ଦେଶ ବିଦେଶ

ସାଂସଦ ମୁଖତାର ଅସାଂରୀକୁ ୧୦ ବର୍ଷ ଜେଲ୍‌ ଓ ୫ ଲକ୍ଷ ଜରିମାନା, ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ୍‌

ଲକ୍ଷ୍ନୌ : ବାହୁବଳୀ ନେତା ମୁଖତାର୍‌ ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀକୁ ଅପହରଣ ଓ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ଶନିବବାର କୋର୍ଟ ମୁଖତାରକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ ୫ ଲକ୍ଷ ଜରିମାନା ଓ ତା’ର ଭାଇ ଅଫଜଲକୁ ୪ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି । ଏହା ସହ ଅଫଜଲକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି ।

ଯାଇପାରେ ସାଂସଦ ସଦସ୍ୟତା

ବସପା ସାଂସଦ ଅଫଜଲ ଅନସାରୀ ଓ ପୂର୍ବ ବିଧାୟକ ମୁଖତାର ଅଂସାରୀ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ମାମଲାରେ ଶନିବାର ରାୟ ମିଳିଥିଲା । ଗାଜିପୁର ଏମପି-ଏମଏଲଏ କୋର୍ଟ ଜେଲରେ ଥିବା ମାଫିଆ ମୁଖତାର ଅଂସାରୀକୁ ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୫ ଲକ୍ଷ ଜରିମାନା ଦେଇଛନ୍ତି । କୃଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ମୁଖତାର ଓ ଅଫଜଲ ବିରୋଧରେ ରାୟ ଶୁଣା ଯାଇଥିଲା । ଏହି ମାମଲାରେ ଯଦି ଅଫଜଲକୁ ୨ ବର୍ଷ ଜେଲ ହୁଏ ତେବେ ତା’ର ସାଂସଦ ପଦ ରଦ୍ଦ ହୋଇପାରେ ।

ପ୍ରକାଶଯୋଗ୍ୟ, ଗ୍ୟାଙ୍ଗଷ୍ଟାରରୁ ରାଜନେତା ବନିଥିବା ମୁଖତାର ଅନସାରୀ ଓ ତା’ର ଭାଇ ଅଫଜଲ ଅନସାରୀ ଦ୍ୱାରା ୨୦୦୫ ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ ଜଣଙ୍କ ହତ୍ୟା ମାମଲାରେ ଜଡିତ ଥିଲେ ।

Niharanjan

Recent Posts

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

14 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

16 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

19 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

24 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

25 mins ago

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

45 mins ago