Browsing Tag

explosion

ଚୀନର ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ୩୧ ମୃତ

ଚୀନର ୟିନଚୁଆନ୍‌ ପ୍ରାନ୍ତରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ୩୧ ଜଣଙ୍କର ଜୀବନ ଚାଲିଯାଇଛି । ୭ ଜଣ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଉତ୍ତର ପଶ୍‌ଚିମ ଚୀନର ୟିନଚୁଆନ୍‌ ବୁଧାବର ରାତିରେ ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଛି…

ଇଟାଲୀର ମିଲାନ୍‌ରେ ଭୟଙ୍କର ବିସ୍ଫୋରଣ, ଅନେକ ଗାଡ଼ି ଜଳି ପାଉଁଶ

ଇଟାଲୀର ମିଲାନ୍‌ ସହରରେ ଜୋର୍‌ଦାର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଆଖାପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କୁହାଯାଉଛି କି, ପାର୍କିଂରେ ଛିଡ଼ା ହୋଇଥିବା ଏକ ଭ୍ୟାନ୍‌ରେ ଏହି ବିସ୍ଫୋରଣ ହୋଇଛି। ସୂଚନା ମୁତାବକ, ମିଲାନ୍‌ର ପୋର୍ଟା ରୋମାନା…

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର; ମୁହଁ ଓ ଆଖିରେ ଲାଗିଛି ଗଭୀର ଆଘାତ

ବଲାଙ୍ଗୀର (କେନ୍ୟୁଜ): ବଡମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ୨ କର୍ମଚାରୀ ଗୁରୁତର । ୟୁନିଟ-୩ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଗୁରୁତର ହେଲେ ସରୋଜ ପଣ୍ଡା, ଗୌତମ ମହାନନ୍ଦ । ଦୁଇଜଣ ଯାକ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ…

ପୁଣି ଫାଟିଲା ସ୍ମାର୍ଟଫୋନ, ଚାଲିଗଲା ୮ ବର୍ଷ ଶିଶୁ କନ୍ୟାର ଜୀବନ

ସ୍ମାର୍ଟଫୋନ ଆଜିକାଲିକା ପିଲାଙ୍କର ପ୍ରଥମ ପସନ୍ଦ ପାଲଟିଛି। ୟୁଟ୍ୟୁବ ଏବଂ କାର୍ଟୁନ ଦେଖିବାକୁ ପିଲା ଫୋନର ବ୍ୟବହାର କରୁଛନ୍ତି । କିନ୍ତୁ ବେଳେ ବେଳେ ଏହି ସ୍ମାର୍ଟଫୋନ ଯୋଗୁଁ ପିଲାଙ୍କ ଜୀବନ ଚାଲିଯାଉଛି । ଆଉ ଏହି ସ୍ମାର୍ଟଫୋନ ଯୋଗୁଁ କେରଳର ତ୍ରିସୁରରେ ଜଣେ ପିଲାର ଜୀବନ ଚାଲିଯାଇଛି ।…

ବିବାହରେ ଉପହାର ମିଳିଥିଲା ମ୍ୟୁଜିକ୍‌ ସିଷ୍ଟମ୍‌, ଚଲାଇବା କ୍ଷଣି ଘରେ ବିସ୍ଫୋରଣ; ବର ଓ ଭାଇର ମୃତ୍ୟୁ

ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବିବାହରେ ଉପହାର ମିଳିଥିବା ଏକ ମ୍ୟୁଜିକ୍‌ ସିଷ୍ଟମ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ବର ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ଘଟିଛି। ବର ଜଣକ ତିନି ଦିନ ପୂର୍ବେ ବିବାହ କରିଥିଲେ। ହୋମ୍‌ ଥିଏଟରରେ…

ଫୁଟବଲ୍‌ ଷ୍ଟାଡିୟମ ପାଖରେ ବିସ୍ଫୋରଣ; ୧୦ ମୃତ, ୨୦ରୁ ଅଧିକ ଗୁରୁତର

ଇରାକର ରାଜଧାନୀ ବାଗଦାଦର ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଫୁଟବଲ ଖେଳିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ମୃତକ ଏବଂ ଆହତଙ୍କ ମଧ୍ୟରେ ଫୁଟବଲ ଖେଳୁଥିବା ଲୋକ ସାମିଲ…

କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କଲା ରୁଷ; ୧୭ ମୃତ, ୪୦ ଗୁରୁତର

କ୍ରିମିଆ ଏବଂ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ। ମିସାଇଲ ଆକ୍ରମଣରେ ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ, ରୁଷ ପକ୍ଷରୁ ଜେପୋରିଜିୟାର କିଛି ଅଞ୍ଚଳରେ ମିସାଇଲ ଆକ୍ରମଣ ହୋଇଛି।…

କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଘଟଣାର ଭୟଙ୍କର ଦୃଶ୍ୟ କ୍ଯାମେରାରେ କଏଦ

କେନ୍ୟୁଜ: କ୍ରିମିଆ ଓ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ । ଆଜି ସକାଳେ କେର୍ଚ ବ୍ରିଜରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଯେଉଁ  ସମୟର ଦୃଶ୍ୟ କଏଦ ହୋଇଛି କ୍ଯାମେରାରେ। ଫଟୋ ଦେଖିଲେ ବିସ୍ଫୋରଣ କେତେ ଭୟଙ୍କର ଥିଲା ତାହା ବାରି ହୋଇପଡିବ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ପ୍ରବଳ…

ବିଲରେ ବୋମା ଭିଡ଼ୁଥିବା ବେଳେ ଭୟଙ୍କର ବିସ୍ଫୋରଣ, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ; ଜଣେ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରବିବାର ଏକ ଦେଶୀ ବୋମା ବିସ୍ଫୋରଣ ଯୋଗୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ନାଁ ଫରଜାନ୍‌ ଏସ୍‌କେ…

ନୟାଗଡ଼ ବଡ଼ ପଣ୍ଡୁସର ବ୍ରିଜ ଉପରେ ଅଘଟଣ: ତେଲଟାଙ୍କି ଗାଡ଼ି ଫାଟି ୪ ଜୀବନ୍ତ ଦଗ୍ଧ

ନୟାଗଡ଼ (କେନ୍ୟୁଜ): ତେଲଟାଙ୍କି ଫାଟି ୪ ଜୀବନ୍ତ ଦଗ୍ଧ। ନୟାଗଡ଼ ଇଟାମାଟି ଥାନା ବଡ଼ ପଣ୍ଡୁସର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ତେଲଟାଙ୍କି ଗାଡ଼ି ଧରି ନୟାଗଡ଼ ଆସିଲା ବେଳେ ଗାଡିରେ ହତାଠ୍‌ ନିଆଁ ଲାଗିଯାଇଥିଲା। ଫଳରେ ୪ ଜଣ ଜୀବନ୍ତ ଦଗ୍ଧ…

ଉତ୍ତର ପ୍ରଦେଶ: ବେଆଇନ ବାଣ ତିଆରି ବେଳେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୩ ଶ୍ରମିକଙ୍କ ମୃତ୍ୟୁ…ପ୍ରଧାନମନ୍ତ୍ରୀ ଓ…

ଉତ୍ତର ପ୍ରଦେଶର ହାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଶନିବାର ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋର୍‌ଦାର ଥିଲା ଯେ ଘଟଣାସ୍ଥଳରେ ହିଁ କାର୍ଯ୍ୟରତ ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ତୈଳ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : କେଉଁଠି କାହାର ପୋଡ଼ା ହାତ ପାପୁଲି ପଡ଼ିଛି ତ ଆଉ କେଉଁଠି ଅଧା ପୋଡ଼ା ଗୋଡ଼ । ନାଇଜେରିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ପରେ ଏଦୃଶ୍ୟ ଦେଖିବାକୁ ମିଳିଛି। ଦୁଇଟି ବେଆଇନ୍‌ ତେଲ ବିଶୋଧନାଗାରରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ…