Browsing Category

ନିର୍ବାଚନ ୨୦୧୯

ରାଜ୍ୟରେ ପୁଣି ଶଙ୍ଖନାଦ : ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ନବୀନ

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ନବୀନ। ଥରେ ଦି ଥର ନୁହଁ ଲଗାତର ୫ ଥର ଜିତିଲା ବିଜେଡି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ। ନବୀନଙ୍କ ପଞ୍ଚମ ବିଜୟ ପଛର କାରଣ କଣ?  ପ୍ରମୁଖ ଓ ପ୍ରଥମ କାରଣ ନବୀନଙ୍କ ଭାବମୂର୍ତ୍ତି । ୧୯ ବର୍ଷ କାଳ କ୍ଷମତାରେ ରହିବା…

ବିଜେପି ବିଜୟ ହେବାର ୧୦ ବଡ଼ କାରଣ, କଂଗ୍ରେସ ବୁଝିପାରିଲାନି ଶାହଙ୍କ ଗଣିତ ଆଉ ମୋଦିଙ୍କ ଏହି ରଣନୀତି

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ହୋଇଥିବା ଏକଜିଟ୍‌ ପୋଲ ଏବେ ସଫଳ ହୋଇଛି । ଦେଶରେ ପୁଣି ମୋଦି ମ୍ୟାଜିକ କାମ କରିଛି  । ହେଲେ ମୋଦିଙ୍କୁ ଜିତାଇବା ପାଇଁ ଯେଉଁ ଫ୍ୟାକ୍ଟର କାମ କରିଲା ବୋଧ ହୁଏ କଂଗ୍ରେସ ତାହାକୁ ବୁଝିପାରିନଥିଲା । ଯେଉଁଥପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡିଲା । ତେବେ କଣ…

ସବ୍‌କା ସାଥ+ ସବ୍‌କା ବିକାଶ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ : ଆଜି ମୋଦିଙ୍କ ପ୍ରଥମ ଟୁଇଟ୍

ଜାରି ରହିଛି ମତଗଣନା । ସାମ୍ନାକୁ ଆସିଛି ଜନତାଙ୍କ ନିଷ୍ପତ୍ତି । ଦେଶରେ ପୁଣି ଥରେ ଦେଖିବାକୁ ମିଳିଛି ମୋଦି ଲହର୍ । ପୁଣି ଥରେ ମନ ଜିଣିଛନ୍ତି ମୋଦି । ଆଉ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି ଦେଶବାସୀ । ଚାଲିଥିବା ଟ୍ରେଣ୍ଡ୍ ଅନୁସାରେ ବିଜେପି ୩୪୬,…

ବଡ଼ଚଣାରେ ଶଙ୍ଖ ଫୁଙ୍କିଲେ ବିଜେଡି ପ୍ରାର୍ଥୀ ଅମର ଶତପଥୀ, ଷଷ୍ଠ ଥର ପାଇଁ ପିନ୍ଧିଲେ ବିଜୟ ମୁକୁଟ

ବଡ଼ଚଣା : ବଡ଼ଚଣାରେ ବିଜୟ ଶଙ୍ଖ ଫୁଙ୍କିଲେ ବିଜେଡି ବିଧାନସଭା ପ୍ରାର୍ଥୀ ଅମର ଶତପଥୀ । ଷଷ୍ଠ ଥର ପାଇଁ ଅକ୍ତିଆର କଲେ ବଡ଼ଚଣା ଆସନ । ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ୧୩୯୨ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଲେ ଅମର ଶତପଥୀ । ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରେ ଷଷ୍ଠ ଥର ପାଇଁ ବିଜୟ…

ଓଡ଼ିଶାରେ ପୁଣି ଥରେ ବିଜୟ ପାଇଁ ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଭୁବନେଶ୍ୱର: ଫଳାଫଳ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକ ସଭାରେ ଶାସକ ବିଜେଡିର ପ୍ରଦର୍ଶନ ଉତ୍ସାହଜନକ ଥିବାରୁ ନବୀନଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା…

