Below header
Browsing Tag

crime news

କି ହେଲାରେ ବାବା..! ପରିବା ଦୋକାନରୁ ୫୦ କିଲୋ ଲେମ୍ବୁ ଧରି ଛୁ ମାରିଲା ଚୋର; ରସୁଣ, ପିଆଜକୁ ବି ଛାଡ଼ିଲାନି

ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଏକ ଅଜବ ପ୍ରକାର ଚୋରି ମାମଲା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ କୌଣସି ସୁନା, ରୁପା ଗହଣା ନୁହେଁ, ବରଂ ଦିନକୁ ଦିନ ମହଙ୍ଗା ହେଉଥିବା ଲେମ୍ବୁ ଉପରେ ଆଖି ପକାଇଛନ୍ତି। ଏଠି ଥିବା ଏକ ପରିବା ଦୋକାନରୁ ଚୋରମାନେ ୫୦ କିଲୋ ଲେମ୍ବୁ ଚୋରି କରି ନେଇଛନ୍ତି। ଏପରି…

ଆଶାରାମ ବାପୁଙ୍କ ଆଶ୍ରମରେ ନାବାଳିକାଙ୍କୁ ହତ୍ୟା! କାର୍‌ ଭିତରୁ ମିଳିଲା ଗଳିତ ଶବ; ୪ ଦିନ ହେବ ଘରୁ ଥିଲେ ନିଖୋଜ

ଉତ୍ତର ପ୍ରଦେଶର ଗୋଣ୍ଡାସ୍ଥିତ ଆଶାରାମ ବାପୁଙ୍କ ଆଶ୍ରମ ପରିସରରୁ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏ ନେଇ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।…

ଏଡ୍‌ସ ସଂକ୍ରମିତ ଖୁଡ଼ୀର ଷଡ଼ଯନ୍ତ୍ର! ସ୍ୱାମୀ ମରିଯିବା ପରେ ଜାଣିଶୁଣି ନାବାଳକ ପୁତୁରାକୁ ଫସେଇ ଦୁଇଥର ରଖିଲା ଶାରୀରିକ…

ଉତ୍ତରାଖଣ୍ଡର ଉଧମସିଂ ନଗର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୨୩ ବର୍ଷୀୟା ଜଣେ ମହିଳା ନିଜ ଦେଢ଼ଶୁରଙ୍କ ନାବାଳକ ପୁଅକୁ ଫସେଇ ତା’ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ମହିଳା ହେଉଛନ୍ତି ଜଣେ ଏଚ୍‌ଆଇଭି ପଜିଟିଭ ରୋଗୀ, ଯିଏ…

ସ୍ତ୍ରୀ ରଚିଲା ଷଡ଼ଯନ୍ତ୍ର; ଛୁଟିରେ ଘରକୁ ଆସିଥିବା ଯବାନ ସ୍ୱାମୀକୁ ତଣ୍ଟି ଚିପି କଲା ହତ୍ୟା! ପୁରୁଷ ବନ୍ଧୁ ସହ ମିଶି…

ହରିୟାଣାର ଚରଖୀ ଦାଦରୀରୁ ଅତି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚରମ ସୀମା ଅତିକ୍ରମ କରି ନିଜ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି। ମହିଳା ଜଣକ ନିଜ ପୁରୁଷ ସାଙ୍ଗ ସହିତ ମିଶି ଫୌଜି ସ୍ୱାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି…

ଆନ୍ଧ୍ର ପୋଲିସର ଐତିହାସିକ ଆୟୋଜନ; ରେଡ୍‌ କାର୍ପେଟ୍‌ ବିଛାଇ ପୋଡ଼ିଲା ୨ ଲକ୍ଷ କିଲୋ ଗଞ୍ଜେଇ! ଭାଇରାଲ ହେଉଛି ଭିଡିଓ

ଆନ୍ଧ୍ର ପ୍ରଦେଶ ପୋଲିସ ଶନିବାର ଏକ ଐତିହାସିକ ଆୟୋଜନ କରିଥିଲା, ଯେଉଁଥିରେ ପାଖାପାଖି ୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ପୋଲିସ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ…

ସ୍ତ୍ରୀଠୁ ଲୁଚି ପ୍ରେମିକା ସହିତ କୋର୍ଟ ବିବାହ କରିବାକୁ ଯାଉଥିଲା ସ୍ୱାମୀ, ଧରା ପଡ଼ିଯିବାରୁ ରାସ୍ତାରେ ହାଇଭୋଲ୍‌ଟେଜ…

ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଥିଲେ। ହେଲେ ଏହି ସମୟରେ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ। ଆଉ…

ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଲା ଭାଉଜ; ନିଜକୁ ବି ଛୁରୀରେ କଲା ଆଘାତ! ସ୍ୱାମୀର ମାନସିକ ଅବସ୍ଥା ଠିକ୍‌ ନ…

କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଦାନ୍ତରେ ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଏଥି ସହ ଛୁରୀରେ ନିଜ ହାତର ଶିରାକୁ ମଧ୍ୟ କାଟି ଦେଇଛନ୍ତି। ପାଟି ଶୁଣି ଯେତେବେଳେ ସମ୍ପର୍କୀୟମାନେ କୋଠରୀରେ ପହଞ୍ଚିଥିଲେ, ତ ସେଠି ଦିଅର ଓ ଭାଉଜ ରକ୍ତ…

