Below header
Browsing Tag

explosion

ତୈଳ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : କେଉଁଠି କାହାର ପୋଡ଼ା ହାତ ପାପୁଲି ପଡ଼ିଛି ତ ଆଉ କେଉଁଠି ଅଧା ପୋଡ଼ା ଗୋଡ଼ । ନାଇଜେରିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ପରେ ଏଦୃଶ୍ୟ ଦେଖିବାକୁ ମିଳିଛି। ଦୁଇଟି ବେଆଇନ୍‌ ତେଲ ବିଶୋଧନାଗାରରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ…

ପାକିସ୍ତାନର ସିୟାଲକୋଟ୍‌ର ସେନାବାହିନୀର ଅସ୍ତ୍ରାଗାରରେ ଭୟଙ୍କର ବିସ୍ଫୋରଣ, ଥରିଗଲା ପୂରା ଅଞ୍ଚଳ

ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସିୟାଲକୋଟ୍‌ ସହରରେ ପାକିସ୍ତାନୀ ସେନାର ଅସ୍ତ୍ରଶସ୍ତ୍ର ଗୋଦାମରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ସୈନ୍ୟ ବାହିନୀର ବିଶ୍ରାମସ୍ଥଳୀ ଭିତରେ ଭୀଷଣ ନିଆଁ ଲାଗିଯାଇଛି। ବିସ୍ଫୋରଣର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ…

ବ୍ରହ୍ମଗିରି ବ୍ଲକରେ ପ୍ରଥମ: ବିସ୍ଫୋରଣ କରି ଚିଲିକାରୁ ଘେରି ବନ୍ଧ ଉଚ୍ଛେଦ, ଲଘୁଚାପ ପାଇଁ ଥିଲା ବନ୍ଦ

ବ୍ରହ୍ମଗିରି(କେନ୍ୟୁଜ୍):  ବାରୁଦ ବିସ୍ଫୋରଣରେ ଚିଲିକା ଘେରି ବନ୍ଦ ଉଚ୍ଛେଦ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ପ୍ରଥମ ଥର ପାଇଁ ବିସ୍ଫୋରଣ କରି ଚିଲିକାରୁ ଘେରି ବନ୍ଧ ଉଚ୍ଛେଦ କରାଯାଇଛି। ଗତ ମାସେ ତଳେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଲଗାଣ ବର୍ଷା ଓ ଲଘୁଚାପ ପାଇଁ ଏହାକୁ ବନ୍ଦ…

ପାକିସ୍ତାନ: ପେଶାଓ୍ଵରରେ ମଦ୍ରାସା ନିକଟରେ ବିସ୍ଫୋରଣ, ୭ ମୃତ, ୭୦ ଆହତ

ପାକିସ୍ତାନର ପେଶାଓ୍ବରରେ ଏକ ମଦ୍ରାସା ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ, ଏହି ମଦ୍ରାସା, ଦିର କଲୋନୀରେ ରହିଛି। ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଟିମଙ୍କ କହିବା ଅନୁସାରେ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।…

ଏକ ‘ତାରା’ର ମୃତ୍ୟୁ ପରେ ମହାକାଶରେ ହେଲା ଭୟଙ୍କର ବିସ୍ଫୋରଣ, NASA ଜାରି କଲା Video, ଦେଖନ୍ତୁ…

ଆମେରିକୀୟ ମହାକାଶ ଏଜେନ୍ସି ନାସା(NASA) ଏକ ତାରାରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଅଦ୍ଭୁତ ଭିଡ଼ିଓକୁ ରେକର୍ଡ କରିଛି। NASA ମୁତାବକ, ଏହି ଧମାକା ପୃଥିବୀଠାରୁ ପାଖାପାଖି ୭ କୋଟି ପ୍ରକାଶ ବର୍ଷ ଦୂରତାରେ ଥିବା SN 2018gv ସୁପରନୋଭାରେ ହୋଇଥିଲା ଏବଂ ପୂର୍ବରୁ ଏହିପରି ଭିଡ଼ିଓ ଦେଖିବାକୁ…

