indian idol

‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଜିତିଲେ ବୈଭବ ଗୁପ୍ତା,୨୫ ଲକ୍ଷ ଟଙ୍କା ସହ ମିଳିଲା ମାରୁତି କାର

ଟିଭି ଦୁନିଆର ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଚାରି ମାସରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି । ତେବେ ବର୍ତ୍ତମାନ…

4 months ago

ଅକ୍ଟୋବର ୭ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’, ସାମ୍ନାକୁ ଆସିଲା ସୋ’ର ଫାଷ୍ଟ ଝଲକ୍‌

ଟିଭି ଦୁନିଆର ଅତି ଲୋକପ୍ରୀୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌’ । ଏହାର ଅନେକ ସିଜିନ୍‌ ଯାଇସାରିଛି । ଏବେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଅକ୍ଟୋବର…

9 months ago

‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧୪’କୁ ନେଇ ଚର୍ଚ୍ଚା ଆରମ୍ଭ: ନଜର ଆସିବେ ନୂଆ ଜଜ୍‌ ଓ ହୋଷ୍ଟ

ଟିଭି ଦୁନିଆର ସବୁଠୁ ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍' । ‘ଇଣ୍ଡିଆନ୍ ଆଇଡଲ୍' ଏହାର ସିଜିନ୍  ୧୪’ ଆଣିବାକୁ ଯାଉଥିବାବେଳେ, ଏହି ସୋ' କୁ ନେଇ…

10 months ago

Indian Idol 13 ଟାଇଟଲ ବାଜି ମାରିଲେ ଅଯୋଧ୍ୟାର ରିଷି ସିଂ, ଟ୍ରଫି ସହିତ ଜିତିଲେ ୨୫ ଲକ୍ଷ ଟଙ୍କା ଏବଂ କାର

ଇଣ୍ଡିଆନ ଆଇଡଲ ୧୩ ଶୋର ବିଜେତା ହୋଇଛନ୍ତି ରିଷି ସିଂ । ରିଷିଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ବାବଦରେ…

1 year ago

ଇଣ୍ଡିଆନ୍‌ ଆଇଡଲର ଏହି ପ୍ରତିଯୋଗୀଙ୍କୁ ପିଲାବେଳେ ତାଙ୍କ ମା ଦେଇଥିଲେ ବଡ ଧୋକା, କାନ୍ଦି କାନ୍ଦି କହିଲେ ମୁଁ ଏବେ ନଥାନ୍ତି ଯଦି…

ସିଂଗିଙ୍ଗ୍‌ ରିୟାଲିଟୀ ଶୋ ଇଣ୍ଡିଆନ୍‌ ଆଇଡଲର କ୍ରେଜ୍‌ ଏବେ ସମସ୍ତଙ୍କ ମୁହଁରେ। ଏହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ବର୍ତ୍ତମାନ୍‌ ସବୁଠୁ ଅଧିକ ପପୁଲାର ରିୟାଲିଟୀ ଶୋ…

2 years ago

ବହୁତ ଜଲ୍‌ଦି ଆରମ୍ଭ ହେବ ‘ଇଣ୍ଡିଆନ ଆଇଡଲ୍‌ ୧୩’, ପ୍ରୋମୋ ଦେଖି ୟୁଜର କରୁଛନ୍ତି ଟ୍ରୋଲ…ଜାଣନ୍ତୁ କିଏ କ’ଣ କହିଲେ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜନ ୧୨ ପରେ ଏବେ ସିଜନ ୧୩ ଟେଲିକାଷ୍ଟ୍‍ ହେବାକୁ ଯାଉଛି। ଏ ନେଇ ସୋନି…

2 years ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଣ୍ଡିଆନ ଆଇଡଲ୍‌-୧୨ ଫେମ୍‌ ସାୟଲୀ କାମ୍ବଲେ, ପ୍ରେମିକଙ୍କୁ କଲେ ବିବାହ

