ମନୋରଂଜନ

କ୍ୟାଟ୍ରିନାଙ୍କ ଏପରି କଥା ଶୁଣି କାର୍ତ୍ତିକ ଆର୍ଯ୍ୟନ ଛୁଇଁଲେ ତାଙ୍କ ପାଦ, ଭାଇରାଲ ହେଲା ଭିଡିଓ

କାର୍ତ୍ତିକ ଆର୍ଯ୍ୟନ ବଲିଉଡର ଲୋକପ୍ରିୟ ଅଭିନେତା। କିଛି ଫିଲ୍ମରେ ଅଭିନୟ କରିବା ପରେ ହିଁ ସେ ଟପ୍‌ କଳାକାରଙ୍କ ମଧ୍ୟରେ ନିଜର ସ୍ଥାନ ବନାଇପାରିଛନ୍ତି। ଗତ ବୁଧବାର ଦିନ କାର୍ତ୍ତିକ ମୁମ୍ବାଇରେ ହୋଇଥିବା ଆଇଫାର ପ୍ରେସ୍‌ କନଫରେନ୍ସରେ ପହଞ୍ଚିଥିଲେ। ଏହି କନଫରେନ୍ସରେ କ୍ୟାଟ୍ରିନା କୈଫ୍‌ ମଧ୍ୟ ପହଞ୍ଚିଥିଲେ।

ସୂଚନା ମୁତାବକ ଆଇଫା ଆୟୋଜକ ଆସ୍ୱାର୍ଡ ସେରିମନୀର ସୂଚନା ଦେବା ପାଇଁ ପ୍ରେସ କନଫରେନ୍ସ ରଖିଥିଲେ, ଯେଉଁଥିରେ କ୍ୟାଟ୍ରିନା କୈଫ୍‌, କାର୍ତ୍ତିକ ଆର୍ଯ୍ୟନ ଏବଂ ଦୀୟା ମିର୍ଜା ଯୋଗ ଦେଇଥିଲେ। ଏହି ମିଟିଙ୍ଗରେ ଟିକିଏ ବିଳମ୍ବରେ କାର୍ତ୍ତିକ ପହଞ୍ଚିଥିବାରୁ କ୍ୟାଟ୍ରିନା ମିଟିଂ ଆରମ୍ଭରେ ମଜାକ୍‌ ରେ କହିଥିଲେ କାର୍ତ୍ତିକ ସର୍ବପ୍ରଥମେ ଆପଣମାନଙ୍କ ନିକଟରେ ବିଳମ୍ବରେ ଆସିଥିବାରୁ କ୍ଷମା ମାଗିବାକୁ ଚାହୁଁଛନ୍ତି। କ୍ୟାଟ୍ରିନାଙ୍କର ଏହି କଥା ଶୁଣିବା ପରେ କାର୍ତ୍ତିକ ଆଉ ଡେରି ନକରି ତଳକୁ ନଇଁ କ୍ୟାଟ୍ରିନାଙ୍କ ପାଦ ଛୁଇଁଥିଲେ ଏବଂ କାନ ଧରି ଉଠ-ବସ ମଧ୍ୟ ହୋଇଥିଲେ। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ଗତ ସୋମବାର ଦିନ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହି ସମୟରେ ରଣବୀର ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କର ମଧ୍ୟ ପାଦ ଛୁଇଁଥିଲେ। ଯାହାପରେ ଏହି ଏହି ଭିଡିଓ ମଧ୍ୟ ତାଙ୍କର ଭାଇରାଲ ହୋଇଥିଲା।

KNews Bureau

Recent Posts

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

24 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

30 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

50 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

53 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରାତି ପାହିଲେ ହେବ ବସୁମତୀ ସ୍ନାନ । ତେଣୁ ଆଜି ହେଉଛି ସେହି ରଜ ପର୍ବର ଶେଷ ଦିନ ।…

57 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

1 hour ago