ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଅଘଟଣ। କ୍ରିକେଟ ଖେଳି ଚାଲିଯାଇଛି ଜଣେ ଡାକ୍ତରୀ ଛାତ୍ରଙ୍କ ଜୀବନ। ଘଟଣା ଘଟଛି ଏମକେସିଜି ମେଡିକାଲ କଲେଜ ପଡିଆରେ। ମୃତକ ହେଲେ ବିଶ୍ବଭୂଷଣ ସାହୁ। ବିଶ୍ବଭୂଷଣ କୋରାପୁଟ ସ୍ଥିତ ସହିଦ୍ ଲକ୍ଷଣ ନାୟକ ମେଡିକାଲ କଲେଜରେ MBBS ଦ୍ବିତୀୟ ବର୍ଷ ଛାତ୍ର ଥିଲେ। ସୂଚନା ମୁତାବକ ବିଶ୍ବଭୂଷଣ କ୍ରିକେଟ ଖେଳରେ ବ୍ୟାଟିଂ କରୁଥିବା ବେଳେ ବଲ ଆସି ବିଶ୍ବଭୂଷଣଙ୍କର କାନରେ ବାଜିଥିଲା। ସେଠାରେ ଖେଳୁଥିବା ସାଙ୍ଗମାନେ ବିଶ୍ବଭୂଷଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…
ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…
ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…
ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…
ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…