କ୍ରୀଡା

ଝିଅ ସାରା ଓ ପତ୍ନୀଙ୍କ ସହ ପହଲଗାମ୍‌ ଗଲେ ସଚିନ ତେନ୍ଦୁଲକର, ଓ୍ଵିଣ୍ଟର ଲୁକ୍‌ରେ ଦେଖାଗଲେ ଷ୍ଟାଇଲିଶ୍‌

ଫ୍ୟାମିଲି ଟ୍ରିପ୍‌ରେ ସଚିନ ତେନ୍ଦୁଲକର । ଏବେ ତେନ୍ଦୁଲକର କାଶ୍ମୀର ବୁଲିବାକୁ ଯାଇଛନ୍ତି । ସଚିନଙ୍କ ସହିତ ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ମଧ୍ୟ ଅଛନ୍ତି । ନିକଟରେ ସଚିନ ତେନ୍ଦୁଲକର ପହଲଗାମରୁ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୩ ଜଣ ତୁଷାରପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି ।

ସଚିନ ତେନ୍ଦୁଲକର ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ୩ ଜଣଙ୍କର ଓ୍ଵିଣ୍ଟର ଲୁକ୍‌ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି । ସଚିନ କାମୁଫ୍ଲାଜ ପ୍ୟାଟର୍ନର କାର୍ଗୋ ପିନ୍ଧିଛନ୍ତି ଏବଂ ଏହା ସହିତ ଗ୍ରେ ରଙ୍ଗର ନେକ୍‌-ହେଡ୍‌ କ୍ୟାପ୍‌ ପିନ୍ଧିଛନ୍ତି । କ୍ୟାପ୍‌ ସହିତ ନେଭି ବ୍ଲୁ ରଙ୍ଗର ସ୍କାର୍ଫ କ୍ୟାରୀ କରିଛନ୍ତି । ପ୍ୟାଡେଡ୍‌ ଜ୍ୟାକେଟ୍‌ ସହିତ ବ୍ଲାକ୍‌ ଗ୍ଲୋଭ୍‌ସ ଏବଂ ବୁଟ ପିନ୍ଧିଛନ୍ତି ।

ଏହିପରି ଅଞ୍ଜଳି ତେନ୍ଦୁଲକର ମଧ୍ୟ ବ୍ଲାକ୍‌ ଶାଇନି ପ୍ୟାଡେଡ୍‌ ଜ୍ୟାକେଟ୍‌ ପିନ୍ଧିଛନ୍ତି, ଯେଉଁଥିରେ ଫର୍‌ ଲାଗିଛି । ଏହାସହ ସେ ବ୍ଲାକ୍‌ ଓ୍ଵଲନ ପ୍ୟାଣ୍ଟ ଏବଂ ଶୁଜ୍‌ କ୍ୟାରୀ କରିଛନ୍ତି । ଲାଇଟ୍‌ ବ୍ରାଉନ୍‌ ରଙ୍ଗର ଟୋପି ମଧ୍ୟ ପିନ୍ଧିଛନ୍ତି । ଝିଅ ସାରା ତେନ୍ଦୁଲକର ବି ମା’ ଅଞ୍ଜଳିଙ୍କ ଭଳି ବ୍ଲାକ୍‌ ଶାଇନି ପ୍ୟାଡେଡ୍‌ ଜ୍ୟାକେଟ୍‌ ଏବଂ ବାଇଗେଣୀ ରଙ୍ଗର ଇନର ପିନ୍ଧିଛନ୍ତି । ଡେନିମ୍‌ ବ୍ଲୁ ଜିନ୍ସ ସହିତ ଲଙ୍ଗ୍‌ ଶୁଜ୍‌ କ୍ୟାରୀ କରିଛନ୍ତି ଏବଂ ବ୍ଲାକ୍‌ ଓ୍ଵଲନ କ୍ୟାପ୍‌ ପିନ୍ଧିଛନ୍ତି ।

Roshni

Recent Posts

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ…

4 mins ago

ଆଜି ରଜ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ (କେନ୍ୟୁଜ): ଆଜି ପବିତ୍ର ରଜ ସଂକ୍ରାନ୍ତି ।  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  ଭକ୍ତ ଶ୍ରଦ୍ଧାଳୁମାନେ…

7 mins ago

କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି…

13 mins ago

ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା, ୨୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡ଼ା ଭିତରେ ଅଟକି ରହିଛନ୍ତି ଯାତ୍ରୀ । ଡଙ୍ଗାଟି…

30 mins ago

ଦୋକାନୀ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା' ଦୋକାନୀଙ୍କ ଉପରକୁ ତତଲା ଚା'ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା…

46 mins ago

ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି । …

50 mins ago