ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା , ରାଜ୍ୟରେ ଅଛନ୍ତି ୩ କୋଟି ୧୮ଲକ୍ଷ ୭୮୭ ଜଣ ଭୋଟର
ଭୁବନେଶ୍ବର(କେନ୍ୟୁଜ୍) : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ରାଜ୍ୟରେ ଅଛନ୍ତି ୩ କୋଟି ୧୮ଲକ୍ଷ ୭୮୭ ଜଣ ଭୋଟର । ୧୧ଲକ୍ଷ ୯୮ ହଜାର ୮୧୯ ଜଣ ନୂଆ ଭୋଟର ଅଛନ୍ତି । ୬ ଲକ୍ଷ ୫୦ ହଜାର ୩୬୫ ଜଣ ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି । ୫ ଲକ୍ଷ ୩୯ ହଜାର ୪୫୪ ଭୋଟରଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।…