ପାକିସ୍ତାନୀ ମହିଳା ହ୍ଵାଟସ୍‌ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ…

ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି। ମହିଳାଙ୍କ ଉପରେ ଅଭିଯୋଗ ରହିଛି କି, ସେ ହ୍ଵାଟସ୍‌ଆପ ମେସେଜରେ ପ୍ୟାଙ୍ଗବର…

ଦେହ ବଦଳରେ ପ୍ରଫେସର ଦେଉଥିଲେ ଭଲ ନମ୍ବର! ଚାଟ୍‌ ଲିକ୍‌ ହେବା ପରେ ଖୁଲାସା ହେଲା ହାଇ ପ୍ରୋଫାଇଲ କେସ୍‌

ଭଲ ନମ୍ବର ବଦଳରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରୁଥିବା ଜଣେ ପ୍ରଫେସରଙ୍କୁ ଶେଷରେ ଜେଲ ପଠାଇ ଦିଆଯାଇଛି। ଏହି ହାଇ ପ୍ରୋଫାଇଲ୍ ମାମଲାରେ ଆଉ ୪ ପ୍ରଫେସର ମଧ୍ୟ ସମ୍ପୃକ୍ତ ଅଛନ୍ତି, ଯେଉଁମାନେ ଖୁବ୍‌ ଜଲଦି କୋର୍ଟରେ ହାଜର ହେବେ। ଆଫ୍ରିକୀୟ ଦେଶ ମୋରକୋର ଏକ କୋର୍ଟ ଜଣେ ପ୍ରଫେସରଙ୍କୁ ଅଶ୍ଳୀଳ…

ସ୍ତ୍ରୀର ଗଣଦୁଷ୍କର୍ମ କରେଇଲା ସ୍ୱାମୀ! ନିଜ ଫାର୍ମ ହାଉସ୍‌ରେ ରଖିଥିଲା ସେକ୍ସ ଟୟ, ରାତି ଅଧ ଯାଏ ଚାଲୁଥିଲା ନ୍ୟୁଡ୍‌…

ଛତିଶଗଡ଼ରୁ ଅତି ଆଶ୍ଚର୍ଯ୍ୟ କଲା ଭଳି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଆପଣ ସହଜରେ ଘଟଣାକୁ ବିଶ୍ୱାସ କରି ପାରିବେ ନାହିଁ। ସାତ ଜନ୍ମ ପାଇଁ ସ୍ତ୍ରୀ ଯେଉଁ ସ୍ୱାମୀର ହାତ ଧରିଥିଲା, ସେହି ହିଁ ତା’ର ସର୍ବସ୍ୱ ଲୁଟି ନେଲା। ନିଜେ ତ ଯାହା କଲା,…

ମସାଜ ପାର୍ଲରରୁ ସ୍ୱାମୀ ଘରକୁ ନେଇ ଆସିଲେ ଏମିତି ରୋଗ, ଶେଷକୁ ସ୍ତ୍ରୀ ନେଲେ ଛାଡ଼ପତ୍ର ନିଷ୍ପତ୍ତି; ଜାଣନ୍ତୁ କ’ଣ ଥିଲା…

ବୈବାହିକ ସମ୍ପର୍କରେ ବିଶ୍ୱାସ ଭାଙ୍ଗିବା ବେଳେବେଳେ ସ୍ୱାମୀ, ସ୍ତ୍ରୀଙ୍କ ଜୀବନରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। କାନାଡାରେ ଏକ ଦମ୍ପତିଙ୍କ ସହ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଦୀର୍ଘ ଦିନ ଧରି ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରତାରଣା କରି ଆସୁଥିଲେ। ଆଉ ଶେଷରେ ସେ ଏମିତି ଏକ ଅସୁବିଧାର…

ନିଜର ସ୍ପର୍ମରେ ମହିଳାମାନଙ୍କୁ ପ୍ରେଗନାଣ୍ଟ କରି ଦେଉଥିଲେ ଡାକ୍ତର! ଦୀର୍ଘ ବର୍ଷ ପରେ ଦୁଇ ଭଉଣୀ ଏମିତି କଲେ ଖୁଲାସା…

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ରୋଗୀ ସୁସ୍ଥ ହେବା ପାଇଁ ହେଉ କି ତାଙ୍କର ଭଲ ଚିକିତ୍ସା ପାଇଁ ହେଉ, ଡାକ୍ତରଙ୍କ ଉପରେ ଆଖି ବୁଜି ଭରସା କରାଯାଇଥାଏ। କିନ୍ତୁ ଆମେରିକାରେ ଜଣେ ଡାକ୍ତର ନିଜର ଖରାପ କାମ ଯୋଗୁ ନିଜର ହିଁ ସମ୍ମାନକୁ କଳଙ୍କିତ କରିଛନ୍ତି। ଏହି ଅଭିଯୁକ୍ତ ଡାକ୍ତର ଅନେକ…