ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ ମୃତ୍ୟୁ ହୋଇଥିବା ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଚୀନରର ଉତ୍ତର-ପୂର୍ବ ହାର୍ବିନ ସହରରେ ଘଟିଛି । ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି ।

ଘଟଣାସ୍ଥଳରେ ବିସ୍ଫୋରଣ ପରେ ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ପୋଲିସ ହସପିଟାଲରେ ଭର୍ତ୍ତି କରିଛି । ସୋସିଆଲ ମିଡିଆରେ ଜାରି ହୋଇଥିବା ଭିଡିଓରେ ହାର୍ବିନରେ ୫ ମହଲା ବିଲିଡିଂ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି । ଏକ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାକୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ।

ଲୋକମାନେ ନିଜ ନିଜର କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ସୂଚନାଯୋଗ୍ୟ,  ମେଇଜୁ ସହରରୁ ଡାବୁ କାଉଣ୍ଟି ମଧ୍ୟରେ ଥିବା ଏସ୍ ୧୨ ରାଜପଥର ପ୍ରାୟ ୧୭.୯ ମିଟର ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ରାତି ପ୍ରାୟ ୨ଟା ୧୦ ରେ ଏହି ଘଟଣା ଘଟିଥିଲା । ତେବେ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଅଧିକ ଗୁରୁତର ରହିଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା । ପୋତି ହୋଇଗଲା ଗାଡ଼ି ୧୮ଟି ଗାଡି ।

Leave A Reply

Your email address will not be published.