ରାଜ୍ୟ

ଭେଲ୍‌ଭ୍ୟୁ ଛକର ନବୀକରଣ ପାଇଁ ଖର୍ଚ୍ଚ ହେବ ୯ କୋଟି ଟଙ୍କା

କଟକ (କେନ୍ୟୁଜ୍‌): ଏବେ ଝଲସି ଉଠିବ କଟକ ସହରର ଭେଲ୍‌ଭ୍ୟୁ ଛକ । ଏହି ଛକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ନଷ୍ପତି ନେଇଛନ୍ତି । ବୁବନେଶ୍ୱର ନନ୍ଦନକାନନ ରାସ୍ତାରେ କଟକ ଆସିବା ବେଳେ ତ୍ରିଶୁଳିଆ ବ୍ରିଜ୍‌ ଶେଷରେ ପଡ଼େ ଭେଲ୍‌ଭ୍ୟୁ ଛକ । ଏହି ଛକର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଅନେକ ଦିନ ଆଗରୁ ଦାବି ହୋଇ ଆସୁଥିଲା । ଏବେ ଏହି ଅଞ୍ଚଳକୁ ସରକାର ନୂଆ ରୂପ ଦେବେ । ଏହି ଉନ୍ନତି ମୂଳକ ପ୍ରକଳ୍ପରେ ୯ କୋଟି ଟଙ୍କା ଖର୍ଚ୍ଚ ହେବ ।

କେଉଁ କାମ ଉପରେ ଦିଆଯିବ ଗୁରୁତ୍ୱ :
ଏଠାରେ ପାକିଂ ଏରିଆ ଉପରେ ଜନସାଧାରଣଙ୍କ ପାଇଁ ଉନ୍ନିତି ମୂଳକ କାର୍ଯ୍ୟ କରାଯିବ । ଲୋକମାନଙ୍କ ପାଇଁ ସକାଳୁଆ ବ୍ୟାୟାମ ପାଇଁ ଓପନ ଜିମ୍‌ର ବ୍ୟବସ୍ଥା କରାଯିବ । ଏଠାରେ ଆହୁରି ପାର୍କ, ନେତାଜୀ ସୁଭାଷ ବୋଷଙ୍କ ପ୍ରତି ମୂର୍ତ୍ତୀ, ଜଗିଂ

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

15 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

22 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

38 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

44 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

57 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago