Categories: ମନୋରଂଜନ

ସମୁଦ୍ରରେ ନିଆରା ଷ୍ଟାଇଲ୍‌ରେ ନଜର ଆସିଲେ ସାରା, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜର ଅନ୍ଦାଜ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ସାରା ଅଲ୍ଲୀ ଖାନ୍‌ କ୍ରିସମାସ୍‌ ଛୁଟି ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପ ଯାଇଛନ୍ତି, ଯାହାର ଅନେକ ଫଟୋ ଏବଂ ଭିଡିଓ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଆକ୍ଟ୍ରେସ୍‌ ସମୁଦ୍ରରେ ସ୍ୱିମିଂ ମଜା ନେଉଥିବାର ନଜର ଆସିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ସାରା ଅଲ୍ଳୀ ଖାନ୍‌ ଏହି ଭିଡିଓରେ ଖୁବ୍‌ ସୁନ୍ଦର ଦେଖାଯିବା ସହ ଲୋକମାନେ ତାଙ୍କର ଖୁବ୍‌ ତାରିଫ୍‌ ମଧ୍ୟ କରିଛନ୍ତି। କିଛି ଲୋକମାନେ ମଧ୍ୟ ତାଙ୍କ ଫଟୋରେ ବ୍ୟୁଟିଫୁଲ୍‌ ଏବଂ ସୁନ୍ଦର ବୋଲି କମେଣ୍ଟ ଦେଇଛନ୍ତି। ଏହା ପୂର୍ବରୁ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ କିଛି ଫେଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ସାଙ୍ଗଙ୍କ ସହ ନଜର ଆସିଛନ୍ତି।

ରିପୋର୍ଟ ଅନୁଯାୟୀ ବହୁତ ଜଲଦି ସାରା ଅଲ୍ଲୀ ଖାନ୍‌ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ‘ଲଭ ଆଜକଲ ୨’ (Love Aajkal 2) ରେ ନଜର ଆସିବେ। ଏହି ଫିଲ୍ମ ସହ ଅଭିନେତା ବରୁନ ଧାଓ୍ଵନଙ୍କ ସହ ‘କୁଲି ନମ୍ବର ୧’ ରେ ମଧ୍ୟ ମୁଖ୍ୟ ଭୁମିକାରେ ନଜର ଆସିବେ। ସୂଚନା ମୁତାବକ ସାରା ଅଲ୍ଲୀ ଖାନ୍‌ କେଦାରନାଥରେ ନିଜର ଜବରଦସ୍ତ ଆକ୍ଟିଂ ପାଇଁ ବେଷ୍ଟ ଡେବ୍ୟୁ ଆଓ୍ଵାର୍ଡ ମଧ୍ୟ ପାଇଛନ୍ତି।

KNews Bureau

Recent Posts

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

2 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

39 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

51 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

54 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

1 hour ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

2 hours ago