ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!

ଯେଉଁ ଲୋକ ରାତିରେ ଖାଲି ପେଟରେ ଶୋଇଥାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍‌ର ମାତ୍ରା କମ୍‌ ହେବାରେ ଲାଗିଥାଏ। ଏହାଦ୍ୱାରା ସେମାନଙ୍କୁ ନିଦ ମଧ୍ୟ ହୋଇ ନ ଥାଏ। ରାତିରେ ଖାଲି ପେଟରେ ଶୋଉଥିବା ଲୋକ ସବୁବେଳେ ଥକ୍କାପଣ ଅନୁଭବ କରନ୍ତି। ସେମାନଙ୍କୁ ଲାଗିଥାଏ, ତାଙ୍କ ଶରୀର ଦୁର୍ବଳ ହୋଇଯାଉଛି। ତେଣୁ ପେଟ ଖାଲି ରଖିବା ଅପେକ୍ଷା ରାତିରେ ଗ୍ଲାସେ କ୍ଷୀର ପିଇ ଶୋଇଯାଆନ୍ତୁ। ନ ଖାଇ ଶୋଇଲେ ଶରୀରର ଏନର୍ଜି ଲେବୁଲ୍‌ କମ୍‌ ହେବାରେ ଲାଗିଥାଏ, ଯାହା ଶରୀରକୁ ଦୁର୍ବଳ କରିଦେବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ସବୁବେଳେ ଖାଲି ପେଟରେ ଶୋଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏମିତି କଲେ, ଶରୀରରେ ମେଟାବାଲିଜମ୍‌ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଡାଇବେଟିସ୍‌ ଏବଂ ମୋଟାପଣର ଶିକାର ସେହିମାନେ ହୋଇଥାଆନ୍ତି, ଯେଉଁମାନଙ୍କ ମେଟାବାଲିଜମ୍‌ ଦୁର୍ବଳ ହୋଇଥାଏ।

ନ ଖାଇ ରାତିରେ ଶୋଇବାରେ ଆପଣଙ୍କୁ ନିଦ ସମସ୍ୟା ହୋଇପାରେ। କେବଳ ଏତିକି ନୁହେଁ, ଗ୍ୟାସ୍‌ ସମସ୍ୟା ବି ଦେଖାଯିବାର ସମ୍ଭାବନା ଥାଏ। ନିଦ ନ ହେଲେ ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ। ଆଉ ମଣିଷ ଅନେକ ପ୍ରକାର ରୋଗର ଶିକାର ହୋଇଥାଏ। ତେବେ କିଛି ଲୋକଙ୍କୁ ଲାଗିଥାଏ, ରାତିରେ ନ ଖାଇ ଶୋଇଲେ, ଓଜନ ହ୍ରାସ ହୋଇଥାଏ। କିନ୍ତୁ କେବେ ବି ଆପଣ ଏଭଳି ଭାବନ୍ତୁ ନାହିଁ। ରାତିରେ ଖାଲି ପେଟରେ ଶୋଇଲେ ଓଜନ ବହୁତ ବଢ଼ିବାରେ ଲାଗିଥାଏ। ତେଣୁ ରାତିରେ ନ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

3 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

5 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

6 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

7 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

8 hours ago