ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷାଫଳ

କେନ୍ୟୁଜ୍: ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷାଫଳ। ସକାଳ ୧୦ଟାରେ ଜେଇଇ ଆଡଭାନ୍ସ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ର‍୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଭୁବନେଶ୍ୱର ସମେତ ଦେଶରେ ଥିବା ୨୨ଟି ଆଇଆଇଟିରେ ନାମଲେଖାଇବେ। ୧୧ ହଜାର ୨୭୯ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ଜେଇଇ ମେନ୍‌ ପରୀକ୍ଷାର ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କୁ ମଧ୍ୟରୁ ୧ ଲକ୍ଷ ୭୩ ହଜାର ପରୀକ୍ଷାର୍ଥୀ ଦେଇଥିଲେ ଜେଇଇ ଆଡଭାନ୍ସ। ଓଡ଼ିଶାରୁ ୫ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପରୀକ୍ଷା ଦେଇଥିଲେ ୩ ହଜାର ୨୬୧ ଛାତ୍ରଛାତ୍ରୀ।

KNews Bureau

Recent Posts

ଭୋଟ ଗଣତି ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ, ଆସନ୍ତାକାଲି ଆସିବ ରାୟ

ଭୁବନେଶ୍ୱର: ଭୋଟ ଗଣତି ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା…

2 mins ago

ସ୍ମାର୍ଟଫୋନ ବ୍ୟାକ୍ କଭରରେ ATM କାର୍ଡ କିମ୍ବା ଟଙ୍କା ରଖୁଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ!

ଆଜିର ଯୁଗରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି । ଲୋକମାନେ ସ୍ମାର୍ଟଫୋନକୁ ନିଜ ନିଜ ଉପାୟରେ…

15 mins ago

ଦଲାଲ ଷ୍ଟ୍ରିଟରେ ମୋଦି ୱେଭ୍, ୧୨ ଲକ୍ଷ କୋଟି ଟଙ୍କା ଲଗାଇଲେ ନିବେଶକାରୀ

ଦଲାଲ ଷ୍ଟ୍ରିଟରେ ମୋଦି ୱେଭ୍। ସେୟାର ବଜାର ଉପରେ ଜବରଦସ୍ତ ଏଗଜିଟ ପୋଲ୍ ଇମ୍ପାକ୍ଟ। ବଡ଼ ବିଜୟ ସହ ବିପେଜି…

25 mins ago

ଗୋଟିଏ ପଟେ ଚାଲିଥିଲା କାଳବୈଶାଖୀର ତାଣ୍ଡବ, ଏପଟେ ଜଳୁଥିଲା ୫କୋଟିର ସମ୍ପତ୍ତି

ଗଜପତି(କେନ୍ୟୁଜ୍‌): ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ସପିଂ ମଲ୍ । ଦେଖୁ ଦେଖୁ ହୁ ହୁ ହୋଇ…

29 mins ago

କ୍ଷତକୁ ତୁରନ୍ତ ଠିକ୍‌ କରିବ ସ୍ମାର୍ଟ ବ୍ୟାଣ୍ଡେଜ୍‌, ଆସିଲା ବଢ଼ିଆ ହେଲଥ୍‌ ଗ୍ୟାଜେଟ୍‌

ଆପଣଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ହେଲେ ଏହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ କରିଥାଏ । କିନ୍ତୁ…

42 mins ago

ଅନନ୍ତ ଓ ରାଧିକାଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ପାର୍ଟିରେ ନଜର ଆସିଲେ ଭାଇଜାନ୍‌ ଏବଂ ଏମ୍‌ଏସ୍‌ ଧୋନି, ଭାଇରାଲ ହେଉଛି ଫଟୋ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

43 mins ago