Below header
Browsing Category

ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ କାର୍ଯ୍ୟରତ ଦମ୍ପତି କିପରି ରଖିପାରିବେ ବୈବାହିକ ଜୀବନକୁ ସୁଖମୟ

ପରିବର୍ତ୍ତନଶୀଳ ସମୟରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କର ଭୂମିକା ମଧ୍ୟ ବଦଳିବାରେ ଲାଗିଛି। ବର୍ତ୍ତମାନ ଅଧିକାଂଶ ମହିଳାମାନେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥାନ୍ତି। ଏଭଳି ଅନେକ ଦମ୍ପତି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଅଧିକାଂଶ ସମୟରେ ତାଙ୍କର ପ୍ରଫେସନାଲ ଲାଇଫରେ ଏହାର…

ପୋଟଳର ଚମତ୍କାରୀ ଫାଇଦା, ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା

ଋତୁ ଅନୁଯାୟୀ କିଛି ପରିବାର ବଜାରରେ ଖୁବ ଚାହିଦା ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ପୋଟଳ। ଖରାଦିନେ ପୋଟଳ ଖାଇବାର ମଜା କିଛି ଭିନ୍ନ ରହିଥାଏ। ପୋଟଳ ଖାଇବାକୁ ଭଲ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର…

ଯଦି Teenage ରେ କରିବେ ନାହିଁ ଏହି ୫ ଭୁଲ୍, ତେବେ ପାଦ ଛୁଇଁବ ସଫଳତା

Teenage ଜୀବନର ସେ ସମୟ ଯେତେବେଳେ ମନ ଆଉ ମସ୍ତିସ୍କରେ ବହୁତ କିଛି ଚାଲିଥାଏ । ଆମ ଚଞ୍ଚଳ କେବେ କଲେଜରେ ଥାଏ ତ କେତେବେଳେ ପ୍ରେମର ମିଠା ସ୍ବପ୍ନ ଦେଖିଥାଏ । ନୂଆ ସାଙ୍ଗ, ନୂଆ ଜାଗା ଏବଂ ନୂଆ ଜୀବନକୁ ନେଇ ମନରେ ଠିଆ ହୋଇଥାଏ ପ୍ରଶ୍ନର ପାହାଡ । ବାସ୍ ଏହି ସବୁ ପ୍ରଶ୍ନର ଉତ୍ତର ନଥାଏ କାହା…

ନୂଆ ସ୍ବାଦର ନିଅନ୍ତୁ ମଜା, ବନାନ୍ତୁ ଗାଜର ପରଟା

ଆମେ ସବୁବେଳେ ଖାଦ୍ୟରେ କିଛି ନୂଆ ଖାଇବାକୁ ପସନ୍ଦ କରିଥାନ୍ତି। ତାହାପୁଣି ନୂଆ ସ୍ବାଦ ଆଉ ନୂଆ ଷ୍ଟାଇଲରେ। ଏମିତିରେ ପରଟା ଆମ ସମସ୍ତଙ୍କୁ ପସନ୍ଦ। ଆଉ ଆପଣଙ୍କର ଏହି ପସନ୍ଦକୁ ଲକ୍ଷ୍ୟ କରି ଆଜି ଆମେ ଆପଣଙ୍କୁ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ। ତେବେ ଜାଣନ୍ତୁ ଏହା ପାଇଁ ଆବଶ୍ୟକୀୟ…

ଯଦି ଆପଣଙ୍କ ପାଖରେ ଅଛି ରୁପାର ଏହି ୫ ବସ୍ତୁ, ତେବେ ଘରେ ରହିବ ସୁଖ ସମୃଦ୍ଧି ଓ ଆପଣ ରହିବେ ଧନୀବାନ

ଧନ,ଧାନ୍ୟ,ସୁଖ ସମୃଦ୍ଧି,ସଫଳତା ଓ ଶାନ୍ତି ପାଇଁ ମଣିଷ ସର୍ବଦା ଚିନ୍ତିତ ରହିଥାଏ । କିନ୍ତୁ ଏହି ସବୁ କେମିତି ଆପଣଙ୍କୁ ସହଜରେ ମିଳିବ ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ କହିବାକୁ ଯାଉଛୁ । ଯଦି ଆପଣଙ୍କ ପାଖରେ ରୁପାର ଏହି ୫ବସ୍ତୁ ଥିବ ତେବେ ଦୁନିଆର କୌଣସି ଶକ୍ତି ନାହିଁ…

ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ କ୍ରିସ୍ପି ଆଇସକ୍ରିମ୍ ପକୋଡା

ସାଧାରଣତଃ ଖରାଦିନରେ ଲୋକମାନେ ଅଧିକାଂଶ ଆଇସକ୍ରିମ ଖାଇବାକୁ ଅଧିକ ପସନ୍ଦ କରନ୍ତି। ତାତିରୁ ଶରୀରକୁ ଥଣ୍ଡା କରିବାର ସବୁଠାରୁ ସରଳ ଉପାୟ ହେଉଛିକ ଆଇସକ୍ରିମ। ଏନେକ ବଜାରରେ ବିଭିନ୍ନ ଫ୍ଳେବରର ଆଇସକ୍ରିମ୍ ମଧ୍ୟ ମିଳୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଆଇସକ୍ରିମର ରେସିପି କହିବାକୁ…

