crime news

କି ହେଲାରେ ବାବା..! ପରିବା ଦୋକାନରୁ ୫୦ କିଲୋ ଲେମ୍ବୁ ଧରି ଛୁ ମାରିଲା ଚୋର; ରସୁଣ, ପିଆଜକୁ ବି ଛାଡ଼ିଲାନି

ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଏକ ଅଜବ ପ୍ରକାର ଚୋରି ମାମଲା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ କୌଣସି ସୁନା, ରୁପା ଗହଣା ନୁହେଁ, ବରଂ ଦିନକୁ ଦିନ…

2 years ago

ଆଶାରାମ ବାପୁଙ୍କ ଆଶ୍ରମରେ ନାବାଳିକାଙ୍କୁ ହତ୍ୟା! କାର୍‌ ଭିତରୁ ମିଳିଲା ଗଳିତ ଶବ; ୪ ଦିନ ହେବ ଘରୁ ଥିଲେ ନିଖୋଜ

ଉତ୍ତର ପ୍ରଦେଶର ଗୋଣ୍ଡାସ୍ଥିତ ଆଶାରାମ ବାପୁଙ୍କ ଆଶ୍ରମ ପରିସରରୁ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ…

2 years ago

ଏଡ୍‌ସ ସଂକ୍ରମିତ ଖୁଡ଼ୀର ଷଡ଼ଯନ୍ତ୍ର! ସ୍ୱାମୀ ମରିଯିବା ପରେ ଜାଣିଶୁଣି ନାବାଳକ ପୁତୁରାକୁ ଫସେଇ ଦୁଇଥର ରଖିଲା ଶାରୀରିକ ସମ୍ବନ୍ଧ

ଉତ୍ତରାଖଣ୍ଡର ଉଧମସିଂ ନଗର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୨୩ ବର୍ଷୀୟା ଜଣେ ମହିଳା ନିଜ ଦେଢ଼ଶୁରଙ୍କ ନାବାଳକ ପୁଅକୁ ଫସେଇ ତା’…

2 years ago

ସ୍ତ୍ରୀ ରଚିଲା ଷଡ଼ଯନ୍ତ୍ର; ଛୁଟିରେ ଘରକୁ ଆସିଥିବା ଯବାନ ସ୍ୱାମୀକୁ ତଣ୍ଟି ଚିପି କଲା ହତ୍ୟା! ପୁରୁଷ ବନ୍ଧୁ ସହ ମିଶି କରିଥିଲା ଯୋଜନା

ହରିୟାଣାର ଚରଖୀ ଦାଦରୀରୁ ଅତି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚରମ ସୀମା ଅତିକ୍ରମ କରି ନିଜ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ କଳଙ୍କିତ…

2 years ago

ଆନ୍ଧ୍ର ପୋଲିସର ଐତିହାସିକ ଆୟୋଜନ; ରେଡ୍‌ କାର୍ପେଟ୍‌ ବିଛାଇ ପୋଡ଼ିଲା ୨ ଲକ୍ଷ କିଲୋ ଗଞ୍ଜେଇ! ଭାଇରାଲ ହେଉଛି ଭିଡିଓ

ଆନ୍ଧ୍ର ପ୍ରଦେଶ ପୋଲିସ ଶନିବାର ଏକ ଐତିହାସିକ ଆୟୋଜନ କରିଥିଲା, ଯେଉଁଥିରେ ପାଖାପାଖି ୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର…

2 years ago

ସ୍ତ୍ରୀଠୁ ଲୁଚି ପ୍ରେମିକା ସହିତ କୋର୍ଟ ବିବାହ କରିବାକୁ ଯାଉଥିଲା ସ୍ୱାମୀ, ଧରା ପଡ଼ିଯିବାରୁ ରାସ୍ତାରେ ହାଇଭୋଲ୍‌ଟେଜ ଡ୍ରାମା; ଜାଣନ୍ତୁ ପୂରା ଘଟଣା

ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଥିଲେ।…

2 years ago

ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଲା ଭାଉଜ; ନିଜକୁ ବି ଛୁରୀରେ କଲା ଆଘାତ! ସ୍ୱାମୀର ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ଦିଅର ସହ ଥିଲା ଅବୈଧ ସମ୍ପର୍କ!

କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଦାନ୍ତରେ ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଏଥି ସହ ଛୁରୀରେ ନିଜ ହାତର…

2 years ago

ପାକିସ୍ତାନୀ ମହିଳା ହ୍ଵାଟସ୍‌ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ ରହିଛି ମାମଲା

ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ…

2 years ago

ଦେହ ବଦଳରେ ପ୍ରଫେସର ଦେଉଥିଲେ ଭଲ ନମ୍ବର! ଚାଟ୍‌ ଲିକ୍‌ ହେବା ପରେ ଖୁଲାସା ହେଲା ହାଇ ପ୍ରୋଫାଇଲ କେସ୍‌

ଭଲ ନମ୍ବର ବଦଳରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିବା ଜଣେ ପ୍ରଫେସରଙ୍କୁ ଶେଷରେ ଜେଲ ପଠାଇ ଦିଆଯାଇଛି। ଏହି ହାଇ ପ୍ରୋଫାଇଲ୍ ମାମଲାରେ ଆଉ ୪ ପ୍ରଫେସର…

2 years ago

ସ୍ତ୍ରୀର ଗଣଦୁଷ୍କର୍ମ କରେଇଲା ସ୍ୱାମୀ! ନିଜ ଫାର୍ମ ହାଉସ୍‌ରେ ରଖିଥିଲା ସେକ୍ସ ଟୟ, ରାତି ଅଧ ଯାଏ ଚାଲୁଥିଲା ନ୍ୟୁଡ୍‌ ପାର୍ଟି; ଜାଣନ୍ତୁ ଘଟଣା

ଛତିଶଗଡ଼ରୁ ଅତି ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଆପଣ ସହଜରେ ଘଟଣାକୁ ବିଶ୍ୱାସ…

2 years ago

ମସାଜ ପାର୍ଲରରୁ ସ୍ୱାମୀ ଘରକୁ ନେଇ ଆସିଲେ ଏମିତି ରୋଗ, ଶେଷକୁ ସ୍ତ୍ରୀ ନେଲେ ଛାଡ଼ପତ୍ର ନିଷ୍ପତ୍ତି; ଜାଣନ୍ତୁ କ’ଣ ଥିଲା ସେହି ରୋଗ

ବୈବାହିକ ସମ୍ପର୍କରେ ବିଶ୍ୱାସ ଭାଙ୍ଗିବା ବେଳେବେଳେ ସ୍ୱାମୀ, ସ୍ତ୍ରୀଙ୍କ ଜୀବନରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। କାନାଡାରେ ଏକ ଦମ୍ପତିଙ୍କ ସହ ଠିକ୍‌ ଏହିଭଳି ଏକ ଘଟଣା…

2 years ago

ନିଜର ସ୍ପର୍ମରେ ମହିଳାମାନଙ୍କୁ ପ୍ରେଗନାଣ୍ଟ କରି ଦେଉଥିଲେ ଡାକ୍ତର! ଦୀର୍ଘ ବର୍ଷ ପରେ ଦୁଇ ଭଉଣୀ ଏମିତି କଲେ ଖୁଲାସା…

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ରୋଗୀ ସୁସ୍ଥ ହେବା ପାଇଁ ହେଉ କି ତାଙ୍କର ଭଲ ଚିକିତ୍ସା ପାଇଁ ହେଉ, ଡାକ୍ତରଙ୍କ ଉପରେ ଆଖି ବୁଜି ଭରସା…

2 years ago