ରାଜ୍ୟ

ବୌଦ୍ଧ : ପୁଣି ବାଘଛାଲ ଜବତ ୨ ଗିରଫ

ବୌଦ୍ଧ (କେନ୍ୟୁଜ): ବଲାଙ୍ଗିରରେ ପୁଣି ବାଘଛାଲ ଜବତ ୨ ଗିରଫ । ବାଘ ଛାଲ ଡିଲ୍ ବେଳେ ମାଡି ବସିଲେ ବନ ବିଭାଗ କର୍ମଚାରୀ । ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଞ୍ଜ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁର ଏକ ପାଳଗଦାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ ଚାଲାଣ ହେଉଥିବା ଖବର ପାଇବା ପରେ ତୁଷୁରା ଥାନା କୋଟଗାଁରେ ଚଢଉ କରିଥିଲା ବନ ବିଭାଗ ।

ଖବର ଅନୁଯାୟୀ, ତୁଷୁରା ଥାନା ଅଞ୍ଚଳରେ ଚିତାବାଘ ଛାଲ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବର ପାଇଥିଲା ବନ ବିଭାଗ । ଶେଷରେ ବନବିଭାଗର ଏକ ଟିମ୍‌ ଉକ୍ତ ଗାଁରେ ଚଢାଉ କରି ମୁକେଶ ମନହିରାକୁ ଗିରଫ କରିଥିଲା ।  ମୁକେଶଙ୍କୁ ପଚରାଉଚରା ପରେ ବୌଦ୍ଧ ଫଟାମୁଣ୍ଡା ଗାଁରେ ଚିତାବାଘ ଛାଲ ଥିବା ସୂଚନା ମିଳିଥିଲା । ଏହାପରେ ବନବିଭାଗର ଏକ ଟିମ୍‌ ଏବଂ କଣ୍ଟାମାଳ ରେଞ୍ଜର ଏକ ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଆଉ ଏକ ପାଳଗଦାରୁ ଚିତା ବାଘ ଛାଲକୁ ଜବତ କରିଥିଲା ।  ତେବେ ଏହି ଘଟଣାରେ ଜଡିତ ଥିବା କଣ୍ଟାମାଳ ଥାନା ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତୀ ମଧ୍ୟ ଗିରଫ ହୋଇଛନ୍ତି ।

 

Barsha

Recent Posts

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆସ୍ୱସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

4 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

20 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

22 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

25 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

30 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

31 mins ago