ଲାଇଫ୍ ଷ୍ଟାଇଲ୍

ଦୋଷାକୁ ଦିଅନ୍ତୁ କିଛିି ନୂଆ ସ୍ୱାଦ, ଏହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ମନ

ଯଦି ଆପଣ ଦୋସାକୁ ଏକ ନୂଆ ଏବଂ ଡିଫରେଣ୍ଟ ଟେଷ୍ଟ ଦେବାକୁ ଚାହୁଁଛନ୍ତି ତାହେଲେ ଥରେ ଚକୋଲେଟ ଦୋସା ଡିସ୍‌ ନିଶ୍ଚୟ ଟ୍ରାଏ କରନ୍ତୁ। ଏହା ଏକ ଏମିତି ଡିସ ଯାହାକୁ ଆପଣ ସକାଳର ଟିଫିନ ଠାରୁ ନେଇ ଭୋଜନ କିମ୍ବା ରାତି ଖାଇବା ପାଇଁ ମଧ୍ୟ ବନାଇପାରିବେ। ଏହାକୁ ବନାଇବା ବହୁତ ସହଜ ଏବଂ ଏହା ପିଲା ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ଆସିବ। ତାହେଲେ ଚାଲନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଚକୋଲେଟ ଦୋସା ପାଇଁ ଆବଶ୍ୟକ ସାମଗ୍ରୀ

  • ୧୧/୨ କପ୍‌ ଦୋସା ପାଇଁ ଘୋଳ
  • ୩ ବଡ ଚାମଚ ଚକୋଲେଟ ସିରପ୍‌
  • ୪ ବଡ ଚାମଚ କଟା ଅଖରୋଟ
  • ୮ ବଡ ଚାମଚ ନ୍ୟୁଟେଲା
  • ୧ ବଡ ଚାମଚ ଲହୁଣୀ

ପ୍ରସ୍ତୁତି ପ୍ରଣାଳୀ

  • ଏକ ଛୋଟ ପାତ୍ର ନିଅନ୍ତୁ ସେଥିରେ ଚକୋଲେଟ ସିରପ, ନ୍ୟୁଟେଲା ଏବଂ କଟା ହୋଇଥିବା ଅଖରୋଟକୁ ଏକା ସାଥିରେ ମିଶାନ୍ତୁ। ଏହାକୁ ଗୋଟେ ସାଇଡରେ ରଖିଦିଅନ୍ତୁ।
  • ଏକ ଫ୍ଲାଟ ନନଷ୍ଟିକ ପ୍ୟାନ୍‌ ଗରମ କରନ୍ତୁ ଏବଂ ତାହା ଉପରେ ଲହୁଣୀ ଗରମ କରନ୍ତୁ। ତାହା ଉପରେ ଏକ ଚାମ ଦୋସାର ଘୋଳ ପକାନ୍ତୁ। ଏହାକୁ ସର୍କୁଲାର ମୋସନରେ ଭଲଭାବେ ମିଶାନ୍ତୁ। ଏହାକୁ ଭଲଭାବେ ହେବାକୁ ଛାଡନ୍ତୁ। ଦୋସା
  • ହୋଇଗଲା ପରେ ଏହାକୁ ଆଉ ଥରେ ଓଲଟାଇ ଦିଅନ୍ତୁ ଏବଂ ଆଉ ଥରେ ଆଞ୍ଚରେ ବସାନ୍ତୁ।
  • ଏବେ ଦୋସାକୁ ପ୍ଳେଟରେ ବାହାର କରିଦିଅନ୍ତୁ ଏବଂ ସାଇଡରେ ରଖିଥିବା ଚକୋଲେଟର ମିଶ୍ରଶକୁ ତାହା ଉପରେ ଳଗାଇ ଦିଅନ୍ତୁ। ଏବେ ଏହାକୁ ଦୋସା ଷ୍ଟାଇଲରେ ଗୁଡାଇ ପରଷନ୍ତୁ।
Pritiparna

Recent Posts

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

2 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

10 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

26 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

27 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

30 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

36 mins ago