ଆପଣଙ୍କର ଅଛି କି ଚୁଇଂଗମ୍‌ ଚୋବାଇବା ଅଭ୍ୟାସ? ହୋଇ ଯାଆନ୍ତୁ ସତର୍କ

ବବଲ ଗମ୍ କଥା ତ ଆପଣ ନିହାତୀ ଜାଣିଥିବେ ଯାହା ଆଜିକାଲି ବିଭିନ୍ନ ଫ୍ଳେବରରେ ମାର୍କେଟରେ ମିଳୁଛି । ବହୁ ଲୋକଙ୍କୁ ଚୁଇଂଗମ୍‌ ଚୋବାଇବାକୁ ଭଲ ଲାଗିଥାଏ । କିଛି ଲୋକ ଚୁଇଂଗମ୍‌ ଦ୍ବାରା ମୁହଁର ଏକ୍ସରସାଇଜ୍ ମଧ୍ୟ କରିଥାନ୍ତି । ବିଭିନ୍ନ ଲୋକ ଫ୍ୟାସନ୍ ଏବଂ ଟାଇମ ପାସ୍ କରିବା ପାଇଁ ଏହି…

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିଥାଏ ଆଶ୍ଚର୍ଯ୍ୟଜନକ ଫାଇଦା

ଗରମଦିନରେ ଥଣ୍ଡାପାଣି ସମସ୍ତଙ୍କର ପ୍ରିୟ ହୋଇଥାଏ। ସାଧାରଣତଃ ସବୁ ଲୋକ ଏହି ସମୟରେ ଫ୍ରିଜ ପାଣି ପିଇବାକୁ ଭଲ ପାଇଥାନ୍ତି। କିନ୍ତୁ ଉଷୁମ ପାଣି ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଆପଣଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ…

ଥରେ ନିଶ୍ଚୟ ଟେଷ୍ଟ କରନ୍ତୁ ଦହି ଆଇସକ୍ରୀମ୍, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନରେ ଆମେ ସବୁବେଳେ ଥଣ୍ଡା ଜିନିଷ ଖୋଜିଥାନ୍ତି। ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଏମିତିରେ ଆଇସକ୍ରୀମ ଖାଇବାକୁ ଆମେ ବହୁତ ଭଲ ପାଇଥାଉ। ଏଥିପାଇଁ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଦହି ଆଇସକ୍ରୀମ୍। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ସ୍ବାସ୍ଥ୍ୟକର। ତେବେ ଜାଣନ୍ତୁ…

ଜାଣିଛନ୍ତି କି ସୋରିଷ ଶାଗ ଖାଇବାର ଫାଇଦା, ଓଜନ କମ ହେବା ସହ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ଭାରତୀୟଙ୍କ ଖାଦ୍ୟ ଥାଳୀରେ ଶାଗ ରହିବା ନିହାତୀ ଜରୁରୀ।ଏପରିକି ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ଏହା ପାଟିକୁ ଯେତେ ସୁଆଦିଆ ଲାଗିଥାଏ ଶରୀର ପାଇଁ ମଧ୍ୟ ସେତେ ଉପକାରୀ ହୋଇଥାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗ ଖୁବ୍ ଉପକାରୀ। ଏଥିରେ ଭିଟାମିନ, ମିନେରାଲସ୍…

ବୁଧବାର ଆମିଷ ବାର, ଆଜି ହିଁ ପ୍ରସ୍ତୁତ କରନ୍ତୁ ଜିରା ଚିକେନ

ନନଭେଜ୍ ବାର ଆସିଲେ ଆମେ କିଛି ନନଭେଜର ନୂଆ ରେସିପି ବନାଇବାକୁ ଚାହିଁଥାନ୍ତି। ନନଭେଜ୍ ଖାଇବାକୁ କିଏ ବା ନଭଲପାଏ। ଆଉ ସେହି ନନଭେଜରେ କିଛି ନୂଆ ସ୍ବାଦ ଏବଂ ନୂଆ ଡିସ ମିଳିଗଲେ ଆପଣଙ୍କ ଖୁସି ଦ୍ବିଗୁଣିତ ହୋଇଯାଏ। ତେବେ ଚିକେନ କରିବାର ଏହି ନୂଆ ରେସିପି ବିଷୟରେ ଜାଣନ୍ତୁ। ଆବଶ୍ୟକ…

ବ୍ରଶ୍ କରିବା ସମୟରେ ମାଢିରୁ ରକ୍ତ ବାହାରୁଛି ? ଆପଣାନ୍ତୁ ଏହି ଘରୋଇ ଉପାୟ

କଣ ବ୍ରଶ୍ କରିବା ସମୟରେ ଆପଣଙ୍କ ମାଢିରୁ ରକ୍ତ ବାହାରୁଛି କି ? ଯଦି ହଁ ତେବେ ହାଲକା ଭାବେ ନିଅନ୍ତୁ ନାହିଁ ଏହାକୁ । ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏଭଳି ସମସ୍ୟାକୁ ଅଣଦେଖା କରିବା ମହଙ୍ଗା ପଡିପାରେ ଆପଣଙ୍କୁ । ତେଣୁ ସମୟ ଥାଉ ଥାଉ ଏହାର ଚିକିତ୍ସା…