ଲାଇଫ୍ ଷ୍ଟାଇଲ୍

ଡାଇବେଟିଜ ରୋଗୀଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଏହି ତିନିଟି ଆସନ, ଯାହା କରିବ ସୁଗାର କଣ୍ଟ୍ରୋଲ

ବର୍ତ୍ତମାନ ସମୟରେ ଡାଇବେଟିଜ, ରକ୍ତଚାପ ଇତ୍ୟାଦି ସାଧାରଣ ରୋଗ ହୋଇଗଲାଣି। ଅଧିକାଂଶ ଲୋକଙ୍କ ମଧ୍ୟରେ ଏହି ରୋଗ ଦେଖିବାକୁ ମିଳୁଛି। ଶରୀରରେ ସୁଗାର ସ୍ତର ନିୟନ୍ତ୍ରଣରେ ନ ରହିଲେ ଡାଇବେଟିସର ମାତ୍ରା ବଢିଯାଏ। ଏଥିପାଇଁ ଆପଣଙ୍କୁ ଖାଦ୍ୟପଦାର୍ଥ ଏବଂ ଜୀବନଶୈଳୀକୁ ସୁସ୍ଥ ରଖିବା ଜରୁରୀ ହୋଇଥାଏ। ଏମିତି କିଛି ଯୋଗାସନ ବିଷୟରେ ଆମେ ଜଣାଇବୁ, ଯାହା ଆପଣଙ୍କ ଶରୀରର ସୁଗାରକୁ କଣ୍ଟ୍ରୋଲ କରିବା ସହିତ ସୁସ୍ଥ ରଖିବାରେ ସହାୟକ ହେବ। ଆସନ୍ତୁ ଜାଣିବା, କ’ଣ ସେହି ଆସନ…

ସ୍ପାଇନାଲ ଟ୍ଵିଷ୍ଟ :

ଏହି ଆସନ କରିବା ଦ୍ୱାରା ପେଟର ସବୁ ଅଙ୍ଗ ଉତ୍ତେଜିତ ହୋଇଯାଏ। ଏମିତିରେ ଡାଇବେଟିଜ ନିୟନ୍ତ୍ରଣରେ ରହିଥାଏ। ଏହି ମୁଦ୍ରାରେ ରହିବା ଦ୍ୱାରା ମେରୁଦଣ୍ଡ ହାଡ, ପିଠି, ଅଣ୍ଟା ଏବଂ କଚଟିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ସହିତ ଷ୍ଟ୍ରେସ ଲେବଲ ମଧ୍ୟ କମ୍‌ ହେବା ସହିତ ଫ୍ରେସ ଏବଂ ରିଲାକ୍ସ ଅନୁଭବ ହୋଇଥାଏ।

ବାଉଣ୍ଡ ଆଙ୍ଗେଲ ପୋଜ :

ଏହି ଆସନକୁ ପୁନସ୍ଥାର୍ପନ ଆତ୍ମିକନ ମୁଦ୍ରାରେ କରାଯାଏ। ଏହା ଶରୀରରୁ ତନ୍ତ୍ରିତା ତନ୍ତ୍ରକୁ ଶାନ୍ତ କରିବାରେ ଫାଇଦା ଦେଇଥାଏ। ପ୍ରତିଦିନ ଏପରି ଯୋଗ କରିବା ଦ୍ୱାରା ଷ୍ଟ୍ରେସ ଦୂର ହୋଇଥାଏ। ଏମିତି କଲେ ମଧ୍ୟ ବ୍ଲଡପ୍ରେସର ଏବଂ ଡାଇବେଟିଜ ସ୍ତର କଣ୍ଟ୍ରୋଲରେ ରହିଥାଏ। ଏହା ପେଟର ଅଙ୍ଗ, ମୂତ୍ରାଶୟ ଏବଂ କିଡନୀ କାମ ଦ୍ରୁତଗତିରେ କରିଥାଏ। ଏହାଛଡା ଅଣ୍ଟା ମାଂସପେଶୀକୁ ମଜବୁତ କରିଥାଏ।

ଲେଗସ୍‌ ଅପ ଦ ଓ୍ଵାଲ ପୋଜ :

ଏହା ବିଶ୍ରାମ ମୁଦ୍ରାରେ କରାଯାଉଥିବା ଆସନ। ଏହା କରିବା ଦ୍ୱାରା ଚିନ୍ତା କମ୍‌ ହେବା ସହିତ ଶରୀରରେ ଉର୍ଜା ସଂଚାର କରିଥାଏ। ଶରୀରେ ସମସ୍ତ ଅଙ୍ଗରକୁ ଢଙ୍ଗରେ କାମ କରିଥାଏ। ବ୍ଲଡ ସର୍କୁଲେସନ ଦ୍ରୁତ କରିଥାଏ। ସୁଗାଲ ଲେବଲକୁ କଣ୍ଟ୍ରୋଲରେ ରଖିବା ସହିତ ଶରୀରକୁ ରିଲାକ୍ସ ଦେଇଥାଏ।

Swagatika

Recent Posts

ଖୁସି ଖବର ! ଆଉ ଅତିରିକ୍ତ ଦରମା ଫେରାଇବେନି ସରକାରୀ କର୍ମଚାରୀ

ନୂଆ ସରକାର ଆସିବା ପରଠାରୁ ସରକାରଙ୍କ ଠାରୁ ବିଭିନ୍ନ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି । ଏହାରି ଭିତରେ ପୁଣି…

12 mins ago

ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ

ବଣାଇ : ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ। ଗୁରୁଣ୍ଡୁଆ ଥାନାର ତାମଡ଼ା ଘାଟିରେ ଦୁର୍ଘଟଣା। ପଙ୍କଢ଼ିହିରୁ ବଣାଇ…

14 mins ago

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

36 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

45 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago