Multiple Explosions: ୨୦ ମିନିଟରେ ୭ଟି ବିସ୍ଫୋରଣ, ଥରିଲା ଦୁବାଇ
ନୂଆଦିଲ୍ଲୀ: ୨୦ ମିନିଟରେ ୭ଟି ବିସ୍ଫୋରଣ। ଥରିଲା ଦୁବାଇ। ଦୁବାଇ ସ୍ଥିତ ଜେବେଲ ଅଲୀ ଶିଳ୍ପଞ୍ଚଳରେ ୨୦ ମିନିଟ୍ ମଧ୍ୟରେ କ୍ରମାଗତ ୭ଟି ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆକାଶରେ କଳା ଧୂଆଁର…