ଲାଇଫ୍ ଷ୍ଟାଇଲ୍

ଫ୍ରାଏଡ କୋବି ଖାଇ ଖାଇ ହୋଇଗଲେଣିକି ବୋର, ଆଜିହିଁ ଟ୍ରାଏ କରନ୍ତୁ କଲିଫ୍ଲାୱାର ଚିଜ୍

ସାଧାରଣତଃ ଶୀତଦିନେ ଆମପାଖରେ ଅନେକ ପ୍ରକାର ପରିବାର ଅପ୍ସନ ରହିଥାଏ । ଏହିସବୁ ପରିବା ମଧ୍ୟରେ ଗୋଟିଏ ହେଉଛି କୋବି ଯାହାକୁ ଅନେକ ଲୋକ ପସନ୍ଦ କରିଥାନ୍ତି…

4 years ago

ମଳମାସରେ ହୁଏନାହିଁ କୌଣସି ଶୁଭକାର୍ଯ୍ୟ, କିନ୍ତୁ ଆପଣ କରିପାରିବେ ଏହି ପାଞ୍ଚଟି କାମ

ହିନ୍ଦୁ ଧର୍ମରେ ତିଥି ଏବଂ ମୂହୁର୍ତ୍ତର ବହୁତ ବଡ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟ ଶୁଭ ସମୟ ଦେଖି କରାଯାଏ। ଆଜିଠାରୁ ସୂର୍ଯ୍ୟ ଧନୁ…

4 years ago

ଶୀତୁଆ ପାଗରେ ସଂଧ୍ୟାରେ ନିଅନ୍ତୁ ଜିଲାପିର ମଜା, ପ୍ରସ୍ତୁତ କରନ୍ତୁ ‘ସେଓ ଜିଲାପି’

ଜିଲାପି ନାଁ ଶୁଣିଲେ ପାଟିରୁ ଲାଳ ବାହାରିଆସେ। ତେଣିକି ଜିଲାପି ମଇଦାରେ ପ୍ରସ୍ତୁତ ହୋଇଥାଉ ବା ମୁଗ ଡାଲିରେ କିମ୍ବା ବିରି ଡାଲିରେ ହୋଇଥାଉ କିମ୍ବା ବ୍ରେଡରେ…

4 years ago

ମୁହଁର ନାଲିବ୍ରଣ ସମସ୍ୟା ଦୂର କରିବ କ୍ଷୀର, କରନ୍ତୁ ଏପରି ବ୍ୟବହାର

ଶୀତଦିନରେ ତ୍ୱଚାର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ। ଶୀତଦିନରେ ତ୍ୱଚା ଥଣ୍ଡା ଯୋଗୁଁ ରୁକ୍ଷ ହୋଇଯାଏ ଏବଂ ଉଜ୍ୱଳତା ହ୍ରାସ ପାଇଥାଏ। ଏମିତିରେ ଶୀତଦିନରେ ତ୍ୱଚାରେ ଉଜ୍ୱଳତା…

4 years ago

ଗର୍ଭପାତ ପରେ ମହିଳାମାନେ ରଖନ୍ତୁ ଏହିସବୁ କଥାର ଧ୍ୟାନ ନଚେତ ବିଗିଡି ଯାଇପାରେ ସ୍ୱାସ୍ଥ୍ୟ

କୁହାଯାଏ ଗର୍ଭପାତ କରାଇବା ଶରୀରରେ ହାଡ଼ ଭାଙ୍ଗିବା ସହିତ ସମାନ । ଗର୍ଭପାତ ପରେ ମହିଳାମାନେ ଶାରୀରିକ ଓ ମାନସିକ ଭାବେ ବହୁତ ଦୁର୍ବଳ ହୋଇପଡିଥାନ୍ତି ।…

4 years ago

ସକାଳ ଜଳଖିଆରେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ଗରମ ଗରମ “ମେଥି ପରଠା”

ବର୍ତ୍ତମାନ ସମୟରେ ଯଦି ଦେଖାଯାଏ ତେବେ ପ୍ରତି ଘରେ ଅତି କମରେ ଜଣେ ହେଲେବି ମଧୁମେହ ରୋଗରେ ଆକ୍ରାନ୍ତ ଥିବେ । ଏହି ରୋଗୀ ମାନଙ୍କୁ ନିଜ…

4 years ago

ରାଶି ଅନୁସାରେ ଜାଣନ୍ତୁ କାହାକୁ କେଉଁ ପ୍ରକାରର ଶାରୀରିକ ସମ୍ପର୍କ ପସନ୍ଦ

କୌଣସି ବ୍ୟକ୍ତିଙ୍କ ସହ ନିବିଡ଼ ହେବାରୁ ପୂର୍ବରୁ ଆଜିକାଲି ପ୍ରାୟ ଲୋକ ସେମାନଙ୍କ ରାଶି ବିଷୟରେ ପଚାରି ବୁଝୁଛନ୍ତି। କାରଣ ରାଶିରୁ ହିଁ ବ୍ୟକ୍ତିର ପର୍ସନାଲିଟି, ପସନ୍ଦ…

4 years ago

ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି କି! ଏହି ଲକ୍ଷଣକୁ ଆଦୌ କରନ୍ତୁନି ଅଣଦେଖା, ହୋଇଥାଇପାରେ ବଡ଼ ରୋଗ

ଯଦି ଆପଣ ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି ଓ ଖୁବ୍‌ କମ୍‌ ସମୟରେ ଭୁଲିଯାଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଅଲ୍‌ଜାଇମର…

4 years ago

ପ୍ଲାଷ୍ଟିକ୍‌ ବାସନର ଦାଗକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ

ବର୍ତ୍ତମାନ ପ୍ଲାଷ୍ଟିକ୍‌ର ବାସନକୁସନ ଟ୍ରେଣ୍ଡରେ ରହିଛି। ପ୍ରାୟ ସମସ୍ତେ ଷ୍ଟିଲ ବାସନ୍‌ ବ୍ୟବହାର କରି କରି ବିରକ୍ତ ହୋଇ ପ୍ଲାଷ୍ଟିକର ରଙ୍ଗବେରଙ୍ଗର ବାସନ ବ୍ୟବହାର କରିବାକୁ ଆଗ୍ରହ…

4 years ago

ସାଇନସ୍‌ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ଶୀଘ୍ର ମିଳିବ ଆରାମ

ଋତୁ ପରିବର୍ତ୍ତନ ହେବା ସହ ଲୋକଙ୍କଠାରେ ଥଣ୍ଡା, ଜର, କାଶ, ସର୍ଦ୍ଦି, କଫ, ଇନ୍‌ଫେକ୍ସନ୍‌ ଓ ସାଇନସ୍‌ ଆଦି ସମସ୍ୟା ଦେଖିବାକୁ ମିଳିଥାଏ। ମୁଣ୍ଡ ବିନ୍ଧା, ନାକରୁ…

4 years ago