odi world cup 2023

ସେମିଫାଇନାଲ୍ ଲଢ଼େଇ ଚୂଡ଼ାନ୍ତ, ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ

ବିଶ୍ବକପ୍ ସେମିଫାଇନାଲ୍ ଲାଇନ୍ ଅପ୍ । ପାକିସ୍ତାନ ରେସରୁ ବାଦ ପଡ଼ିବା ପରେ ଚୂଡ଼ାନ୍ତ ହୋଇଛି ସେମିଫାଇନାଲ୍ ଲଢ଼େଇ । ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ…

7 months ago

ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ଛଡାଇ ଆଣିଲା ବିଜୟ, ହେଲେ ଭାଙ୍ଗିପାରିଲାନି ଈଶାନଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡାଇ ଆଣିଛନ୍ତି । ଆଫଗାନିସ୍ତାନ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୧…

7 months ago

ବିରାଟ କୋହଲିଙ୍କ ଡ୍ୟାନ୍ସ ମଚାଇଲା ଧୁମ୍‌, ମ୍ୟାଚ ସମୟରେ ଅନୁଷ୍କା ଏବଂ ଶାହରୁଖଙ୍କ ଗୀତରେ ନାଚି ଫ୍ୟାନ୍ସଙ୍କ ମନ ଜିଣିଲେ

ବିରାଟ କୋହଲି ୩୫ ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଶତକ ମାରି ଉପହାର ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଶତକ ମାରି ନିଜକୁ ଏବଂ…

7 months ago

ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା…

7 months ago

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ, ବିସିସିଆଇ ନେଲା ନିଷ୍ପତ୍ତି

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର…

8 months ago

ଏଥର ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେଏଲ ରାହୁଲ, ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ୍‌

ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍‌ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍‌ ପଏଣ୍ଟ ଟେବୁଲ ଶୀର୍ଷରେ…

8 months ago

ବିଶ୍ୱକପରେ ୨୦ ବର୍ଷ ହେଲାଣି ଇଂଲଣ୍ଡକୁ ହରାଇନାହିଁ ଭାରତୀୟ ଟିମ୍‌, ସେପଟେ ଅପରାଜେୟ ଆଶାରେ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲକ୍ଷ୍ନୌରେ ଆଜି ମ୍ୟାଚ୍‌ ଖେଳାଯିବ । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଡିଫେଣ୍ଡିଂ…

8 months ago

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଲାଇଟ ଶୋକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ମ୍ୟାକ୍ସୱେଲ, କିନ୍ତୁ ବହୁତ ଖୁସି ହେଲେ ଓ୍ଵାର୍ଣ୍ଣର

ଆଇଆଇସି ଦିନିକିଆ ବିଶ୍ୱକପ ୨୦୨୩ ରେ ନେଦରଲାଣ୍ଡକୁ ବଡ ସ୍କୋର ବ୍ୟବଧାନରେ ହରାଇଛି । ଅଷ୍ଟ୍ରେଲିଆ ଦେଇଥିବା ୪୦୦ ରନ୍‌ ଟାର୍ଗେଟକୁ ପିଛା କରି ୯୦ ରନରେ…

8 months ago

ଭାରତୀୟ ଟିମ୍‌କୁ ଝଟକା, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ତେବେ ଭାରତୀୟ ଟିମ୍‌ ପାଇଁ ଏବେ ବି ନିରାଶଜନକ ଖବର ରହିଛି । ଟିମର…

8 months ago

ଆଫଗାନିସ୍ତାନ ଠାରୁ ହାରିବା ପରେ ନିଜର ବ୍ୟାଟ୍‌ ଗୁରୁବାଜଙ୍କୁ ଗିଫ୍ଟ କଲେ ବାବର ଆଜମ, ଭିଡିଓ ଭାଇରଲ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ…

8 months ago

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ : ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଧର୍ମଶାଳାରେ ପୂଜାର୍ଚ୍ଚନା, ଭାରତ ବିଜୟ ପାଇଁ କରାଗଲା ପ୍ରାର୍ଥନା

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଉଭୟ ଦଳ ଏପର୍ଯ୍ୟନ୍ତ ବିଶ୍ୱକପରେ କୌଣସି ମ୍ୟାଚ ହାରିନାହାନ୍ତି । ଆଜି ଧର୍ମଶାଳାରେ ଖେଳାଯିବାକୁ ଥିବା…

8 months ago

ଆଜି ମୁହାଁମହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ, ବିଶ୍ୱକପରେ ଉଭୟେ ହାରିନାହାନ୍ତି କୌଣସି ମ୍ୟାଚ୍‌

ଆଜି ଧର୍ମଶାଳାରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ । ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକରେ ବିଜୟ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ…

8 months ago