ବଲିଉଡ୍ର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ଫଟୋ ଏବଂ ବୋଲ୍ଡ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାକ୍ଷୀ କିଛି ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଟେପ୍ଲେସ୍ ନଜର ଆସୁଛନ୍ତି। ତେବେ ଫ୍ୟାନ୍ସଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସୁଛି। ରାକ୍ଷୀ ଶେୟାର କରିଥିବା ମୋଟ ୫ଟି ଭିଡିଓରେ ହଜାର ହଜାର ସଂଖ୍ୟାରେ ଲାଇକ୍ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସେ ଏକ ଗୀତରେ ଆକ୍ଟ କରୁଥିବା ଦେଖିବାକୁ ମିଳୁଛି। ସମସ୍ତ ୫ଟି ଯାକ ଭିଡିଓ ଟିକ୍ଟକ୍ ଭିଡିଓ ବୋଲି ଜଣାପଡ଼ୁଛି। ସବୁଥିରେ ରାକ୍ଷୀ ଟପ୍ଲେସ୍ ଅଛନ୍ତି ଏବଂ ନିଜକୁ ଏକ କମ୍ବଳରେ ଘୋଡ଼ାଇ ରଖିଛନ୍ତି।
ଏହାସହ ପଢ଼ନ୍ତୁ: ସୁଇମିଂପୁଲରେ ହଟ୍ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ
ରାକ୍ଷୀଙ୍କ ଏଭଳି ଅନ୍ଦାଜ ଦେଖି ୟୁଜରମାନେ ଧୁମ୍ କମେଣ୍ଟସ୍ ଦେଇଛନ୍ତି। କିଛି ୟୁଜର କହିଛନ୍ତି, ‘ଆପଣ କ’ଣ ଏହି ଗୀତ ନିଜ ସ୍ୱାମୀଙ୍କ ପାଇଁ ଗାଉଛନ୍ତି’? କିନ୍ତୁ ଏଥିରେ ରାକ୍ଷୀଙ୍କର କୌଣସି ପ୍ରତିକ୍ରିୟା ଆସିନି। ଏପରି କି, ସେ କ୍ୟାପସନରେ ନିଜ ସ୍ୱାମୀଙ୍କ ବିଷୟରେ କିଛି ଲେଖିନାହାନ୍ତି। ତେବେ ସବୁଥର ଭଳି ଏଥର ବି ତାଙ୍କ ଫ୍ୟାନ୍ମାନେ ରାକ୍ଷୀଙ୍କ ସ୍ୱାମୀ ବିଷୟରେ ଜାଣିବାକୁ ବହୁତ ଉତ୍ସୁକ ଅଛନ୍ତି।
ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…
ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…
ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍ସ ହାଇଅର ଏଜୁକେସନ୍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…
କଟକ (କେନ୍ୟୁଜ୍) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…
ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…