ମନୋରଂଜନ

‘ତେଜସ୍‌’ର ପାଇଲଟ୍‌ ହେଲେ କଙ୍ଗନା ରାଣାଓ୍ଵତ୍‌, ଫାଷ୍ଟ ଲୁକ୍‌ ଜାରି, ସୋସିଆଲ ମିଡିଆରେ ଭାଇରାଲ

କିଛି ସପ୍ତାହ ପୂର୍ବରୁ କଙ୍ଗନା ରାଣାଓ୍ଵତ୍‌ ନିଜ ଅଭିନୀତ ‘ତେଜସ୍‌’ ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ଏଥିରେ ସେ ଭାରତୀୟ ବାୟୁସେନା(ଆଇଏଏଫ୍‌) ପାଇଲଟ୍‌ର ଭୂମିକା ନିଭାଇବେ ବୋଲି ଜଣାଇଥିଲେ। ଏବେ ଫିଲ୍ମ ନିର୍ମାତା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍‌ ଜାରି କରିଛନ୍ତି।

‘ତେଜସ୍‌’, କଙ୍ଗନାଙ୍କ ଦ୍ୱାରା ଅଭିନୀତ ଜଣେ ସାହସୀ ଫାଇଟର ପାଇଲଟ୍‌ଙ୍କ କାହାଣୀ। କଙ୍ଗନାଙ୍କ ଏହି ନୂଆ ଅବତାରକୁ ଦେଖି ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିଛନ୍ତି। ଫାଷ୍ଟ ଲୁକ୍‌ରୁ କଙ୍ଗନା ବାଜି ମାରିନେଇଛନ୍ତି, ଯେଉଁ କାରଣରୁ ଏହି ଫଟୋ ଶେୟାର ହେବା କ୍ଷଣି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଛି।

ତେଜସ୍‌କୁ ନେଇ ଅଭିନେତ୍ରୀ ବେଶ୍‌ ଉତ୍ସାହିତ ଅଛନ୍ତି। କିଛିଦିନ ପୂର୍ବେ ସେ କହିଥିଲେ, ‘ମୁଁ ସବୁବେଳେ ସୈନିକଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲି। ପିଲାବେଳୁ ହିଁ ଏୟାରଫୋର୍ସ ଆଡ଼କୁ ମୋର ଆକର୍ଷଣ ରହିଥିଲା। ମୁଁ ନିଜ ଦେଶର ଯବାନମାନଙ୍କ ପାଇଁ କେବେ ବି ନିଜ ଭାବନାକୁ ରୋକିନାହିଁ। ସବୁବେଳେ ମୁଁ ଏହା ବିଷୟରେ ଖୋଲିକି କହିଛି। ସେମାନଙ୍କ ସାହସକୁ ମୁଁ ଅନୁଭବ କରିଛି’।

ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ବିଷୟରେ ସେ କହିଥିଲେ ଯେ ‘ଯେବେଠାରୁ ସେ ତାଙ୍କ ବିଷୟରେ ଜାଣିଲେ, ସେବେଠାରୁ ତାଙ୍କ ଷ୍ଟୋରୀ ଜାଣିବାକୁ ବେଶ୍‌ ଉତ୍ସୁକ ଅଛନ୍ତି’।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

3 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

4 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

5 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

6 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

7 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

7 hours ago