Categories: କ୍ରୀଡା

ପ୍ରଥମ ଟେଷ୍ଟ : ଇଶାନ୍ତଙ୍କୁ ୫ ଓ୍ଵିକେଟ୍‌, ଇଣ୍ଡିଜ୍‌କୁ ୨୨୨ ରନ୍‌ରେ ଅଲ୍‌ଆଉଟ୍‌ କରି ଭାରତ ପ୍ରଥମ ପାଳିରେ ଆଗୁଆ

େଓ୍ଵଷ୍ଟଇଣ୍ଡିଜ୍‌ ନର୍ଥ ସାଉଣ୍ଡ ଠାରେ ଚାଲିଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟରେ ଭାରତ ତାର ସ୍ଥିତି ମଜବୁତ କରିଛି । ପ୍ରଥମ ପାଳିରେ ୭୫ ରନ୍‌ରେ ଆଗୁଆ ରହିଛି । ପରେ ଆଜି ତୃତୀୟ ଦିନରେ ଦ୍ୱିତୀୟ ପାଳି ଆରମ୍ଭ କରି ପ୍ରଥମ ୧୦ ଓଭର ସୁଦ୍ଧା ଭାରତୀୟ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୨୧ ରନ୍‌ କରିଥିଲା ।

ଭାରତକୁ ୨୯୭ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଘରୋଇ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ୨୨୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଦଳ ପକ୍ଷରୁ ଚେଜ୍‌ ସର୍ବାଧିକ ୪୮, ଅଧିନାୟକ ଜାସନ୍‌ ହୋଲଡର୍‌ ୩୯ ଏବଂ ହେଟମେୟର ୩୫ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ରହି ପାରିନଥିଲେ । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ୪୩ ରନ୍‌ ଦେଇ ସବୁଠାରୁ ଅଧିକ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

KNews Bureau

Recent Posts

ଚଣ୍ଡିଗଡ଼ ବିମାନବନ୍ଦରରେ ଚାପୁଡା ଖାଇବା ପରେ, ଏକ୍ସରେ ନିଜର ପ୍ରତିକ୍ରିୟା ରଖିଲେ କଙ୍ଗନା

ନୂଆଦିଲ୍ଲୀ:  ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।…

1 min ago

World Food Safety Day: ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟକୁ କୁହନ୍ତୁ Goodbye

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର…

6 mins ago

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ: ଓକିଲଙ୍କ ସୂଚନା

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବ ତିନିଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ।  ଖୋର୍ଦ୍ଧାର ନବ ନିର୍ବାଚିତ ବିଜେପି ବିଧାୟକ ପ୍ରଶାନ୍ତ…

10 mins ago

କଙ୍ଗନା ରାଣାଓ୍ଵତଙ୍କୁ ଭେଟିଲେ ଚିରାଗ ପାସଓ୍ଵାନ, ସଂସଦ ପରିସରରେ ପରସ୍ପରକୁ କଲେ ସ୍ୱାଗତ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏବେ ମୋଦି ସରକାର ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛନ୍ତି ।…

41 mins ago

ସାବିତ୍ରୀ ବ୍ରତ ପୂଜାକୁ ନେଇ ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳକାଣ୍ଡ

ଜଳେଶ୍ୱର(କେନ୍ୟୁଜ): ସାବିତ୍ରୀ ବ୍ରତ ପୂଜାକୁ ନେଇ ତୁମୁଳ କାଣ୍ଡ । ପୂଜକଙ୍କୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।…

57 mins ago

ଫୋନ୍ ହ୍ୟାକ୍ ହେବାରୁ ବଞ୍ଚାଇବ ଏହି ସବୁ ଉପାୟ, ସରକାର ଦେଲେ ପରାମର୍ଶ

ଆଜିକାଲି ସ୍ମାର୍ଟଫୋନ୍ ଆମର ଆବଶ୍ୟକତା ହୋଇଗଲାଣି । କଲ୍ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍, ଗେମିଙ୍ଗ, ପେମେଣ୍ଟ ଏବଂ…

1 hour ago