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି, ପଶ୍ଚିମବଙ୍ଗରେ ମୋଦି ସୁନାମୀ

ଦିଦିଙ୍କ ଦୁର୍ଗରେ ଧଶେଇ ପଶିଲା ବିଜେପି । ପଶ୍ଚିମବଙ୍ଗରେ ଜୋରଦାର ହମଲା କରିଛି ବିଜେପି । ମମତାଙ୍କ ଟିଏମସି ଏବଂ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ବିଜେପି ୧୯ଟି ଆସନରେ ଆଗକୁ ଚାଲିଥିବା ବେଳେ ଟିଏମସି ୨୨ଟି ଆସନରେ ରହିଛି । କଂଗ୍ରେସ ମାତ୍ର ଗୋଟିଏ ଆସନ ହାସଲ କରିଛି । ଆସନସୋଲରୁ…

ବିଜେପିର ବିଜୟ ଉତ୍ସବ, କ୍ୟାବିନେଟ୍ ବୈଠକ ଡାକିଲେ ମୋଦି

ଚାଲିଛି ଭୋଟ ଗଣତି । ସାରା ଦେଶରେ ମୋଦି ସୁନାମୀ । ଯେଉଁଥିରେ ଭୁଶୁଡି ଯାଇଛି ବିରୋଧୀଙ୍କ ଦୁର୍ଗ । ଏପର୍ଯ୍ୟନ୍ତ ମତଗଣାନା ସୁଦ୍ଧା ବିଜେପିକୁ ହାସଲ ହୋଇଛି ବହୁମତ । ବର୍ତ୍ତମାନ ସୁଦ୍ଧା ଏନଡିଏ ୩୫୧ ଆସନରେ ଆଗୁଆ ଥିବା ବେଳେ ୟୁପିଏ ୯୧ ଏବଂ ଅନ୍ୟାନ୍ୟ ଦଳ ୧୦୦ ଆସନରେ ରହିଛି ଆଗୁଆ । ତେବେ…

ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ, ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ

ନବରଙ୍ଗପୁର : ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ…

ଦଳକୁ ହାରୁଥିବାର ଦେଖି କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ, ମତଗଣନା କେନ୍ଦ୍ରରେ ହିଁ ପଡିଗଲେ ତଳେ

ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସକୁ ବଡ ଝଟକା ଲାଗିଛି। ଦଳ ପାଇଁ ମଧ୍ୟପ୍ରଦେଶରୁ ଖରାପ ଖବର ରହିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କର ହୃଦଘାତ ହେଲା। ଯେଉଁକାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। କୁହାଯାଉଛି ଯେ ରତନ ସିଂହ ଠାକୁର…

ଜନମତ ୨୦୧୯ : ହାର ଜିତର ହିସାବ ନିକାଶ, ଜାଣନ୍ତୁ କେଉଁ ଆସନରେ କିଏ ରହିଛି ଆଗରେ ଆଉ କିଏ ପଛରେ

ଶେଷ ହୋଇଛି ଅପେକ୍ଷା । ରାଜ୍ୟରେ ପୁଣି ବାଜିଲା ଶଙ୍ଖ । ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୫ ଟାରେ ରହିଛି ଆଗୁଆ । ହେଲେ ଖାତା ଖୋଲିପାରି ନାହିଁ କଂଗ୍ରେସ୍ । ସେହିପରି ୧୧୫ ଟି ବିଧାନସଭା ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ୨୧ ଟିରେ ଆଗୁଆ ରହିଛି ବିଜେପି ଏବଂ ୮ଟିରେ…

ବିଜେପୁର ଏବଂ ହିଞ୍ଜିଳି : ଉଭୟ ବିଧାନସଭା ଆସନରେ ଆଗୁଆ ନବୀନ

ପ୍ରଥମ ଥର ପାଇଁ ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ବିଧାନସଭା ଆସନ ହିଞ୍ଜିଳି ସହ ଏଥର ପ୍ରଥମ କରି ବିଜେପୁର ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ଆଉ ଉଭୟ ଆସନରେ ଆଗୁଆ ଅଛନ୍ତି ନବୀନ । ବର୍ତ୍ତମାନ ସୁଦ୍ଧା…

ଜଣେ ଅପରାଜିତା ଆଗରେ ଓ ଆଉ ଜଣେ ପଛରେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୋକସଭା ଆସନ ପାଇଁ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ତେବେ ଗଣତି ଆରମ୍ଭରୁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆଗୁଆ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ପୂର୍ବତନ ଆଇପିଏସ୍‌ ଅରୂପ…