ବାଙ୍କୀ ଚର୍ଚ୍ଚିକା ସାହିରେ ଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

ବାଙ୍କୀ: ବାଙ୍କୀ ଚର୍ଚ୍ଚିକା ସାହିରେ ଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଫିଏନ୍ ଗ୍ଯାସ୍ ବିସ୍ଫୋରଣ। ପୁଅ ମୃତ, ବାପା ଗୁରୁତର। ମୃତକ ହେଉଛନ୍ତି ୨୫ ବର୍ଷିୟ ରାଜା ସାହୁ । ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ପରେ ଉକ୍ତ ସ୍ଥାନରେ…

ଝାରସୁଗୁଡା ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାରେ ବିସ୍ଫୋରଣ, ୭ ଶ୍ରମିକ ଗୁରୁତର

ଝାରସୁଗୁଡା: ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ। ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡଇଛି। ସମସ୍ତ ଗୁରୁତରଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା…

ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା, ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ…

କେନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରେ ନକ୍ସଲ ଦମନ ଅଭିଯାନ ବେଳେ ସିଆରପିଏଫ୍‌କୁ ସଫଳତା । ପାଟ୍ରୋଲିଂ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲର ଦୁଇଟି ସ୍ଥାନରୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଏହା ଭିତରେ ଅଛି ୪ଟି ବନ୍ଧୁକ, ୨ଟି ଟିଫିନ୍‌ ବୋମା,…

ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣା, ୨ ଗିରଫ

ଗଞ୍ଜାମ : ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣାରେ ୨ ଗିରଫ। ଗିରଫମାନେ ହେଲେ ମାଗୁରା ଗାଁର ଟୁଟୁ ପଣ୍ଡା,ଏସ୍‌.ପ୍ରକାଶ ରେଡ୍ଡୀ। ଏହା ସହ ବିସ୍ଫୋରକ ସାମଗ୍ରୀଟି ଡିଟୋନେଟର ବୋଲି ଜଣା ପଡିଛି। ଯାହାକି ପାହଡ଼ରେ ବିସ୍ଫୋରଣରେ ବ୍ୟବହାର କରାଯାଏ। ସ୍କୁଲ ନିକଟରେ ଥିବା ପାହଡ଼ ନିକଟରୁ ଦୁଇ ସ୍କୁଲ…

ଢେଙ୍କାନାଳ : ବାଣରୁ ନିଆଁ ଲାଗି ବିସ୍ଫୋରଣ, ୩ ଜଣ ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କୁମ୍ଭାର ସାହିରେ ଭୟାବହ ବିସ୍ଫୋରଣ । ବାଣରୁ ନିଆଁ ଲାଗି ବିସ୍ଫୋରଣ ହେବାରୁ ୩ ଜଣ ଆହତ ହୋଇଛନ୍ତି । ଏଥିରେ ଛାତଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସୂଚନା ମୁତାବକ, କୁମ୍ଭାର ସାହିର ଦିନୋଜ ସାହୁଙ୍କ…

ସିରିଏଲ ବିସ୍ଫୋରଣରେ ଥରିଲା ଶ୍ରୀଲଙ୍କା, ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ

ଇଷ୍ଟର ରବିବାର ଅବସରରେ ଶ୍ରୀଲଙ୍କା ଏବଂ କଲୋମ୍ବର ସିଲସିଲେବାରରେ ବୋମା ବିସ୍ଫୋରଣ ସମସ୍ତଙ୍କୁ ଦୋହଲାଇ ଦେଇଛି। ମିଳିଥିବା ଖବର ମୁତାବକ, ଶ୍ରୀଲଙ୍କାରେ ମୋଟ ୫ ଟି ସ୍ଥାନରେ ସକାଳ ପ୍ରାୟ ୮:୪୫ ସମୟରେ ଆକ୍ରମଣ ହୋଇଛି । ଯେଉଁଥିରେ ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ସାମିଲ ରହିଛି ।…

୧୦ କିଲୋ ବେଆଇନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ

ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ। କୋଲକାତା ଟାସ୍କ ଫୋର୍ସ ଦ୍ୱାରା ୧୦ କ୍ୱିଣ୍ଟାଲ ବେଆଇନ ବିସ୍ଫୋରକ ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ବାଲେଶ୍ୱର ବସ୍ତା ଅଞ୍ଚଳର ଇନ୍ଦ୍ରଜିତ୍ ଭୋଇ ଓ ପଦ୍ମଲୋଚନ ଦେ। କୋଲକାତା ଟାସ୍କ ଫୋର୍ସ କର୍ମସିଆଲ ଯାନ ଗୁଡିକୁ ତନଖି କରୁଥିବା…