍ରିୟଙ୍କା ଗାନ୍ଧି-ଭଦ୍ରା…

କେତେ ଫାଇଦା ପାଇବ କଂଗ୍ରେସ ?

୨୦୧୯ରେ ଉତ୍ତରପ୍ରଦେଶ ଦେଖିବ ହାଇଭୋଲଟେଜ୍‌ ଫାଇଟ୍‌। ଏସପି-ବିଏସପି ମେଣ୍ଟ କରିଥିବା ବେଳେ ମୋଦି-ଶାହ ବି ଅଙ୍କ କଷୁଛନ୍ତି। ବ୍ୟାକଫୁଟରେ ଥିବା କଂଗ୍ରେସ ଫ୍ରଣ୍ଟଫୁଟ ଲଢ଼େଇ ପାଇଁ ବି ପ୍ରସ୍ତୁତ। ୨୦୧୯ ନିର୍ବାଚନ ଆଗରୁ ମାଷ୍ଟର ଷ୍ଟ୍ରୋକ ଖେଳିଛି କଂଗ୍ରେସ। ଉତ୍ତର ପ୍ରଦେଶରେ ଟ୍ରମ୍ପ କାର୍ଡ…

‘କୋଇଲା ରୟାଲିଟି ଦିଗରେ ପଦକ୍ଷେପ ନେଉନି କେନ୍ଦ୍ର’: ଝାରସୁଗୁଡ଼ାରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହଛନ୍ତି ଝାରସୁଗୁଡ଼ାରେ ବିମାନବନ୍ଦରର ଉଦ୍ଘାଟନ ହେଲା, କିନ୍ତୁ ବିମାନ ଉଡୁନାହିଁ । ଏହି ଅଞ୍ଚଳରେ ପ୍ରଚୁର କୋଇଲା ରହିଛି । ଏହାର ବ୍ୟବହାର ପାଇଁ କେନ୍ଦ୍ର ସହ…