Below header
Browsing Tag

odi world cup 2023

ସେମିଫାଇନାଲ୍ ଲଢ଼େଇ ଚୂଡ଼ାନ୍ତ, ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ

ବିଶ୍ବକପ୍ ସେମିଫାଇନାଲ୍ ଲାଇନ୍ ଅପ୍ । ପାକିସ୍ତାନ ରେସରୁ ବାଦ ପଡ଼ିବା ପରେ ଚୂଡ଼ାନ୍ତ ହୋଇଛି ସେମିଫାଇନାଲ୍ ଲଢ଼େଇ । ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୧୫ ତାରିଖରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ…

ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ଛଡାଇ ଆଣିଲା ବିଜୟ, ହେଲେ ଭାଙ୍ଗିପାରିଲାନି ଈଶାନଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡାଇ ଆଣିଛନ୍ତି । ଆଫଗାନିସ୍ତାନ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୧ ରନ୍‌ କରିଥିଲା । ହେଲେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ଆଫଗାନିସ୍ତାନ ଠାରୁ ବିଜୟ ଛଡାଇନେଇଛି ।…

ବିରାଟ କୋହଲିଙ୍କ ଡ୍ୟାନ୍ସ ମଚାଇଲା ଧୁମ୍‌, ମ୍ୟାଚ ସମୟରେ ଅନୁଷ୍କା ଏବଂ ଶାହରୁଖଙ୍କ ଗୀତରେ ନାଚି ଫ୍ୟାନ୍ସଙ୍କ ମନ…

ବିରାଟ କୋହଲି ୩୫ ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଶତକ ମାରି ଉପହାର ଦେଇଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଶତକ ମାରି ନିଜକୁ ଏବଂ ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ବିରାଟଙ୍କ ଶତକରେ ଖୁସି ହୋଇ ଅନୁଷ୍କା ଶର୍ମା ପୋଷ୍ଟ ସେୟାର କରି ଖୁସି ଜାହିର କରିଛନ୍ତି । ବିରାଟ…

ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା ସହିତ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଗତକାଲି ବିଶ୍ୱକପ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍ମ ଚିନ୍ନାସ୍ୱାମୀ…

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ, ବିସିସିଆଇ ନେଲା ନିଷ୍ପତ୍ତି

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି…

ଏଥର ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେଏଲ ରାହୁଲ, ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ୍‌

ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍‌ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମ୍‌ ଡ୍ରେସିଂ ରୁମରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍‌ ପରେ…

ବିଶ୍ୱକପରେ ୨୦ ବର୍ଷ ହେଲାଣି ଇଂଲଣ୍ଡକୁ ହରାଇନାହିଁ ଭାରତୀୟ ଟିମ୍‌, ସେପଟେ ଅପରାଜେୟ ଆଶାରେ ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲକ୍ଷ୍ନୌରେ ଆଜି ମ୍ୟାଚ୍‌ ଖେଳାଯିବ । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏଥର ବିଶ୍ବକପରେ ସଂଘର୍ଷ କରୁଛି । ଇଂଲଣ୍ଡ ଟିମ୍‌ କେବଳ ଗୋଟିଏ ମ୍ୟାଚ୍‌ ଜିତିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର…

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଲାଇଟ ଶୋକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ମ୍ୟାକ୍ସୱେଲ, କିନ୍ତୁ ବହୁତ ଖୁସି ହେଲେ…

ଆଇଆଇସି ଦିନିକିଆ ବିଶ୍ୱକପ ୨୦୨୩ ରେ ନେଦରଲାଣ୍ଡକୁ ବଡ ସ୍କୋର ବ୍ୟବଧାନରେ ହରାଇଛି । ଅଷ୍ଟ୍ରେଲିଆ ଦେଇଥିବା ୪୦୦ ରନ୍‌ ଟାର୍ଗେଟକୁ ପିଛା କରି ୯୦ ରନରେ ଅଲଆଉଟ୍‌ ହୋଇଯାଇଥିଲା ନେଦରଲାଣ୍ଡ । ଏହି ମ୍ୟାଚରେ ଓ୍ଵାର୍ଣ୍ଣର ୯୩ ବଲରେ ୧୦୪ ରନ କରିଥିବା ବେଳେ ମ୍ୟାକ୍ସୱେଲ ୪୪ବଲରେ ୧୦୬ ରନ୍‌…

ଭାରତୀୟ ଟିମ୍‌କୁ ଝଟକା, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ବିଶ୍ୱକପ ୨୦୨୩ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ଭାରତ –ଇଂଲଣ୍ଡ । ତେବେ ଭାରତୀୟ ଟିମ୍‌ ପାଇଁ ଏବେ ବି ନିରାଶଜନକ ଖବର ରହିଛି । ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେ ବିଶ୍ୱକପର ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ଇଂଲଣ୍ଡ ଏବଂ…

ଆଫଗାନିସ୍ତାନ ଠାରୁ ହାରିବା ପରେ ନିଜର ବ୍ୟାଟ୍‌ ଗୁରୁବାଜଙ୍କୁ ଗିଫ୍ଟ କଲେ ବାବର ଆଜମ, ଭିଡିଓ ଭାଇରଲ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଏହି ବିଜୟ ପରେ ଆଫଗାନିସ୍ତାନର ସମସ୍ତ ଖେଳାଳି ଖୁସିରେ ନାଚି ଉଠିଛନ୍ତି । ଏହି ମ୍ୟାଚ…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ : ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଧର୍ମଶାଳାରେ ପୂଜାର୍ଚ୍ଚନା, ଭାରତ ବିଜୟ ପାଇଁ…

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଉଭୟ ଦଳ ଏପର୍ଯ୍ୟନ୍ତ ବିଶ୍ୱକପରେ କୌଣସି ମ୍ୟାଚ ହାରିନାହାନ୍ତି । ଆଜି ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଭାରତର ବିଜୟ ପାଇଁ ପୂଜାପାଠ କରାଯାଇଛି । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ମ୍ୟାଚ ପାଇଁ ପୂଜା କରିଛି…

ଆଜି ମୁହାଁମହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ, ବିଶ୍ୱକପରେ ଉଭୟେ ହାରିନାହାନ୍ତି କୌଣସି ମ୍ୟାଚ୍‌

ଆଜି ଧର୍ମଶାଳାରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ । ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକରେ ବିଜୟ ପାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପ୍ରମୁଖ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଭାରତ ପଡିଆକୁ ଓହ୍ଲାଇବ । ପାଣ୍ଡ୍ୟାଙ୍କ ସ୍ଥାନରେ ଟିମରେ…