ଇଣ୍ଡିଆନ ଆଇଡଲ୍‌ ୧୨ ରେ ଲୋକପ୍ରିୟତା ହାସଲ କରିଥିବା ସାୟଲି କାମ୍ବଲେ ପ୍ରେମିକ ଧଓ୍ଵଲଙ୍କୁ ବିବାହ କରିଛନ୍ତି। ସାୟଲୀ ଧଓ୍ଵଲଙ୍କ ସହିତ ଦୀର୍ଘଦିନରୁ ରିଲେସନସିପରେ ରହିଆସୁଥିଲେ। ଗତ…

2 years ago

Indian Idol 12 : ପ୍ରଥମ ଥର ପାଇଁ ଇଣ୍ଡିଆନ୍‌ ଆଇଡଲ ଫାଇନାଲ ଏପିସୋଡର ଗ୍ରାଣ୍ଡ ଫିନାଲେ ୧୨ ଘଣ୍ଟା ଧରି ଚାଲିବ

ଟିଭି ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ଇଣ୍ଡିଆନ୍‌ ଆଇଡଲ ୧୨କୁ ଏହାର ବିଜେତା ୧୫ ଅଗଷ୍ଟକୁ ଅର୍ଥାତ ଆଜି ମିଳିଯିବ । ଫାଇନାଲ ଏପିସୋଡ୍‌ ୧୨ ଘଣ୍ଟା ଧରି…

3 years ago

ସିଙ୍ଗିଙ୍ଗ ରିଆଲିଟି ସୋ’କୁ ଡେଲିସୋପର ଆଖ୍ୟା ଦେଇ ରାଗିଲେ ଦର୍ଶକ, ପୋଷ୍ଟ ହେଲା ଭାଇରାଲ

ସିଙ୍ଗିଙ୍ଗ ରିଆଲିଟି ସୋ' ଇଣ୍ଡିଆନ ଆଇଡଲର ଏବେ ପ୍ରାୟ ଏପିସୋଡ ଚର୍ଚ୍ଚା ଘେରରେ ରହୁଛି । କେତେବେଳେ ପ୍ରତିଯୋଗୀ ବାହାର ହେବାକୁ ନେଇ ଦର୍ଶକ ରାଗି ଯାଉଥିବା…

3 years ago

ନେହା କକ୍କର ଦେଖାଇଲେ ବଦାନ୍ୟତା, ଲୋକପ୍ରିୟ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ କରଜକୁ ବଞ୍ଚାଇବା ପାଇଁ ଦେଲେ ୫ ଲକ୍ଷ ଟଙ୍କା

ବଲିଉଡ ଗାୟିକା ନେହା କକ୍କର ଜଣେ ଭଲ ଗାୟିକା ସହିତ ଜଣେ ଭଲ ମଣିଷ ମଧ୍ୟ। ନେହା କେତେ ଯେ ଭାବବିହ୍ବଳ ତାହା ଆପଣ ଇଣ୍ଡିଆନ ଆଇଡଲ…

3 years ago

‘ଇଣ୍ଡିଆନ୍‌ ଆଇଡଲ’ ଫେମ୍‌ ରେଣୁ ନାଗର ଆଇସିୟୁରେ ଭର୍ତ୍ତି, ଜୁନ୍‌ରେ ବିବାହିତ ପ୍ରେମିକଙ୍କ ସହ ହୋଇଥିଲେ ଫେରାର

ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’ରେ ଅଂଶଗ୍ରହଣ କରିଥିବା ଗାୟିକା ରେଣୁ ସାଗରଙ୍କ ପ୍ରେମିକ ରବି ନଟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିକଙ୍କ ମୃତ୍ୟୁ ଖବର…

4 years ago

ଇଣ୍ଡିଆନ ଆଇଡଲ ଶୋ’ରେ ସମସ୍ତଙ୍କୁ ହସି ହସି ନାକେଦମ କରାଇଲେ ଓଡିଆ ପୁଅ ଜଗବନ୍ଧୁ, ଖାଇବାକୁ ମାଗିଲେ ଭାତ- ଡାଲମା

ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ କାର୍ଯ୍ୟକ୍ରମରେ ପୁଣି ଜଣେ ଓଡ଼ିଆ ପିଲାର ଅଦ୍ଭୁତ କାରନାମା ଦେଖିବାକୁ ମିଳିଛି। ନିଜ ପ୍ରତିଭା ଦେଖାଇବା ବଦଳରେ…

5 years ago